ଆନ୍ଦୋଳନରେ ମିଲର : ଶୁଭାରମ୍ଭରେ ଅଟକିଲା ଧାନ କିଣା…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ।ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ଧାନ କିଣା ହୋଇପାରିନାହିଁ ।ଏପର୍ଯ୍ୟନ୍ତ କେଉଁ ପାକ୍ସରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ ।ମିଲର ଟ୍ୟାଗିଂ ପ୍ରକ୍ରିୟା ଶେଷ ହୋଇନଥିବା

ରଣପୁର ମହୋତ୍ସବ “ଅର୍ଜ୍ଜୁନ ୨୦୨୬” ଉଦ୍ଘାଟିତ :ସୁଗମ ସଙ୍ଗୀତର ଝଙ୍କାରରେ ରଣପୁର ମହୋତ୍ସବର ରାତି…

ନୟାଗଡ଼, ୦୫/୦୧,(ନିସର୍ତ୍ତ):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବାଘସାମନ୍ତ ପଡ଼ିଆ ଠାରେ ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ

ନୟାଗଡ଼ ଜିଲ୍ଲାର ଗଞ୍ଜାମ ସୀମାବର୍ତ୍ତି ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି: ଠେଙ୍ଗା ଧରି ପାଳି କରି ଚୋର ଜଗୁଛନ୍ତି…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁରେ ଚୋର ପଶି ଦୁଇଟି ପରିବାରର ସବୁକିଛି ଚୋରି କରି ନେଇଛନ୍ତି ।ଏହାକୁ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।ଭଗବତୀ ପ୍ରସାଦ ଗାଁର ପାଣୁ ସେଠୀ (୩୭) ଭୁବନେଶ୍ୱରରେ କାମ

ଆସିକାରେ ଜବର ଦଖଲ ଉଚ୍ଛେଦ ଲୋକ ଦେଖାଣିଆ…..!

ବ୍ରହ୍ମପୁର: ଆସିକା ସହର ରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ସବୁବେଳେ ଲାଗିରହିଛି। ଅଧିକାଂଶ କରି ଅଶୋକ ସିନେମା ହଲ୍ ଠାରୁ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦିନ ତମାମ ଲାଗିରହେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ବିନାୟକ ବଜାର ଓ ଲକ୍ଷ୍ମୀ

ରାମଚନ୍ଦ୍ରପୁର ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର…

ଚିକିଟି: ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର (୦୫.୦୧.୨୬)ଦିନ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତହସିଲଦାର ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ କହଁର,ବି ଡି ଓ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର ,

ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଲେ ଯାତ୍ରୀ…

ମାଲକାନଗିରି,୫।୧ ମାଲକାନଗିରି ସଦର ନିକଟରେ ଏକ ଜଗନ୍ନାଥ ଏକ୍ସପ୍ରେସ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତୀ ଯାଇଛନ୍ତି ୩୦ରୁ ଊର୍ଦ୍ଧ୍ଵ ଯାତ୍ରୀ। ସୂଚନା ଅନୁଯାୟୀ, ନବରଙ୍ଗପୁ ଜିଲ୍ଲା ରାଇଘରରୁ ହାଇଦ୍ରାବାଦ ଅଭିମୁଖେ

ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା : ପୋଲିସ ପାଟ୍ରୋଲିଂ ବେଳେ ତିନି ମହିଳା ସହ ଗଞ୍ଜେଇ ଜବତ

ବାଲିଗୁଡା, ତା, ୦୫/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ଚୋରା ଗଞ୍ଜେଇ ଚାଲାଣକାରୀ ତିନି ଜଣ ମହିଳାଙ୍କୁ ପୋଲିସ ପେଟ୍ରୋଲିଂ ଦଳ ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ

ବାଲେଶ୍ବରରେ ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା । ବାଲେଶ୍ବର ପୌରପାଳିକା ଓ ଅନ୍ୟ ଏନଏନସି ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାୟୂପ୍ରଦୂଷଣ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ପରେ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ

ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଲିକ୍, ଅନେକ ସ୍ଥାନରେ ଲାଗିଲା ନିଆଁ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଆମ୍ବେଦକର କୋନାସୀମା ଜିଲ୍ଲାରେ ଗ୍ୟାସ୍ ଲିକ୍ । ରାଜୋଲୁ ଟାଉନରେ ଇରୁସୁମାଣ୍ଡା ଏବଂ ମଲିକପୁରମ ମଣ୍ଡଳରେ ଓଏନଜିସି ଗ୍ୟାସ ଲିକ୍ ଯୋଗୁଁ ଆତଙ୍କ ଖେଳିଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକ