Sign in
Sign in
Recover your password.
A password will be e-mailed to you.
ଟ୍ରେନ ଲାଇନ ପାର ହେବା ବେଳେ ଚାଲିଗଲା ୪ ଜୀବନ
ପାଟନା: ମେଳା ଦେଖି ଫେରୁଥିବା ବେଳେ ଚାଲିଗଲା ପରିବାରର ସମସ୍ତଙ୍କ ଜୀବନ । ବିହାରର ବେଗୁସରାଇରେ ଏକ ବଡ଼ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ବାପା, ମା ଏବଂ ଦୁଇ ଝିଅ ଅଛନ୍ତି । ଗୋଟିଏ ପରିବାରର ସମସ୍ତ ଲୋକ କାଳୀ ପୂଜା ମେଳାରୁ ଫେରୁଥିବା ସମୟରେ ଏହି!-->…
ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଅଗ୍ନିକାଣ୍ଡ
ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ!-->…
ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ
ଉତ୍ତରାଖଣ୍ଡ : କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ!-->…
ଦିଲ୍ଲୀରେ ଏନକାଉଣ୍ଟର, ୪ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀରେ ଏନକାଉଣ୍ଟର । ବାହାଦୂର ଶାହା ମାର୍ଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସର ମିଳିତ ଅପରେସନ । ଚାରି ଜଣ ଅପରାଧୀ ମୃତ । ମୃତକ ମାନେ ବିହାରର ଗ୍ୟାଙ୍ଗଷ୍ଟର । ଏମାନେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିସ୍ଫୋରଣ କରିବାକୁ ଉଦ୍ୟମ କରୁଥିଲେ!-->…
୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ରାଞ୍ଚି ପୋଲିସ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆଣୁଥିଲେ ଅସ୍ତ୍ରଶସ୍ତ୍ର
ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସେମାନେ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ କାର୍ଯ୍ୟ କରୁଥିବା କୁଖ୍ୟାତ ଅପରାଧୀମାନେ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଉଥିଲେ। ଏହି ମାମଲାରେ ରାଞ୍ଚି ପୋଲିସର ଏକ ଚାଞ୍ଚଲ୍ୟକର ଖୁଲାସା!-->…
ବ୍ରହ୍ମପୁର ଗୋବିନ୍ଦ ବିହାରରେ ଶ୍ରୀ ରାମଚରିତ ମାନସ ପ୍ରବଚନ : ଭକ୍ତି ଓ ଆଧ୍ୟାତ୍ମିକତାର ମହାସମାଗମ
ବ୍ରହ୍ମପୁର: ଗୋବିନ୍ଦ ବିହାରର ପବିତ୍ର ଶାନ୍ତି କଲ୍ୟାଣ ମଣ୍ଡପରେ ଆଧ୍ୟାତ୍ମିକତାର ଏକ ମନୋରମ ବାତାବରଣ ସୃଷ୍ଟି ହୋଇଛି, ଯେଉଁଠାରେ ୯ ଦିନ ବ୍ୟାପୀ ଶ୍ରୀ ରାମ ଚରିତ ମାନସ ପ୍ରବଚନ ମହୋତ୍ସବ ଅନୁଷ୍ଠିତ ହେଉଛି। ପ୍ରଭୁ ଶ୍ରୀରାମଙ୍କ ଅମର ଗାଥା ଏବଂ ତାଙ୍କର ଆଦର୍ଶ ଜୀବନଶୈଳୀକୁ!-->…
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ । ପ୍ରଥମ ଥର ପାଇଁ ଆସନ୍ତା ମାସ ୧ ତାରିଖରେ ଗୋଟିଏ ବାଟାଲିୟନ ମୁତୟନ ହେବ। ଏନେଇ ସୂଚନା ଦେଇଛନ୍ତି ପଦାତିକ ବାହିନୀର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର ।!-->…
ଏସଆଇଆର ପ୍ରସ୍ତୁତି ସାରିବାକୁ CEOଙ୍କୁ ନିର୍ଦେଶ
ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ଗୁରୁବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସମାପ୍ତ ହୋଇଛି।
ମୁଖ୍ୟ ନିର୍ବାଚନ!-->!-->!-->…
ନୂଆପଡ଼ା ଉପନିର୍ବାଚନ: ବ୍ଲକ ଓ ଏନଏସି ସ୍ତରରେ ନେତାଙ୍କୁ ଦାୟିତ୍ବ ଦେଲା ବିଜେଡି
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ତତ୍ପର ହୋଇପଡ଼ିଛି। ନୂଆପଡ଼ା ଆସନକୁ ନିଜ ହାତରେ ରଖିବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକୁ ମନିଟର କରିବା ଲାଗି ବିଜେଡି ପକ୍ଷରୁ ବ୍ଲକ ଏବଂ ଏନଏସି ସ୍ତରରେ ନେତାଙ୍କୁ ନିଯୁକ୍ତ କରାଯାଇଛି।
!-->!-->!-->…
ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି
ଭୁବନେଶ୍ଵର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍ଓପି ଲାଗୁ ହେବ। ଏ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ହାଟ କମିଟି ନିର୍ବାଚନ ହେବ। ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ୍!-->…