ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି, ୨୭ କମ୍ପାନୀ ସହ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି । କୋଲକାତାରେ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା । ୨୭ ଟି ବଡ଼ କଂପାନୀ ସହ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ କରିଛନ୍ତି

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା କାର୍ ଓ ଅଟୋ, ଜଣେ ଜୀବନ୍ତ ଦଗ୍ଧ

କନ୍ଧମାଳ : ମୁହାଁମୁହିଁ ଧକ୍କା ପରେ ଜଳିଗଲା କାର୍ ଓ ଅଟୋ । ଜଣେ ଜୀବନ୍ତ ଦଗ୍ଧ । ଫୁଲବାଣୀ ସଦର ଥାନା ଆଇଟିଆଇ ନିକଟରେ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାରେ ହୁହୁ ହୋଇ ଜଳିଲା କାର ଓ ଅଟୋ । ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ

ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଆଧୁନିକ ରୋଷେଇ ଘର ଉଦଘାଟିତ

ଭୁବନେଶ୍ବର: ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜିଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଏହା ପାଳନ ହେବ । ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ‘ପାଳନା’

ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ବୈଠକ ଓ ବନ୍ଧୁମିଳନ

ନୟାଗଡ଼,୧୮/୧(ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟଗଡ଼ ନିକଟସ୍ଥ ଅନନ୍ତ ଗୁମ୍ଫା ପରିସରରେ କଳାକାର ମହାସଂଘର ବୈଠକ ଓ

ଉପରମୁହାଁ ପାରଦ, ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ଆକଳନ କରିଛି ବୋଲି ପାଣିପାଗ ବିଭାଗ । ହେଲେ କୁହୁଡି

ଜାନୁଆରୀ ୩୧ରେ ଛତିଶଗଡ଼ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଭୁବନେଶ୍ବର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର ।

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ଉପସଭାପତି

ରଙ୍ଗଣୀ ପାଟଣା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀ ପାଟଣା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଛି ।ସମବାୟ ସମିତି ସଭାପତି ସନ୍ତୋଷ କୁମାର ସାହୁ ସମସ୍ତ ଡାଇରେକ୍ଟର ମାନଙ୍କ ସହିତ ସରପଂଚ ସସ୍ମିତା ପାତ୍ର ଏବଂ ରଙ୍ଗଣୀ ପାଟଣା ସମବାୟ ସମିତି ସଂଲଗ୍ନ ଗ୍ରାମଗୁଡିକର ଅନେକ ଚାଷୀ ଉପସ୍ଥିତ

ନିର୍ବାଚନ ବେଳେ ନେତାଙ୍କ ପାଇଁ ଭୋଟ କରେଇ ମାଡ଼ ଖାଇ ଶେଷରେ ଜେଲ ଗଲେ ଯୁବକ…..!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଗତ ଗୁରୁବାର ଦିନ ଆସିକା ବିଧାୟକଙ୍କ ଗୃହ ସମ୍ମୁଖରେ ଜଣେ ଯୁବକ କୌଣସି କାରଣକୁ ନେଇ ପାଟି ତୁଣ୍ଡ କରି ନିର୍ଧୁମ ଛେଚାଖାଇ ଶେଷରେ ଜେଲ ଯାଇଥିବା ନେଇ ସହର ରେ ଚର୍ଚ୍ଚା ର ବିଷୟ ପାଲଟିଛି।

କୋରାପୁଟ ଜିଲ୍ଲାରେ ପେସା (PESA) ଆଇନ ଏବଂ ଜନଜାତି ବିକାଶ ଉପରେ ଏକଦିବସୀୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର…

କୋରାପୁଟ: 17/0126--- କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦଭାବନା ସଭାଗୃହଠାରେ ପେସା (Panchayats Extension to Scheduled Areas Act, 1996) ଆଇନ ଏବଂ ଜନଜାତିଙ୍କ ସାମଗ୍ରିକ ବିକାଶ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ