ଓଡ଼ିଶା ହେବ ‘ବିହନ ହବ୍: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ‘ବିହନ ହବ୍’। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଟେକ୍ନିସିଆନ: ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ରୋଗୀ ହନ୍ତସନ୍ତ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ, ମଳ, ମୂତ୍ର, ଏବଂ କଫ ପରୀକ୍ଷା ପାଇଁ ଜଣେ ମାତ୍ର ଟେକ୍ନିସିଆନ ରହୁଥିବା ବେଳେ ପ୍ରତିଦିନ ପ୍ରାୟ ୧୫୦ ଜଣରୁ ଅଧିକ ରୋଗୀଙ୍କ ନମୁନା ସଂଗ୍ରହ ଓ ପରୀକ୍ଷା କରିବାକୁ ପଡୁଛି । ଫଳରେ ରୋଗ ନିରାକରଣ ପାଇଁ ବହୁତ ବିଳମ୍ବ

ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ସୌର ଶକ୍ତି ଓ ସୁରକ୍ଷା ସଚେତନତା ଯାତ୍ରା…

ବ୍ରହ୍ମପୁର, ଅକ୍ଟୋବର: ସୌର ଶକ୍ତିକୁ ଆପଣେଇବା ଏବଂ ବୈଦ୍ୟୁତିକ ସୁରକ୍ଷା ନିୟମକୁ ପାଳନ କରିବାର ବାର୍ତ୍ତା ନେଇ ଦୀର୍ଘ ୬୩୯ କିମି ପଥ ଅତିକ୍ରମ କରି ନିଜର ସଚେତନତା ଯାତ୍ରା ଶେଷ କରିଛନ୍ତି ଶ୍ରୀ ସୌମ୍ୟ ରଞ୍ଜନ ଲେଙ୍କା । ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ବିଭାଗରେ ଟିମ୍ ଲିଡ୍ ଭାବରେ

ବିକ୍ରମ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡ଼ି…

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି । ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ଏହି

ହାଇ ପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟା କାଣ୍ଡ ଘଟଣା ରେ ଗିରଫ ସଂଖ୍ୟା ୧୩ କୁ ବୃଦ୍ଧି….!

ବ୍ରହ୍ମପୁର : ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ହୋତା ଗିରଫ। ଅଭିଯୁକ୍ତ ମାନଙ୍କୁ ପ୍ରଶୟ ଦେଇଥିବା ଅଭିଯୋଗ ରେ ଜୟପୁର ର ବ୍ୟବସାୟୀ ଙ୍କୁ ପୋଲିସ ଉଠାଇ ଆଣିଥିଲା। ଆଜି ସୁନୀଲ ଙ୍କୁ କୋର୍ଟ ଚାଲାଣ କରାଯଇଛି।ପ୍ରକାଶ ଥାଉକି ଜୟପୁର ବ୍ଲକର କାଳିଆ ଗାଁ ରେ ସୁନୀଲଙ୍କ ଇଟା ଫେକ୍ଟରୀ ଓ

୨୫୬ କୋଟି ଟଙ୍କାର ଡ୍ରଗ୍ସ ରାକେଟ୍ ଠାବ କଲା ମୁମ୍ବଇ କ୍ରାଇମବ୍ରାଞ୍ଚ

ମୁମ୍ବଇ, ୨୩ା୧୦: ମୁମ୍ବଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ ବଡ ସଫଳତା ମିଳିଛି। ପୁଲିସ ଦାଉଦ ନେଟୱର୍କ ସହ ଜଡିତ ସଲିମ ଡୋଲାର ଖାସ୍ ସାଥୀ ମୋହମ୍ମଦ ସଲିମ ସୁହେଲ ଶେଖକୁ ଗିରଫ କରିଛି। ଅଭିଯୁକ୍ତ ଅନେକ ଦିନ ଧରି ଦୁବାଇରେ ବସି ଭାରତରେ ଡ୍ରଗ୍ ନେଟୱର୍କକୁ ପରିଚାଳନା କରୁଥିଲା। କୁର୍ଲା ଅଞ୍ଚଳରେ

ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆରବିଆଇର ନୂଆ ନିୟମ

ନୂଆଦିଲ୍ଲୀ: ଏଟିଏମରେ କାରବାର ନେଇ ନୂଆ ନିୟମ ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏଥିରେ ମାଗଣା କାରବାରର ସୀମା, ନଗଦ ଜମା ଏବଯ ଉଠାଇ ପାଇଁ ନିୟମ ଏବଂ ଅତିରିକ୍ତ ଶୁଳ୍କ ଅନ୍ତର୍ଭୁକ୍ତ ରହିଛି । ଏଟିଏମ୍ କାରବାର, ନଗଦ ସୀମା ଏବଂ ବ୍ୟାଙ୍କ ଶୁଳ୍କ ସମ୍ପର୍କରେ ଆରବିଆଇ ନିୟମ ସ୍ପଷ୍ଟ

ବିହାର ନିର୍ବାଚନ: ତେଜସ୍ଵୀ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର: ବିହାର ନିର୍ବାଚନ ପାଇଁ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛନ୍ତି। ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ବିରୋଧୀ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବି ତେଜସ୍ଵୀ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହା ଉପରେ ଅନ୍ୟ

ଟ୍ରେନ ଲାଇନ ପାର ହେବା ବେଳେ ଚାଲିଗଲା ୪ ଜୀବନ

ପାଟନା: ମେଳା ଦେଖି ଫେରୁଥିବା ବେଳେ ଚାଲିଗଲା ପରିବାରର ସମସ୍ତଙ୍କ ଜୀବନ । ବିହାରର ବେଗୁସରାଇରେ ଏକ ବଡ଼ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ବାପା, ମା ଏବଂ ଦୁଇ ଝିଅ ଅଛନ୍ତି । ଗୋଟିଏ ପରିବାରର ସମସ୍ତ ଲୋକ କାଳୀ ପୂଜା ମେଳାରୁ ଫେରୁଥିବା ସମୟରେ ଏହି

ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ