Sign in
Sign in
Recover your password.
A password will be e-mailed to you.
ରେକର୍ଡ଼ ଭୋଟରେ ଉପନିର୍ବାଚନ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଉପନିର୍ବାଚନ ବାଜିମାରିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଶୁକ୍ରବାର ଚମ୍ପୱାଟ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳରେ କଂଗ୍ରେସର ନିର୍ମଳା ଗାହତୋରିଙ୍କୁ ୫୫,୦୦୦ ହଜାର ଭୋଟ୍ରେ ପରାସ୍ତ କରିଛନ୍ତି ଧାମି । ଏହି ବିଜୟ ସହ ସେ ତାଙ୍କ!-->…
ଭିଜିଲାନ୍ସ ଜାଲରେ ଅନୁ ସଚିବ, ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁସଚିବ । ଲାଞ୍ଚ ନେଇ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଏକ କାର୍ଯ୍ୟ କରିବା ବଦଳରେ ଲାଞ୍ଚ ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଅଭିଯୋଗ ପାଇ ପୂର୍ବ ସୂଚନା ମୁତାବକ ଜଗି!-->…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ଵର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ ଟ୍ୟାଲେଣ୍ଟର ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ!-->…
ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କଲେ ଅନୁଭବ
କଟକ: କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି। କ୍ୟାସ ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଟଙ୍କା ଜମା କରିଥିବା ନେଇ ଅବଗତ କରାଇଛନ୍ତି। ବ୍ୟାଙ୍କ ଜମାର ରସିଦ!-->…
ମତେ ଭରସା କରିଥିବାରୁ ମୁଁ ଋଣି: ଅଳକା ମହାନ୍ତି
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବାଜିମାତ କରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୋ ଉପରେ ଭରସା କରିଥିବାରୁ ସମସ୍ତଙ୍କଠାରେ ମୁଁ ଋଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞ ।!-->…
ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ : ୩ ଲୁଟେରା ଗିରଫ
ଭୁବନେଶ୍ବର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ୩ ଆନ୍ତରାଜ୍ୟ ଲୁଟେରା ଗିରଫ । ୩ ଜଣକୁ ଜିଆରପିର ମିଳିତ ସହଯୋଗରେ ଗିରଫ କଲା ଆରପିଏଫ । ସେମାନଙ୍କ ନିକଟରୁ ଲାପଟପ, ବ୍ଲେଡ଼ ଓ ନଗଦ ଟଙ୍କା ଜବତ ହୋଇଛି । ୩ ଅଭିଯୁକ୍ତଙ୍କ ଘର କୋଲକତା ମାଲଦା ଅଞ୍ଚଳରେ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି ।
!-->!-->!-->…
ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହାରି ମଧ୍ୟରେ ଲୋକଙ୍କ ପାଇଁ ଆସିଛି ଏକ ଅଶ୍ୱସ୍ତିକର ଖବର ଆସିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୪ ତାରିଖ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢ଼େଙ୍କାନାଳ,!-->…
ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ମାମଲା: ଫେସବୁକ୍କୁ ତଥ୍ୟ ମାଗିଲା ପୁଲିସ
କଟକ: ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ଦେବା ଅଭିଯୋଗ ମାମଲାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୁଲିସ। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ନାମକ ଏକ ଫେସବୁକ ଆକାଉଣ୍ଟରୁ ବିଭିନ୍ନ ଅସମ୍ମାନ ଜନକ ଟୀପଣି ଦିଆଯାଉଥିବା ନେଇ ସାଇବର ଥାନାରେ!-->…
୩ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ
ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ୩ ବିଜେଡି ପ୍ରାର୍ଥୀ। ସୁଲତା ଦେଓ, ମାନସ ମଙ୍ଗରାଜ ଓ ସଶ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ୧୧ ଟାରୁ ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି ରହିଥିଲା । ଅବଧି ସମୟ ଶେଷ ହେବା!-->…
ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ!-->…