ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ

ତିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ;୨ ଶିକ୍ଷକ ଅଟକ

ବାଲେଶ୍ବର:ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକ ଅଟକ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଟକ ଅଭିଯୁକ୍ତମାନେ ହେଲେ ଚରମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର

ବଳତ୍କାର ଅଭିଯୋଗରେ ଉଦିତ ପ୍ରଧାନ ଗିରଫ, ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ

ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ

ବଣାଇଁ ବନ ବିଭାଗର ନିଆରା ପ୍ରୟାସ : ପଥପ୍ରାନ୍ତ ନାଟକ ମାଧ୍ୟମରେ ହାତୀ ଉପଦ୍ରବ ଅଞ୍ଚଳରେ ସଚେତନତା

ବଣାଇଁ : ଆମେ ସମସ୍ତେ ଜାଣୁ ଯେ ହାତୀ ଉପଦ୍ରବ ଏକ ମନୁଷ୍ୟକୃତ୍ୟ ସମସ୍ୟା ଏବଂ ଏହି ସମସ୍ୟାକୁ ଆମେ ହିଁ ସମାଧାନ କରିପାରିବା । ଜଙ୍ଗଲର ଅବକ୍ଷୟ ,ବାସସ୍ଥଳୀ ଧ୍ଵଂସ ଏବଂ ଖାଦ୍ୟ ନ ମିଳିବା ଆଦି କାରଣରୁ ହାତୀ ଅନେକ ସମୟରେ ମନୁଷ୍ୟଙ୍କ ଘରଦ୍ବାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ଫକୀର ମୋହନ କଲେଜରେ କ୍ରାଇମବ୍ରାଞ୍ଚ ଡିଜି, ଚାଲିଛି ପଚରାଉଚରା

ବାଲେଶ୍ୱର : ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଆଜି କ୍ରାଇମବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର ବାଲେଶ୍ଵରରେ ପହଞ୍ଚି ତଦନ୍ତ ଦାୟିତ୍ୱରେ ଥିବା ଅଧକାରୀଙ୍କ ସହ ଘଟଣା ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ

ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ପାଇଁ ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ। ଉପକୂଳବର୍ତ୍ତି ୯ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ରହିଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପୋଲିସ ଡିଜି

ବଳଙ୍ଗା : ପୁରୀ ବଳଙ୍ଗା ବାୟାବରରେ ଛାତ୍ରୀ ପୋଡ଼ି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଘଟଣାର ୩୬ ଘଣ୍ଟା ପରେ ନା ଅଭିଯୁକ୍ତ ଗିରଫ ହୋଇଛନ୍ତି ନା ଚିହ୍ନଟ ହୋଇଛନ୍ତି ।  ଆଜି ଖୋଦ୍ ଡିଜି ଘଟଣା ସ୍ଥଳକୁ ଯାଇଥିଲେ ।  ସାଙ୍ଗରେ କେନ୍ଦ୍ରାଞ୍ଚଳ

ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

ନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର କରାଯିବ। ଏବେ ଏହି ଦ୍ବୀପରେ

ସୁନାବେଡା ଦୁର୍ଘଟଣାରେ ୩ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ୍ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସଫାରୀ ଗାଡ଼ି ସହ ସେଲେରିଓ ଗାଡ଼ି ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ