ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ କଟକଣା, ସନ୍ଧ୍ୟା ୬ରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ

ଭୁବନେଶ୍ୱର: ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା। ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର

ନୂଆ ଦଳ ପାଇଁ ୧୨ ତାରିଖରେ ପଡିବ ମୂଳଦୁଆ: ମହମ୍ମଦ ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ । ମୋକିମ କହିଛନ୍ତି ଯେ, ଉପକୂଳ

ଟିପିଏସ୍ଓଡିଏଲ୍ ତରଫରୁ ବାର୍ଷିକ କର୍ମଚାରୀ ମେଳା “ଉଲ୍ଲାସ-୨୦୨୬” ପାଳିତ

ବ୍ରହ୍ମପୁର, ଜାନୁଆରୀ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଏହାର ସ୍ଥାପନା ଦିବସ ଓ ବାର୍ଷିକ କର୍ମଚାରୀ ମେଳା - ଉଲ୍ଲାସ ୨୦୨୬ ପାଳନ କରାଯାଇଛି। କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ

ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା : ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ଉତ୍ସବକୁ ଉନ୍ନୀତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା ପରିପୋଷଣୀୟ ଜୀବନ ଶୈଳୀ ବିଷୟବସ୍ତୁ କୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଟି ବିଦ୍ୟାଳୟ ର ୩୩ ଶିକ୍ଷାର୍ଥୀ ଭାଗନେଇ

ଚାଷୀ ହେଉଛନ୍ତି ସମାଜର ସର୍ବାଙ୍ଗୀନ ଉନ୍ନତିର ମୁଖ୍ୟ କର୍ଣ୍ଣଧାର : ଉପ ଜିଲ୍ଲାପାଳ

ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ମଣ୍ଡି ଉଦଘାଟିତ• ସେବକ ପରିସରରେ ଶୁଭାରମ୍ଭ ହେଲା ୨୦୨୫-୨୬ ର ମାଣ୍ଡିଆ ମଣ୍ଡି• ସୁନ୍ଦରଗଡ ଉପ ଜିଲ୍ଲାପାଳ କଲେ ଉଦଘାଟନ• ପ୍ରଥମ ଦିନରେ ୫୫ ଜଣ ଚାଷୀଙ୍କ ୧୫୨ କ୍ଵିଣ୍ଟାଲ ମାଣ୍ଡିଆ କ୍ରୟସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର

ଆନ୍ଦୋଳନରେ ମିଲର : ଶୁଭାରମ୍ଭରେ ଅଟକିଲା ଧାନ କିଣା…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ।ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ଧାନ କିଣା ହୋଇପାରିନାହିଁ ।ଏପର୍ଯ୍ୟନ୍ତ କେଉଁ ପାକ୍ସରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ ।ମିଲର ଟ୍ୟାଗିଂ ପ୍ରକ୍ରିୟା ଶେଷ ହୋଇନଥିବା

ରଣପୁର ମହୋତ୍ସବ “ଅର୍ଜ୍ଜୁନ ୨୦୨୬” ଉଦ୍ଘାଟିତ :ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି…

ନୟାଗଡ଼, ୦୫/୦୧,(ନିସର୍ତ୍ତ):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବାଘସାମନ୍ତ ପଡ଼ିଆ ଠାରେ ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ

ନୟାଗଡ଼ ଜିଲ୍ଲାର ଗଞ୍ଜାମ ସୀମାବର୍ତ୍ତି ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି: ଠେଙ୍ଗା ଧରି ପାଳି କରି ଚୋର ଜଗୁଛନ୍ତି…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁରେ ଚୋର ପଶି ଦୁଇଟି ପରିବାରର ସବୁକିଛି ଚୋରି କରି ନେଇଛନ୍ତି ।ଏହାକୁ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।ଭଗବତୀ ପ୍ରସାଦ ଗାଁର ପାଣୁ ସେଠୀ (୩୭) ଭୁବନେଶ୍ୱରରେ କାମ

ଆସିକାରେ ଜବର ଦଖଲ ଉଚ୍ଛେଦ ଲୋକ ଦେଖାଣିଆ…..!

ବ୍ରହ୍ମପୁର: ଆସିକା ସହର ରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ସବୁବେଳେ ଲାଗିରହିଛି। ଅଧିକାଂଶ କରି ଅଶୋକ ସିନେମା ହଲ୍ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦିନ ତମାମ ଲାଗିରହେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ବିନାୟକ ବଜାର ଓ ଲକ୍ଷ୍ମୀ