Sign in
Sign in
Recover your password.
A password will be e-mailed to you.
୯ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର ଆରମ୍ଭ
ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ମଙ୍ଗଳବାର ଠାରୁ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସ୍ଆଇଆର) ଆରମ୍ଭ ହୋଇଛି। ବିହାରରେ ସଫଳତାର ସହ ଏସ୍ଆଇଆର ଶେଷ ହେବା ପରେ ଏହା ହେଉଛି ଦେଶର ଦ୍ବିତୀୟ ଏସ୍ଆଇଆର ପ୍ରକ୍ରିୟା। ଭାରତୀୟ ସମ୍ବିଧାନର ଧାରା ୩୨୪,!-->…
ରେଳ ଧାରଣା ପାରି ହେବା ବେଳେ ଚାଲିଗଲା ୪ ଜୀବନ
ମିର୍ଜାପୁର : ଭୁଲ ପାର୍ଶ୍ୱରେ ରେଳଗାଡ଼ିରୁ ଓହ୍ଲାଇ ଚାଲିଗଲା ୪ ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଚୁନାର ରେଳ ଷ୍ଟେସନ୍ରେ ସକାଳ ପ୍ରାୟ ୯:୩୦ ସମୟରେ ଚୋପନ-ପ୍ରୟାଗରାଜ ଏକ୍ସପ୍ରେସ୍ ୪ନଂ ପ୍ଲାଟଫର୍ମରେ!-->…
ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍ ୧୨୧ଟି ଆସନରେ ଭୋଟ୍ ଗ୍ରହଣ ହେବ। ୧୩୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ!-->…
ବିହାର ନିର୍ବାଚନ: ୨୧୩୫ ବୁଥରେ ଭୋଟ୍ ସମୟ ଘଣ୍ଟାଏ କମିଲା
ପାଟନା: ବିହାରର ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେବାକୁ ଯାଉଛି। ସୁରକ୍ଷା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ (ECI) ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ୨,୧୩୫ଟି ମତଦାନ କେନ୍ଦ୍ରରେ ଭୋଟ୍ ସମୟ ସକାଳ!-->…
ବିହାର ନିର୍ବାଚନ: ମୁସଲିମ୍ ବହୁଳ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରହିଛି ଏନଡିଏର ପ୍ରଭାବ
ପାଟନା: ବିହାରର ଜନସଂଖ୍ୟାର ପ୍ରାୟ ୧୮% ମୁସଲିମ୍ ସମ୍ପ୍ରଦାୟ ନିର୍ବାଚନ ରାଜନୀତିରେ ସର୍ବଦା ଏକ ଚର୍ଚ୍ଚିତ ବିଷୟ ହୋଇ ଆସିଛନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ କ୍ଷମତାର ଚାବିକାଠି ବୋଲି ବିବେଚନା କରନ୍ତି। ତଥାପି, ସାମ୍ପ୍ରତିକ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ମୁସଲିମ୍!-->…
ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍
ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍। ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା, ଚୀନ୍ ଉପରୁ!-->…
ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି । କୋମନାରେ ରୋଡ୍-ସୋ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ!-->…
ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟିଲା ଯୁବକ
ବାସୁଦେବପୁର: ବାସୁଦେବପୁର ଥାନା ଅଧୀନ ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନୈକା ନାବାଳିକାଙ୍କ ବାପାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଅଭିଯୁକ୍ତ ଜଣକ ବିଷ୍ଣୁବିନ୍ଧା ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ!-->…
ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଜାଲ ଜାତିଗତ ପ୍ରମାଣ ପତ୍ରର ଅଭିଯୋଗ ଆଣିଲା ବହୁଜନ ସମାଜବାଦୀ ପାର୍ଟି…
ମାଲକାନଗିରି : ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ।ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସାଜିଛନ୍ତି ଆଦିବାସୀ ନେତ୍ରୀ। ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏମିତି ସାଙ୍ଘାତିକ ଅଭିଯୋଗ କରାଯାଇଛି। ଅଭିଯୋଗ!-->…
ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି । ନିଜ ଅଭିଭାଷଣରେ!-->…