ଥୋମାସ କପ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି। ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ…

ନୂପୁରଙ୍କ ଜିଭ କାଟି ଆଣିଲେ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାକୁ ନେଇ ଲଗାତର ବିବାଦ ବଢ଼ିବାରେ ଲାଗିଛି। ଚାରିଆଡେ ଏହାକୁ ଜୋରଦାର ବିରୋଧ କରାଯାଉଛି। ଏହାରି ଭିତରେ ନୂପୁର ଜିଭ କାଟି ଆଣିଲେ ଏକ କୋଟି ଟଙ୍କା…

ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

ପୁରୀ: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଅଧିକ ଭିଡ଼ ଆଶଙ୍କା…

ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହି ବିଷକୁ ବ୍ୟାପିବାରୁ ରୋକିବା ଉଚିତ୍ : ନସିରୁଦ୍ଦିନ ଶାହା

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ…

ଅପରାଧ ଯୋଜନା ଫେଲ୍‌; ୩ ଅଭିଯୁକ୍ତଙ୍କୁ ଗିରଫ କଲା ଜଟଣୀ ପୁଲିସ

ଭୁବନେଶ୍ବର: ବଡ଼ଧରଣର ଅପରାଧ ଘଟାଇବା ପାଇଁ ‌ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଜଟଣୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ ଜଣ ଅଭିଯୁକ୍ତ। ଗିରଫ ଅଭିଯୁକ୍ତମାନେ ହେଲେ ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ (୨୭), ଦୀପୁ ଓରଫ ଦୀପ୍ତିନାରାୟଣ ଜେନା (୨୪) ଓ ସୁନ୍ଦର ମାର୍ଥା। ପୁଲିସ ଅଭିଯୁକ୍ତମାନଙ୍କ…

ବାଲେଶ୍ଵର ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ

ବାଲେଶ୍ଵର: ଚାନ୍ଦିପୁର ଅଞ୍ଚଳ ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ । ସେମାନଙ୍କ ନିକଟରୁ ୧୧ଟି ମୋବାଇଲ, ୪ଟି ବାଇକ ଓ ଛୁରୀ ଜବତ କରିଛି ପୋଲିସ । ତେବେ ବାଲେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଥିବାବେଳେ ପୋଲିସ ପାଟ୍ରୋଲିଂ ଉପରେ ଗୁରୁତ୍ବ…

ଲୋକସଭା ଉପନିର୍ବାଚନରେ ‘ନୋଟା’ ବଟନ୍ ଦବାଇବେ କଂଗ୍ରେସ ଓ ବିଏସପି କର୍ମୀ

ଲଖନଉ: ଉତ୍ତରପ୍ରଦେଶର ରାମପୁର ଲୋକସଭା ଉପନିର୍ବାଚନରେ ପ୍ରାର୍ଥୀ ଦେଇନାହାନ୍ତି ବହୁଜନ ସମାଜ ପାର୍ଟି ଓ କଂଗ୍ରେସ | ଆଉ ସେଥିପାଇଁ କଂଗ୍ରେସ ଏବଂ ବିଏସପି କର୍ମୀମାନେ ଜୁନ୍ ୨୩ରେ ରାମପୁର ଲୋକସଭା ଉପ-ନିର୍ବାଚନରେ ​​ଭୋଟ୍ ସମୟରେ ନୋଟା ବଟନ୍ ଦବାଇବାକୁ ନିଷ୍ପତ୍ତି ନେଇଛନ୍ତି | କଂଗ୍ରେସ…

ଦୁଇ ସାଇବର ଠକ ଗିରଫ, ଆକାଉଣ୍ଟରୁ ଠକି ନେଇଥିଲେ ୧୧ ଲକ୍ଷ ଟଙ୍କା

କଟକ : ଧରାପଡିଲେ ଦୁଇ ସାଇବର ଠକ । ଲୋନ୍ କରାଇଦେବା ବାହାନାରେ ଠକେଇ କରୁଥିଲେ । କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦୀନ ଏବଂ ମହମ୍ମଦ ଅଫତାବ ଉଦ୍ଦୀନ । ମାର୍ଚ୍ଚ…

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର

ନୂଆଦିଲ୍ଲୀ: ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ…

ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା। ଡାକ୍ତର ଟିମ୍‌ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ହାତୀର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି PCCF ଶଶି ପଲ୍‌। ହାତୀ ଦେହରେ ଥିବା କ୍ଷତ ୧୫ ଦିନ ତଳର ହୋଇଥିବା…