୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି…

ଗଧିଆଙ୍କ ଗହଳିରେ ନୁପୁରଙ୍କୁ ଏକାକୀ ଛାଡ଼ିଦେବା ଉଚିତ ନୁହେଁ: ଉମାଭାରତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୁର ଶର୍ମାଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ଉମାଭାରତୀ | ଉମା ନୁପୁରଙ୍କ ସମର୍ଥନରେ ବାହାରିଥିବାବେଳେ ସେ କହିଛନ୍ତି ଯେ ତାଙ୍କ ବୟାନ ପାଇଁ ଦଳ ତାଙ୍କ ବିରୋଧରେ ସଠିକ୍…

କୂଅରେ ପଡ଼ିଲା କଲରାପତରିଆ ବାଘ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ସମ୍ବଲପୁର: କୂଅରେ ପଡ଼ିଲା କଲରାପତରିଆ ବାଘ । ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ସାନହିଣ୍ଡୋଲ ଘାଟି ନିକଟ ଖୋଲା କୂଅରେ କଲରାପତରିଆ ବାଘଟି ପଡ଼ିଯାଇଥିଲା । କୂଅରେ ପାଖାପାଖି ୬ଫୁଟ ପାଣି ଥିବା ବେଳେ ବାଘଟି ସେଥିରେ ଫସିରହିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ…

କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ଵର: କୁଆଖାଇ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମିକ ବ୍ଲାକମେଲିଂ କରିବାରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ, ଭୁବନେଶ୍ଵର ନିକୋ ପାର୍କରେ ରହୁଥିବା ଜଣେ ଯୁବତୀ ଆଜି…

ଘର ପାଇଁ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଘର ପାଇଁ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପୁଣିଥରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସରକାରୀ ଯୋଜନାରେ ଜାଗା ଓ ଘର ପାଇବା ପାଇଁ ଗୁହାରୀ କରି ଆସୁଥିବା ସତ୍ତ୍ୱେ କେହି ଶୁଣୁ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି…

କୁନି ଝିଅ ‘ପୁନ୍ୟା’କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ 'ପୁନ୍ୟା'କୁ ମିଳିଛି ପରିଚୟ। ଆଉ ତା'କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ…

ମହାନଦୀରେ ଫସିଛନ୍ତି ଦୁଇଟି ହାତୀ

ବାଙ୍କୀ : ମହାନଦୀରେ ଫସିଛନ୍ତି ଦୁଇ ହାତୀ । ଆଠଗଡ଼ ସୁକସେନ ଜଙ୍ଗଲରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବା ବେଳେ ଦୁଇଟି ହାତୀ ଅଟକି ରହିଛନ୍ତି । ସକାଳ ହୋଇଯିବାରୁ ଲୋକଙ୍କ ଗହଳି ଦେଖି ଜଙ୍ଗଲକୁ ନଯାଇ ଭଗିପୁର ନିକଟ ମହାନଦୀ ପଠାରେ ଫସିଛନ୍ତି ୨ ହାତୀ । ହାତୀ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଖୋର୍ଦ୍ଧା: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ ଚକାପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ବାପା ହେଲେ ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ। ସୂଚନାନୁଯାୟୀ,…

ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଦୀର୍ଘ ଦିନ ହେବ ପ୍ରଚାର ହୋଇ ଆସୁଛି । ହେଲେ ତାହା ବାସ୍ତବତାରେ ପରିଣତ ହେବା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି । ତେବେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରେଳ ଷ୍ଟେସନର ବିକାଶ ନେଇ ଆଶା ଜନ୍ମିଛି । ପ୍ରାଥମିକ…

ମାସ୍କ ପିନ୍ଧିବାକୁ ମନା କରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଅ; ନିର୍ଦ୍ଦେଶନାମା ଜାରିକଲେ ବିମାନ ଚଳାଚଳ ନିୟାମକ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଏକ ନିର୍ଦ୍ଦେଶନାମା ଜାରିକରି କହିଛନ୍ତି ଯେ ବିମାନବନ୍ଦର ଏବଂ ବିମାନରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ମନା କରୁଥିବା ଯାତ୍ରୀମାନଙ୍କୁ ଉଡ଼ାଣ ଭରିବା ପୂର୍ବରୁ ବିମାନରୁ ଓହ୍ଲାଇ…