Sign in
Sign in
Recover your password.
A password will be e-mailed to you.
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ!-->…
୪୮ ଘଣ୍ଟା ଭିତରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା
ଭୁୁବନେଶ୍ୱର: ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ଓଡିଶା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଟ୍ୱିଟ କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ନାଲଗୋଣ୍ଡା, ମଛଲିପାଟନମ ଆଦି ଅଞ୍ଚଳକୁ ମୌସୁମୀ ଛୁଇଁନି । ତେବେ ପରିସ୍ଥିତି ଅନୁକୂଳ!-->…
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ଯୁବକ
ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ ବୋଲି ଜଣାପଡିଛି । ସ୍ମୃତିରଞ୍ଜନ ଚାରି ଜଣ ସାଙ୍ଗଙ୍କ!-->…
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର ୧୫/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ବିଧିବଦ୍ଧ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍!-->…
ଆଜିଠାରୁ ପୂଜା ପାଉଛନ୍ତି ପଟିଦିଅଁ
ପୁରୀ: ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ!-->…
ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ପୁରୀ:ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
!-->!-->!-->…
ଉତ୍କଳୀୟ ପରମ୍ପରାରେ ଗଣପର୍ବ ରଜ ଓ ବ୍ୟାସକବି ଫକୀରମୋହନଙ୍କ ପୂଣ୍ୟ ତିଥି
ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ଆନୁକୂଲ୍ୟ ରେ, ଓଡିଶା଼ର ଗଣ ପର୍ବ ପବିତ୍ର ରଜ ସଂକ୍ରାନ୍ତି ଓ ଫକୀରମୋହନ ଶ୍ରାଦ୍ଧ ଦିବସ ପାଳିତ ହୋଇଛି | ଆୟୋଜିତ ଏକ ଆଲୋଚନା ସଭାରେ, ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ, ଓଡିଶା ସାହିତ୍ୟ ଏକାଡେମୀ!-->…
ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର
ଫୁଲବାଣୀ:-କନ୍ଧମାଳ ଜିଲ୍ଲା କ ନୁଆଗାଁ ବ୍ଳକ୍ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ସତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର। ତାଙ୍କର ଉଦ୍ୟମରେ ସାରଂଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ!-->!-->!-->…
ଆଇପିଏଲ୍ ପ୍ରସାରଣ ମୂଲ୍ୟ ୪୮,୯୩୦ କୋଟି: ବିଶ୍ବର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କ୍ରୀଡ଼ା ଲିଗ୍
ମୁମ୍ବାଇ: ୨୦୨୩ରୁ ୨୦୨୭ ମସିହା ପର୍ଯ୍ୟନ୍ତ ୫ ବର୍ଷୀୟା ଚକ୍ର ଲାଗି ଆଇପିଏଲ୍ ପ୍ରସାରଣ ଅଧିକାର ଅବିଶ୍ବସନୀୟ ଭାବେ ୪୮,୯୩୦ କୋଟି ଟଙ୍କାରେ ବିକ୍ରି ହୋଇଛି। ପୂର୍ବ ପ୍ରସାରଣ ଅଧିକାର (୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ) ଦର (୧୬୩୪୭.୫୦ କୋଟି)ର ଏହା ପାଖାପାଖି ୩ ଗୁଣ। କୌଣସି କ୍ରିକେଟ୍!-->…
ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ‘ସ୍କାଏ ଆଇ’ ଦୂରବୀକ୍ଷଣ: ଚୀନ୍
ନୂଆଦିଲ୍ଲୀ: ପ୍ରକାଣ୍ଡ ‘ସ୍କାଇ ଆଇ’ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ବୋଲି ରାଷ୍ଟ୍ରାୟତ ‘ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି ଡେଲି’ ରିପୋର୍ଟ କରିଛି। କିନ୍ତୁ, ପରେ ଉକ୍ତ ରିପୋର୍ଟ ଓ ପୋଷ୍ଟ୍ଗୁଡ଼ିକୁ ଡିଲିଟ୍ କରିଦେଇ ଥିବା ପରି!-->…