ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରିରେ ଚାରି ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ଶପଥ ପାଠ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ମାଲକାନଗିରି : ଜିଲ୍ଲାରେ ବାଲ୍ୟବିବାହକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ 50 ଦିନିଆ କାର୍ଯ୍ୟକ୍ରମ ତା 29.03.2022 ରିଖ ଠାରୁ ଆରମ୍ଭ ହୋଇଯାଇଅଛି । ଏହି 50 ଦିନିଆ…

ଚିତ୍ରକୋଣ୍ଡା ଏସ. ଡ଼ି .ପି.ଓ ଙ୍କ ଦ୍ଵାରା ଅଭିନଵ ପ୍ରୟାସ…

ଚିତ୍ରକୋଣ୍ଡା:-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଜଙ୍ଗଲକୁ ଶିକାର କରିବା ଉଦ୍ଦେଶ୍ୟରେ କାଲିମେଳା ଗମ୍ପାକୋଣ୍ଡା ଅଂଚଳରୁ ସିଲେରୁ ଦେଇ ଆସୁଥିଲେ ୧୫୦ ରୁ ଉର୍ଦ୍ଧ୍ବ ଆଦିବାସୀ l ସେମାନଙ୍କ ହାତରେ ଥିଲା ବିଭିନ୍ନ ଅସ୍ତ୍ର ଶସ୍ତ୍ର l ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ…

କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦ୍‌ଘାଟିତ

କନ୍ଧମାଳ : ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ…

ଚିକିଟି ବ୍ଲକର ୯ ଗୋଟି ୫ଟି ରୂପାନ୍ତରିତ ବିଦ୍ୟାଳୟ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଚିକିଟି : ଶିକ୍ଷା ବ୍ୟବସ୍ଥା ର ଉନ୍ନତି ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି କ୍ରମରେ ସ୍କୁଲ ମାନଙ୍କୁ ୫ଟି ରେ ରୂପାନ୍ତରିତ କରାଯାଇ ଇ-ପାଠାଗାର,ସ୍ମାର୍ଟ ଶ୍ରେଣୀଗୃହ,ଆଧୁନିକ ବିଜ୍ଞାନା…

କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

ବାଲିଗୁଡା// ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି…

ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୩/୬ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସକୁଆ ଓ ବ୍ରାହାସାଲକା ଗ୍ରାମରେ ଆଜି ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ଭ୍ରମରବାଡ଼ି ପଞ୍ଚାୟତର ଅନେକ ଗ୍ରାମକୁ ଗମନାଗମନ…

ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ସେବା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ଖଲିଆପାଲି ଶୈବ ପିଠ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ…

ଖଇରପୁଟରେ BSF ତରଫରୁ ସଚେତନତା ଶିବିର ଓ ଭଲିବଲ ମ୍ୟାଚ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘଟ ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ଠାରେ bsf 151 ବାଟାଲିୟନ f coy ଖଇରପୁଟ ଦ୍ଵାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ରଞ୍ଜିତ ନାୟକ ଙ୍କ ସମେତ ୧୦ ଜଣ…

ଜାଗୃତି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇଁ ସଚେତନ କର୍ମଶାଳା

ଦାରିଙ୍ଗବାଡ଼ି, (୦୩/୦୬) : ଦାରିଙ୍ଗବାଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଜାଗୃତି" ପକ୍ଷରୁ ନୂତନ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ସ୍ୱାସ୍ଥ୍ୟ ତଥା ସାମାଜିକ ସମସ୍ୟାକୁ ଉପରେ ଏକ ଆଲୋଚନା ଚକ୍ର ଗୁରୁବାର ଦିନ ଜାଗୃତି ପରିସରରେ…

ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ତରଫରୁ ଵିଶ୍ବ ସାଇକେଲ ଦିବସ ପାଳନ

ହିଞ୍ଜିଳିକାଟୁ (୩।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଶୁକ୍ରବାର ବିଶ୍ବ ସାଇକେଲ ଦିବସ ପାଳନ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ…