‘ଇମ୍ରାନ ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର’

ପାକିସ୍ତାନ : ବାପା ଜୀବିତ ଅଛନ୍ତି ବୋଲି ପ୍ରମାଣ ଦିଅନ୍ତୁ ପାକିସ୍ତାନ ସରକାର । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ କାଶିମ ଖାନ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏପରି ଅପିଲ କରିଛନ୍ତି । ଦୀର୍ଘ ୮୪୫ ଦିନ ହେଲା ଇମ୍ରାନ ଖାନ୍ ଜେଲରେ ବନ୍ଦୀ ଅଛନ୍ତି ।

ବାଲିଗୁଡା ଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ: ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି: ଦୁର୍ଘଟଣା ଆଶଙ୍କା

ବାଲିଗୁଡ଼ା, ତା, ୨୯/୧୧ : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା ଭଲ । ବାଲିଗୁଡ଼ା ସହରରେ ଥିବା ୧୩ ଟି ଯାକ ୱାର୍ଡ଼ର ରାସ୍ତା ଗୁଡିକ

ଶ୍ରୀଲଙ୍କାରେ ତାଣ୍ଡବ ରଚିଲା ଡିଟୱା, ୩୦୦ ମୃତ

ଶ୍ରୀଲଙ୍କା : ଦୁଇ ଦେଶରେ ଧ୍ବଂସଲୀଳା କରୁଛି ଦୁଇ ବାତ୍ୟା । ଇଣ୍ଡୋନେସିଆକୁ ଛାରଖାର କରି ଦେଲାଣି ସେନୟାର । ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା । ପ୍ରାୟ ୩୦୦ ଲୋକଙ୍କ ଜୀବନ ଗଲାଣି । ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦ ହେଲାଣି ।

ରାସନକାର୍ଡ କଟିବା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ । ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି। ସେପଟେ ଯୋଗାଣ ମନ୍ତ୍ରୀ

୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ

ବ୍ରହ୍ମପୁର : ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l କୌଣସି ସୂତ୍ରରୁ ଖବର ପାଇ ବଡ଼ ବଜ଼ାର ଥାନା ଶୁକ୍ରବାର

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ ଖୋଲିବା

କ୍ୟାପିଟାଲ ହସ୍ପିଟାଲରୁ ସଫେଇ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ

ନୂଆବର୍ଷରେ ନୂଆ ସୁଭଦ୍ରାଙ୍କୁ ମିଳିବ ଡବଲ୍‌ କିସ୍ତି

ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି

କଷିଆ ମୁହାଣରୁ ଡ଼ଲଫିନର ମୃତଦେହ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର କଷିଆ ସମୁଦ୍ର ମୁହାଣରୁ ବିରାଟକାୟ ଡଲଫିନ୍‌ର ମୃତଦେହ ଉଦ୍ଧାର ହୋଇଛି। ଡଲଫିନ୍‌ଟିର ଲମ୍ବ ୧୨ରୁ ୧୫ ଫୁଟ୍ ହୋଇଥିବା ଜଣାପଡିଛି। ଏବଂ ଏହାର ଓଜନ ୧ ଟନରୁ ଅଧିକ ହେବ। ମତ୍ସ୍ୟଜୀବୀମାନେ ଡଲଫିନଟିକୁ ସମୁଦ୍ରରେ ମୃତ ଅବସ୍ଥାରେ ଉଦ୍ଧାରକରି ମୁହାଣକୁ ଆଣିବା ପରେ ବନ

ଆତ୍ମସମର୍ପଣ ନକଲେ ଏନ୍‌କାଉଣ୍ଟର: ବିଏସଏଫ ଆଇଜି

ଭୁବନେଶ୍ୱର : ଓଡ଼ିଶାରେ ଏବେ ଛୋଟଛୋଟ ଗ୍ରୁପ ହୋଇ ବୁଲୁଛନ୍ତି ମାଓବାଦୀ । ଆନ୍ଧ୍ର ଓ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ ବିଏସଏଫ ବିଶେଷ ନଜର ରଖିଛି । ମାଓବାଦୀଙ୍କୁ ବିଏସଏଫ