Sign in
Sign in
Recover your password.
A password will be e-mailed to you.
ନାରାୟଣପାଟଣାରେ ଗଡ଼ ରଖିବାକୁ ସଙ୍ଘର୍ଷ କରୁଛି ବିଜେଡି
କୋରାପୁଟ : ରାତି ପାଇଲେ ନାରାୟଣପାଟଣା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ର ନିର୍ବାଚନ । ଗୋଟିଏ ମାତ୍ର ଜିଲ୍ଲାପରିଷଦ ଆସନ ପାଇଁ ହେବ ଲଢେଇ । ସମୟ ଯେତିକି ପାଖେଇ ଆସୁଛି ନାରାୟଣପାଟଣା ବ୍ଲକ ରେ ଏକ ମାତ୍ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ତିନି ପ୍ରମୁଖ ଦଳର କସରତ କରିବା!-->…
ବୁଥ୍ ମୁହାଁ ପୋଲିଂ ଅଧିକାରୀ, ୨୨ରେ ଭୋଟ,୭୫ ଟି ସମ୍ବେଦନଶୀଳ ୩୦ ଅତି ସମ୍ବେଦନଶୀଳ ବୁଥ୍
କୋରାପୁଟ : ଆସନ୍ତା ୨୨ ତାରିଖରେ ନାରାୟଣପାଟଣା ବ୍ଲକ ରେ ହେବ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ।ଗୋଟିଏ ମାତ୍ର ଜିଲ୍ଲାପରିଷଦ ଆସନ ପାଇଁ ଏଠି ଭୋଟ ହେବାକୁ ଥିବା ବେଳେ ୯ଟି ପଂଚାୟତ ରେ ସମିତି ସଭ୍ୟ, ସରପଂଚ ଏବଂ ୧୦୫ ଟି ୱାର୍ଡ ରେ ସଭ୍ୟ ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିପାଇଁ ବ୍ଲକ!-->…
ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଫଲଗୁ ପରିବାରର ଶ୍ରଦ୍ଧାଞ୍ଜଳି
ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଦିଗରେ ନୂତନ ଚିନ୍ତନ ଓ ସୃଜନ ବିଚାର ରଖି ସାରସ୍ଵତ ସାଧନାରେ ନିରନ୍ତର ବ୍ରତୀ ରହି ଆସିଥିବା ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରତି ଫଲଗୁ ପରିବାର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି । ଅନୁଷ୍ଠାନ ର ସଭାପତି ପ୍ରଫେସର!-->!-->!-->…
ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ପୁରସ୍କାର: ‘ପୁଷ୍ପା’ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର, ରଣବୀର ସିଂହ ଶ୍ରେଷ୍ଠ…
ମୁମ୍ବାଇ: ୨୦୨୨ର ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ରବିବାର ମୁମ୍ବାଇରେ ଆୟୋଜିତ ହୋଇଛି। ଏଥିରେ ଦକ୍ଷିଣ ଭାରତର ବ୍ଲକବଷ୍ଟର୍ ଚଳଚ୍ଚିତ୍ର ‘ପୁଷ୍ପା‘କୁ ଫିଲ୍ମ ଅଫ୍ ଦ ଇୟର୍ ବା ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ ଘୋଷଣା କରାଯାଇଛି। ୧୯୮୩ ମସିହାରେ କ୍ରିକେଟ ବିଶ୍ଵକପ ଉପରେ!-->…
ପାକିସ୍ତାନରେ ଇଲେକ୍ଟ୍ରୋନିକ ମିଡିଆରେ ସେନା ଓ ନ୍ୟାୟପାଳିକା ସମ୍ବନ୍ଧରେ ଆଲୋଚନା କଲେ ହେବ ୫ବର୍ଷ ଜେଲ
ଇସଲାମାବାଦ ୨୧/୦୨ : ପାକିସ୍ତାନରେ ବୈଦ୍ୟୁତିକ ଗଣ ମାଧ୍ୟମରେ ସେନା, ନ୍ୟାୟପାଳିକା ସମେତ ସରକାରୀ ସଂସ୍ଥାର ଆଲୋଚନା କଲେ ପାଞ୍ଚବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାଦ୍ୱାରା ପାକିସ୍ତାନ ଇମରାନ ସରକାରଙ୍କ ଶାସନରେ ଅସନ୍ତୁଷ୍ଟମାନଙ୍କର ସ୍ୱର ଉତ୍ତୋଳନକୁ ଚାପିଦେବାକୁ ଚେଷ୍ଠା!-->…
ମହାଶିବ ରାତ୍ରିରେ ୨୧ ଲକ୍ଷ ଦୀପରେ ଝଲସି ଉଠିବ ମହାକାଳ ନଗରୀ, ଗିନିଜ୍ ବୁକ୍ ଅଫ ରେକର୍ଡ ପାଇଁ ଚାଲିଛି ପ୍ରସ୍ତୁତି
ଉଜ୍ଜୈନ ୨୧।୦୨: ମହାଶିବରାତ୍ରିରେ ମହକାଳର ନଗରୀ ଉଜ୍ଜୈନରେ ନୂତନ ଇତିହାସ ରଚାଯିବ। ୨୧ ଲକ୍ଷ ଦୀପରେ ଝଲସି ଉଠିବ ଉଜ୍ଜୈନ ସହର। ସହର ନାମରେ ଗିରିଜ୍ ବୁକ୍ ଅଫ ରେକର୍ଡ ତଥା ଲିମକା ବୁକ୍ ଅଫ ରେକର୍ଡ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମେ ୧୧ ରୁ ୧୫ ଲକ୍ଷ ଦୀପ ଜଳାଇବାକୁ ଯୋଜନା!-->…
ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟ ଗଲେ ପୀଡ଼ିତଙ୍କ ପରିବାର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ ଆଶିଷ ଗିରଫ ହୋଇଥିଲେ। କିନ୍ତୁ ନିକଟରେ!-->…
ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ଶିବମୋଗାରେ ପୋଡ଼ାଜଳା
ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାରେ ଜଣେ ୨୬ ବର୍ଷୀୟ ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ବିବାଦ ତୀବ୍ର ହୋଇଛି। ୨୬ ବର୍ଷୀୟ ହର୍ଷଙ୍କୁ ରବିବାର ସନ୍ଧ୍ୟାରେ ୪ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ!-->…
ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ସିବିଆଇ ତଦନ୍ତରେ ସାମିଲ
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ଶେଷରେ ସିବିଆଇ ତଦନ୍ତରେ ସାମିଲ ହୋଇଛନ୍ତି। ଆଜି ସେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ ଆରମ୍ଭ କରିଛନ୍ତି।ପୂର୍ବରୁ ମଧ୍ୟ ଏହି ୨୨,୮୪୨ କୋଟି!-->…
ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା
ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ୭୩ ବର୍ଷୀୟ!-->…