Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୫୦ ରୁ ଅଧିକ ଶ୍ରୀମନ୍ଦିର ସେବାୟତ
ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ୫୦ ରୁ ଅଧିକ ସେବାୟତ ଶୁକ୍ରବାର ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଖବର ଅନୁଯାୟୀ, ସମସ୍ତ ସେବାୟତମାନେ ତାଙ୍କ ବାସଭବନରେ ନବୀନ ନିୱାସରେ ଓଡିଶା!-->…
‘ମଙ୍କିପକ୍ସ’ ପରୀକ୍ଷା ଲାଗି ୫ ବର୍ଷୀୟ ଉତ୍ତର ପ୍ରଦେଶ ବାଳିକାର ନମୁନା ସଂଗୃହୀତ ହୋଇଛି: ସରକାରୀ ଅଧିକାରୀ
ଗାଜିଆବାଦ: ‘ମଙ୍କିପକ୍ସ’ ପରୀକ୍ଷା ନିମନ୍ତେ ଜଣେ ୫ ବର୍ଷୀୟ ବାଳିକାର ନମୁନା ସଂଗ୍ରହ କରାଯାଇଛି ବୋଲି ଗାଜିଆବାଦର ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି। ଦେହ କୁଣ୍ଡେଇ ହୋଇ ଘା’ ହୋଇଯାଉଥିବା କଥା ଝିଅଟି କହିବାରୁ ସତର୍କତାମୂଳକ!-->…
ସର୍ବସାଧାରଣ ସ୍ଥାନରେ ମାସ୍କ୍ ପିନ୍ଧିବାକୁ ଆଦେଶ ଦେଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ: କୋଭିଡ୍-୧୯ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି।ବଢ଼ି ଚାଲୁଥିବା କୋଭିଡ୍ ସଂକ୍ରମଣ ମାମଲା!-->…
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ…
ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।ଜଷ୍ଟିସ ଏଲ୍. ନାଗେଶ୍ୱର!-->…
ରାଜଧାନୀରେ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ, କାରଣ ଦର୍ଶାଅ ନୋଟିସ୍ ଜାରି
ଭୁବନେଶ୍ୱର: ମଦ ଆସରକୁ ନାଚଗୀତରେ ମସଗୁଲ ନିଶାଡ଼ି । ନିୟମ ବେଖାତିର କରି ବିଳମ୍ବିତ ରାତିରେ ଚାଲିଥିଲା ବାର୍ । ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ!-->…
ଜ୍ଞାନବାପୀ ମସ୍ଜିଦରେ ପୂଜାପାଠ ପ୍ରସଙ୍ଗ : ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଶିଷ୍ୟ ସ୍ୱାମୀ…
ଲକ୍ଷ୍ନୌ: ଦେଶରେ ଥମୁନି ଜ୍ଞାନବାପୀ ମସଜିଦକୁ ନେଇ ଚର୍ଚ୍ଚା। ମସଜିଦ ଭିତରେ ଶିବଲିଙ୍ଗ ଥିବା କହି ହିନ୍ଦୁ ପକ୍ଷ ପୂଜା କରିବାକୁ ଅଡି ବସିଛନ୍ତି। ସେପଟେ ମୁସଲିମ ପକ୍ଷ ଏହାକୁ ବିରୋଧ ଜାରି ରାଖିଛନ୍ତି। ଦିନକୁ ଦିନ ଏହି ବିବାଦ ଘନେଇବାରେ ଲାଗିଛି। ଏହାରି ଭିତରେ ମସଜିଦ ଭିତରେ ପୂଜା ପାଠ!-->…
କଟକରୁ ୨୬ ଲକ୍ଷର ୫ଶହ ଟଙ୍କିଆ ନୋଟ୍ ଜବତ
କଟକ: ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଏହି ଟଙ୍କା ସେ' କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇନପାରିବାରୁ ପୁଲିସ ଟଙ୍କା ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେବେ ଏହି ଟଙ୍କା ପଛରେ ଜିଏସ୍ଟି ଠକେଇ ର୍ୟାକେଟ୍ ଥାଇପାରେ!-->…
ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
ଭୁବନେଶ୍ବରଁ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁନ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଖାତାଦେଖା ଶେଷ ହୋଇ ଅନ୍ୟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ତେବେ କରୋନା ମହାମାରୀ ଯୋଗୁ!-->!-->!-->…
କରୋନା ସଂକ୍ରମଣ ବଢୁଛି, ୫ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପୁଣି ବଢ଼ିଲା କରୋନା ସଂକ୍ରମଣ। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ!-->…
ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ!-->…