Sign in
Sign in
Recover your password.
A password will be e-mailed to you.
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନାହିଁ କ୍ଲାସରୁମ୍ ! କୁଳପତିଙ୍କ ଅଫିସ ଆଗରେ ବସି ପଢିଲେ ଛାତ୍ରଛାତ୍ରୀ
କଟକ : କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଶ୍ରେଣୀଗୃହର ଛାତ ସିଲିଂ ଭାଙ୍ଗିଯାଇଛି । ୨୦ ଦିନ ହେବ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଠିକ୍ କରାଯାଉନାହିଁ । କ୍ଲାସରୁମ୍ ଅସୁରକ୍ଷିତ!-->…
ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା କରିଥିବା କହିଲେ ପରିବାର ଲୋକେ
ଭୁବନେଶ୍ୱର : ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ!-->…
ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ପାଇଁ ଜିଲ୍ଲା ସ୍ଵମନ୍ନୟ କମିଟିର ବୈଠକ
ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ କୁଷ୍ଠ ରୋଗ ନିରାକରଣ ଓ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ ଜିଲ୍ଲା ଗଠନ ପାଇଁ ଆଗାମୀ ୧୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହେବ। ସୂଚନାପ୍ରକାରେ ଏହାର ସଫଳ କାର୍ଯ୍ୟାନ୍ବୟନ ନିମନ୍ତେ ଗତକାଲି ସନ୍ଧ୍ୟା ୬.୩୦ ରେ ନବରଙ୍ଗପୁର ର ଅଶୋକ!-->…
OSSC ଅଫିସ ଘେରିଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ, ରେଜଲ୍ଟ ବାହାର କରି ତୁରନ୍ତ ନିଯୁକ୍ତି ଦାବି
ଭୁବନେଶ୍ବର : ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ହଜାର!-->…
ହାଇୱା ଧକ୍କାରେ ଛାତ୍ର ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ
ଯାଜପୁର: ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ପାଖର ରାସ୍ତାର ତେଲୋର ନିକଟରେ । ମୃତ ଛାତ୍ର ଜଣକ!-->…
ସର୍ଭର ଡାଉନ: RI ଅମିନ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ
ଭୁବନେଶ୍ୱର : ଆଜି ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ । ଫଳରେ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାଁନ୍ତି ଆଶାୟୀ । ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏଭଳି ବିଭ୍ରାଟ ଦେଖାଦେଇଛି । ପ୍ରଥମ ସିଟିଂ ଆରମ୍ଭ ହେବା!-->…
ଘାଟିରେ ଜଳିଗଲା ବସ୍, ବର୍ତ୍ତିଲେ ଯାତ୍ରୀ
ସେମିଳିଗୁଡା: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ସାଲୁର୍ ଘାଟିରେ ଗୁରୁବାର ସକାଳେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ବସ ନିଆଁ ଲାଗି ଜଳିଯାଇଛି। ତେବେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇଯିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଉଭୟ ରାଜ୍ୟ ପାର୍ଶରୁ ଆସୁଥିବା ସମସ୍ତ!-->…
ଲଡୁବାବାଙ୍କ କୈଳାସପର୍ବତ ଉତ୍ପାଟନ ବେଶ…
ନୟାଗଡ଼: ନୟାଗଡ଼ ଜିଲା ପ୍ରସିଦ୍ଧ ଶୈବପୀଠ ଶରଣକୁଳର ପ୍ରଭୁ ଲଡ଼ୁବାବା ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଦୁର୍ଲଭ କୈଳାସ ପର୍ବତ ଉତ୍ପାଟନ ବା ରାବଣ ବେଶରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ବର୍ଷକୁ ଥରେ କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ହେଉଥିବା ଏହି ବେଶରେ ପ୍ରଭୁ ଲଡ଼ୁବାବାଙ୍କ!-->…
ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୩ ତମ ବୋଇତ ବନ୍ଧାଣ ଓ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ…
ଚିକିଟୀ -- ସ୍ଥାନୀୟ ପାଣ୍ଡିରି ଗ୍ରାମ ନିକଟସ୍ଥ ପୁଣ୍ୟ ବାହୁଦା ନଦୀ ତଟରେ ଚିକିଟୀ ଖେମୁଣ୍ଡି କେନ୍ଦ୍ରୀୟ ପରିଷଦ ଆନୁକୁଲ୍ୟରେ ପାଣ୍ଡିରି ଆଞ୍ଚଳିକ ପରିଷଦ ଠାରେ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ପୌରହିତ୍ୟ ରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା,!-->…
ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସୁବର୍ଣ୍ଣେସ୍ୱର ମନ୍ଦିର ନିକଟରୁ ଚୋରା ବାଲି ଚାଲାଣ ବେଳେ ଆସିକା ପୋଲିସ ଗୋଟେ ଟ୍ରାକ୍ଟର କୁ ଜବତ କରିଛି। ପୋଲିସ କୁ ଦେଖିବା ମାତ୍ରେ ଅନ୍ୟ ଟ୍ରାକ୍ଟର ମାନେ ଛୁ ମାରିବାରେ ସଫଳ ହୋଇଥିଲେ। ପ୍ରଶାସନ କୁ ଚକମା ଦେଇ ଭୋର ଚାରି ଘଣ୍ଟାରୁ ସକାଳ ୮ ଘଣ୍ଟା!-->…