ବାଲିମେଳା ନଗରର ପ୍ରଥମ କୋଭିଡ ମୃତ୍ୟୁକୁ ପୂରିବ ୨ବର୍ଷ, ସହାୟତା ରାଶିରୁ ବଞ୍ଚିତ ହିତାଧିକାରୀଙ୍କ ପରିବାର

ବାଲିମେଳା (୨୭/୦୬) : କୋରୋନା ମହାମାରୀର ଅଭିଶାପରେ ଯେତେବେଳେ ଅଭିଶପ୍ତ ଥିଲା ସମ୍ପୂର୍ଣ୍ଣ ଦେଶ,ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ଚେଷ୍ଟା କରୁଥିଲେ ହଜାର ହଜାର ରୋଗୀ ସେଭଳି ଏକ ଘଡିସନ୍ଧୀ ମୁହୂର୍ତ୍ତରେ କାଳର କରାଳ ଦୃଶ୍ୟ ସହ ଯୁଝି ଯୁଝି ଶେଷରେ ହାରି ଯାଇଥିଲେ ଦାଉଦ୍ ଖରା । ୭୩ ବର୍ଷୀୟ…

ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଦ୍ୟୁତ ଦେୟ !

ମାଲକାନଗିରି (୨୭।୬) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମ ପଞ୍ଚାୟତ ସଦର ପୋଟ୍ରେଲ ଗ୍ରାମର ଗଙ୍ଗା ମାଢି ପୂର୍ବରୁ ସରକାରଙ୍କ ବିପିଏଲ ଯୋଜନାରେ ନିଜଘର ପାଇଁ ବିଦ୍ୟୁତ ସଂଯୋଗ ଆଣିଥିଲେ । ସେହି ସମୟରେ ବିଦ୍ୟୁତ ଦେୟ ଦେବାକୁ ପଡୁ ନଥିବା କାରଣରୁ ଦେୟ ବାନ୍ଧିବାକୁ…

ଲୋକଙ୍କ ଉଦ୍ୟମରେ ବାଉଁଶ ନଳାରେ ଗାଁକୁ ଆସିଲା ଝରଣାପାଣି

ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ବହୁ ଯୋଜନା ସହିତ ବହୁ ବ୍ୟୟ ଅଟକଳ କରିଛନ୍ତି। ହେଲେ ଆଜିବି ଅନେକ ଉପାନ୍ତ ଅଞ୍ଚଳ ରହିଛି, ସେହି ଅଞ୍ଚଳ ବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତ ସପନ ହୋଇ ରହିଛି। ଯାହାକି କନ୍ଧମାଳ ଜିଲ୍ଲା…

ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ

ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବଙ୍କ ଗୋଟିଏ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ଏହି ଗସ୍ତରେ ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବନବିଭାଗ ଏସିଏଫ…

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ନେଇ ଛତ୍ରପୁର କଂଗ୍ରେସର ସତ୍ୟାଗ୍ରହ

ଛତ୍ରପୁର : କେନ୍ଦ୍ର ବିଜେପି ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିଖିଳ ଉତ୍କଳ ଭାରତ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ଡାକରାରେ ,ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ସତ୍ଯାଗ୍ରହ ଆନ୍ଦୋଳନ…

୫-ଟି ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୨ଟି ସ୍ଥାନରେ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ଓ ଡିଜିଟାଲ ବିକାଶ ପ୍ରଶିକ୍ଷଣ ଶିବିରରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ…

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧ କରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି।ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲପାଳ କାର୍ଯ୍ୟାଳୟ ସମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପ୍ରଯ୍ୟନ୍ତ ସତ୍ୟାଗ୍ରହ କରାଯାଇଥିଲା…

ଭାରତୀୟ ଜନ ସଂଘର ପୂର୍ବତନ ସଭାପତି ନନ୍ଦକିଶୋର ସାହୁଙ୍କ ପରଲୋକ

ବ୍ରହ୍ମପୁର : ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାହୁ ୭୮ ବର୍ଷ ବୟସରେ ଆଜି ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତ ସାହୁ ଜଣେ ମିଷ୍ଠଭାସୀ, ପରୋପକାରୀ,…

ବିଜୟରୁ ନିଜର ଅଧିନାୟକ କ୍ୟାରିୟର ଆରମ୍ଭ କଲେ ପାଣ୍ଡ୍ୟା, ୭ ୱିକେଟରେ ହାରିଲା ଆୟର୍ଲ୍ୟାଣ୍ଡ

ଡବଲିନ: ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର କମାଣ ସମ୍ଭାଳିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଜୟରୁ ନିଜର କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏଠାରେ ଖେଳା ଯାଉଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୭ ୱିକେଟରେ ଜିତି ନେଇଛି। ଏଥିସହ ୨…

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ…