ସମ୍‌ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ଜାପାନ ନାଗରିକ

ଭୁବନେଶ୍ୱର : କୋଭିଡ୍‌ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି । କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍‌ ୧୯ ତାରିଖ ଦିନ ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତେବେ ସମ୍ପୂର୍ଣ୍ଣ…

ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ

ପୁରୀ: ସରିଲା ୨ବର୍ଷର ଅପେକ୍ଷା । ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ କଡ଼ାକଡ଼ି…

ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍‌

କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍‌ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି ଜାମିନ ମିଳିଥିବା ଜଣାପଡ଼ିଛି। ତେବେ ଗୋବିନ୍ଦଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି…

ଭୁବନେଶ୍ବରରୁ ଅପହରଣ ଶିଶୁ ରାଇରଙ୍ଗପୁରରୁ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ…

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ CTO, CTGST ପାରାଦୀପ, ପ୍ରକାଶ ଚନ୍ଦ୍ର ସାହୁ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ CTO, CTGST ପାରାଦୀପ, ପ୍ରକାଶ ଚନ୍ଦ୍ର ସାହୁ । ଜଣେ ଡିଲରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ପ୍ରଶାନ୍ତଙ୍କ ଘର…

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ନେତାମାନେ ବିଭିନ୍ନ ସମସ୍ୟା ଉପରେ ମାନସ ମନ୍ଥନ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବରିଷ୍ଠ ନେତାମାନେ ବୈଠକରେ ଯୋଗ ଦେଇଥିଲେ । ୨୦୨୪ ପାଇଁ…

୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଛି । ମୌସୁମୀ ବର୍ଷାରେ ଭିଜୁଛି ସାରା ଓଡିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର…

ଓଏନଜିସି ହେଲିକାପ୍ଟର ଦୁର୍ଘଟଣା , ଆଜି ପହଞ୍ଚିବ ମୃତ ଓଡ଼ିଆ ଯୁବକଙ୍କର ମରଶରୀର

ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯୁବକ ରହିଥିବା ଜଣାପଡିଛି । ସେ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ତାଙ୍କର ଗତବର୍ଷ ବାବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ…

ଥାନା ଆଗରେ ଆତ୍ମହୁତି ଘଟଣା, ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପୁଅ

ସାଲେପୁର: କଟକ ଜିଲ୍ଲାର କଟକସଦର ବ୍ଲକ ଅଧିନସ୍ତ କିଶନନଗର ଥାନାରେ ଗତ ତା ୨୩ରିଖ ଦିନ ଇସାଣି ବରମପୁର ପଞ୍ଚାୟତ ଅଧିନସ୍ତ ସାଇଁପରୁଆ ଗ୍ରାମର ଗୁଣନିଧି ବିଶୋଇ(୫୫) ବାରମ୍ବାର ଥାନା କୁ ଆସି ନ୍ୟାୟ ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳି ଥାନା ପରିସରରେ ଆତ୍ମହୁତି ଦେଇଥିଲେ ଚିକିତ୍ସାଧୀନ…

ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ହାଇକୋର୍ଟରେ ପହଞ୍ଚିଲା ହାତୀ ମୃତ୍ୟୁ ମାମଲା। ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା ରାଉତ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ହାତୀ ଶିକାରକୁ ରୋକିବା…