କମିସନରେଟ୍‍ ପୁଲିସର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ରାଜଧାନୀରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ରହିଥିଲା। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ସେମାନଙ୍କ

ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି; ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍‌.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ଦଳର

୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ଓ ସାଧାରଣ ଜନତାଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏହି

ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡି ନିବାସୀର ବ୍ୟଙ୍ଗ କବି ସୀମାଞ୍ଚଳ ମହାରଣାଙ୍କ ଦ୍ଵାଦଶାହ ଶ୍ରାଦ୍ଧ ଦିବସ ସ୍ଥାନୀୟ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ

ଲାଞ୍ଚ ନେବା ବେଳେ ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା :ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ପେନସନ କାମ ପାଇଁ

ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ଅନିମା କହଁର ଖଜୁରୀପଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ

ଫୁଲବାଣୀ : ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ।ଠିକ ସେହିପରି ଅନିମା କହଁରଙ୍କୁ ମଧ୍ୟ ଚିହ୍ନିଚନ୍ତି ଖଜୁରିପଡା ପଞ୍ଚାୟତର ପଞ୍ଚାୟତବାସୀ।ବ୍ଲକ ଅଧ୍ୟକ୍ଷା ଥିବା ସମୟରେ କରିଥିବା ଅଞ୍ଚଳବାସୀଙ୍କ ସେବା ସାହାଯ୍ୟ ସହଯୋଗର ପ୍ରତି ବଦଳରେ ଆଜି ତାର ଫଳ ଦେଇଛନ୍ତି ପଂଚାୟତ ବାସୀ।

ଵୁଧବାର ଆରମ୍ଭ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ହିଞ୍ଜିଳିକାଟୁ (୨/୩) : ଫେବୃଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ

CMC ପାଇଁ ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ବର: କଟକ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା ହେଲେ କଂଗ୍ରେସର ମେୟର ପ୍ରାର୍ଥୀ । କଂଗ୍ରେସ ଭବନରେ ତାଙ୍କ ନାମରେ ଚୂଡ଼ାନ୍ତ ମୋହର ମାରିଲା କଂଗ୍ରେସ । ଏହାପୂର୍ବରୁ ପୌର ନିର୍ବାଚନ ନେଇ କଂଗ୍ରେସ ମାନସ ମନ୍ଥନ କରିଥିଲା । ବୁଧବାର କଂଗ୍ରେସର କୋର କମିଟି ବୈଠକ ବସିଥିଲା

କୋରୁକୋଣ୍ଡାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵସ୍ଥତା ଓ ପରିମଳ ସଚେତନା ଅଭିଯାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଗୁରୁକୋଣ୍ଡା ଗ୍ରାମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ ସ୍ଵସ୍ଥତା ଓ ପରିମଳ ସଚେତନା ରାଲ୍ଲୀ ସ୍ଥାନୀୟ ସ୍କୁଲ ପିଲା ଙ୍କୁ ନେଇ ଆୟୋଜିତ ହୋଇ ଯାଇଛି । ଗ୍ରାମରେ ବିଭିନ୍ନ ନଳକୂପ ପାରିପାର୍ଶ୍ବିକ ଓ ରାସ୍ତାକୁ

ୟୁକ୍ରେନରୁ ଫେରିଲେ ବରଗଡ଼ର ଡାକ୍ତରୀ ଛାତ୍ର ଅନୁପମ କର

ବରଗଡ଼: ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବାବେଳେ ଏବେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ଼ ତଲିପଡା ବାସିନ୍ଦା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି