Sign in
Sign in
Recover your password.
A password will be e-mailed to you.
ଜୁଲାଇ ୧ରୁ ବଦଳିବ ଆୟକର ନିୟମ ; ପ୍ୟାନ-ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା, କ୍ରିପ୍ଟୋ ଉପରେ ଲାଗିବ ଆୟକର
ନୂଆଦିଲ୍ଲୀ : ଜୁଲାଇ ୧ ଅର୍ଥାତ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତ୍ତିତ ନିୟମ ଯୋଗୁଁ ଟିକସଦାତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ପ୍ୟାନ-ଆଧାର ଲିଙ୍କ କଲେ ୧୦୦୦ ଟଙ୍କା ଫାଇନ : ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ- ଆଧାର ଲିଙ୍କ୍!-->…
ଏଥିପାଇଁ ପତନ ହେଲା…ଉଦ୍ଧବଙ୍କୁ ରାଜ ଠାକରେଙ୍କ କଟାକ୍ଷ
ମୁମ୍ବାଇ : ଶିବସେନା ସଂପର୍କରେ ବିଗତ ଅନେକ ବର୍ଷ ଧରି ଚୁପ ରହିଥିବା ଏମଏନଏସ ମୁଖ୍ୟ ରାଜ ଠାକରେ ମୁହଁ ଖୋଲିଛନ୍ତି । ନିଜର ବଡ଼ ବାପାପୁଅ ଭାଇ ଉଦ୍ଧବ ଠାକରେଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି “ ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ!-->…
ଅଟୋ ସହ ଜଳିଗଲେ ୭ ଜଣ
ତିରୁପତି: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ଆଜି ଚଳନ୍ତା ଅଟୋ ଜଳିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଅଆଜି ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ । ଅଟୋରେ ମୋଯ ୮ ଜଣ ଥିଲେ। ତାଡ଼ିମାରି ପଞ୍ଚାୟତର!-->…
କହ୍ନେୟା ଲାଲ ହତ୍ୟାକାଣ୍ଡ: କର୍ଫ୍ୟୁ ସତ୍ତ୍ୱେ ବାହାରିଲା ବିଶାଳ ଶୋଭାଯାତ୍ରା
ଉଦୟପୁର: ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ ପ୍ରତିବାଦାରେ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଛନ୍ତି। ଗେରୁଆ ପତାକା ଧରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଭିନ୍ନ!-->…
ଭୂସ୍ଖଳନରେ ୭ ଯବାନ ସହିଦ, ୨୫ ନିଖୋଜ
ଇମ୍ଫାଲ: ମଣିପୁରରେ ଲଗାତର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲ୍ଲାର ତୁପୁଲ ୟାର୍ଡ ରେଲୱେ ଷ୍ଟେସନ କ୍ୟାମ୍ପ ନିକଟରେ ମୁତୟନ ଥିବା ୧୦୭ ବାଟାଲିୟନ ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ୨୫ ଜଣ ଯବାନ ଏବେବି ନିଖୋଜ ଅଛନ୍ତି।!-->…
ଦିନେ ଅଟୋ ଚଳାଉଥିଲେ, ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ଶିବସେନାର ନମ୍ବର ୨ କୁହାଯାଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଥାନେ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ସିନ୍ଦେ ବେଶ ପରିଚିତ। ୧୯୬୪ ମସିହା!-->…
ସମୀକରଣ ଓଲଟିଲା, ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାରେ ସହାୟତା କରିଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଫଡନାଭିସ ଓ!-->…
୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ
ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।
ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ!-->!-->!-->…
ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍
ଆନନ୍ଦପୁର: କେନ୍ଦୁଝର ଘଷିପୁରା ଥାନା ଧକୋଠା ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଏଟିଏମ୍ ଥିବା ବ୍ଲିଡିଂର ଲାଇନ୍ କାଟିବା ପରେ ଗ୍ୟାସ୍ କଟର ସାହାଯ୍ୟରେ ସଟର କାଟିବା ସହ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ।
!-->!-->…
ରଥଯାତ୍ରା ପାଇଁ ଆସିଲା ନୀତି ନିର୍ଘଣ୍ଟ
ପୁରୀ:ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ!-->…