ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ, ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହାଇଲେବୁଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରେ ୧୨୦୦ ଏକର ପରିମିତ ଜମିରେ ଇସ୍ପାତ…

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା କଣ୍ଟ୍ରାକ୍ଟଚୁଆଲ ନିଯୁକ୍ତି ରୋକିବା ଏବଂ…

ଦୁଷ୍କର୍ମ ପିଡିତା ଙ୍କୁ ଭେଟିଲା ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଙ୍ଗି ଟିମ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ ରବିବାର ନାବାଳିକା ଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ମାମଲାର ସତ୍ୟତା ସାମ୍ନା କୁ ଆଣିବା ପାଇଁ ଓ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି ଗସ୍ତରେ ଆସି ସମୀକ୍ଷା କରିଚି । ବିଜୁ ଜନତା ଦଳର ବରିଷ୍ଠ…

ଲଗାଣ ବର୍ଷାରେ ମାଲକାନଗିରି ରେ ବୁଡ଼ିଲା ପୋଲ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ କିଛିଦିନ ଧରି ଲଗାଣ ଲଘୁଚାପ ଜନିତ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । କନ୍ୟାଶ୍ରମ ପୋଲ ଉପରେ ଦୁଇ…

ଭାଟଖାଲି ପାହାଡ଼ ଖାଲି କରିଦେଲେଣି ପଥର ମାଫିଆ : ବଟି ନେଇ ଚୁପ ବସିଛି ପ୍ରଶାସନ..!

ଫରେଷ୍ଟ ଓ ତହସିଲର ଆଶୀର୍ବାଦ ରେ ପଥର ଲୁଟ….!ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଆସିକା ବନ ବିଭାଗ ଅଧୀନରେ ଥିବା ଭାଟଖାଲି ପାହାଡ଼ ରୁ ଏକ ବର୍ଷ ହେଲା ପଥର ଲୁଟ ହେଉଛି। ଯାଜପୁର ର ଡ଼ଙ୍କାରି ପାହାଡ଼ କେଳେଙ୍କାରୀ ଠାରୁ ବଳି ପଡ଼ିବ ଭାଟଖାଲି ପାହାଡ଼। ପୋଲସରା ତହସିଲ ଆସିକା…

ଶିଶୁ ଆହାର ରେ ପାହାର ୧୮ ପ୍ରତିଶତ ଜି.ଏସ.ଟି :୩୦୦ ଟଙ୍କା ଶିଶୁ ଖାଦ୍ୟରେ ୪୫ ଟଙ୍କା ଟ୍ୟାକ୍ସ….!

ବ୍ରହ୍ମପୁର: ଆଜି କାଲି ମା ଖିରକୁ ଗୁରୁତ୍ୱ ନଦେବା ଯୋଗୁଁ ଶିଶୁ ଖାଦ୍ୟ ଦର ଅହେତୁକ ବୃଦ୍ଧି ହୋଇଛି। ଏହା ସାଙ୍ଗକୁ ସରକାରଙ୍କ ପକ୍ଷରୁ ଶିଶୁ ଖାଦ୍ୟ ରେ ୧୮ ପ୍ରତିଶତ ଜି.ଏସ.ଟି ନେଉଥିବା ଯୋଗୁଁ ମଧ୍ୟବିତ୍ତ ଶ୍ରେଣୀଙ୍କ ପ୍ରତି କଟାଘା ରେ ଚୂନ ସଦୃଶ୍ୟ ହୋଇଛି। କିଛି ବର୍ଷ ହେଲା କେନ୍ଦ୍ର…

ଜମି ଅଧିଗ୍ରହଣର କ୍ଷତିପୂରଣ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ରେଳପଥ ନିମନ୍ତେ ଜମି ଅଧିଗ୍ରହଣର କ୍ଷତି ପୂରଣ ନିମନ୍ତେ ଉଚିତ ମୂଲ୍ୟ ପ୍ରଦାନ କରିବା ସମ୍ବନ୍ଧରେ ଆଜି ସିନ୍ଦ୍ରିମାଳ ପଞ୍ଚାୟତର ଆଠ ଗୋଟି ଗ୍ରାମର ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ଦେଇଛନ୍ତି । ମାଲକାନଗିରି ତହସିଲ ତରଫରୁ ଗତ ୨୨…

ସହୀଦ ସପ୍ତାହ ପୂର୍ବରୁ ଲାଲବାହିନୀକୁ ବଡ଼ ଝଟକା,୨୫ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଜୁଲାଇ ୨୮ତାରିଖ ଠାରୁ ମାଓବାଦୀଙ୍କ ସହିତ ସପ୍ତାହ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଲାଲ୍ ବାହିନୀକୁ ଲାଗିଛି ବଡ ଝଟକା । ଆଜି ସୁକୁମା ଜିଲ୍ଲାରେ ୫ ଜଣ ଓ ନାରାୟଣପୁର ଜିଲ୍ଲାରେ ୮ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି ୧୫ ଜଣ ହାଡକୋର…

ବଣାଇଁ ଜିଲ୍ଲା ବଜରଙ୍ଗ ଦଳ ଦ୍ବାରା ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ

ବଣାଇଁ : ବଣାଇଁ ସାଙ୍ଗଠନିକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବୃକ୍ଷରୋପଣ କରାଯାଇଛି । ବଣାଇଁ ଜିଲ୍ଲା ସଂଯୋଜକ ରୋହିତ କୁମାର ମାହାନ୍ତଙ୍କ କହିବାନୁଯାୟୀ, ବଜରଙ୍ଗ ଦଳର ମୂଳମନ୍ତ୍ର ସେବା, ସୁରକ୍ଷା ଓ ସଂସ୍କାର ଅଟେ । ତେଣୁ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟ ଏହି…

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଣାଇ : ଆସନ୍ତା ଅଗଷ୍ଟ ପନ୍ଦର ତାରିଖ ଦିନ ପ୍ରତିବର୍ଷ ଭଳି ସ୍ଵାଧୀନତା ଦିବସ ମହା ସମାରୋହରେ ପାଳନ କରିବା ନିମନ୍ତେ ବଣାଇ ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ଅଧ୍ୟକ୍ଷତା କରିଥିବାବେଳେ ଉପସ୍ଥିତ…