Browsing Category

ଓଡିଶା

ଅଙ୍ଗନବାଡ଼ି ସ୍କୁଲ୍ ସାମ୍ନାରୁ ଆବର୍ଜନା ସଫା କରିବାକୁ କହିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର: ଅଙ୍ଗନବାଡ଼ି ସ୍କୁଲ ଘର ଆଗରୁ , ଆବର୍ଜନା ସଫା କରିବାକୁ କହିବାରୁ , ପ୍ରତିଶୋଧ ପରାୟଣ ହୋଇ ଯୁବକକୁ ମରଣାନ୍ତକ ଆକ୍ରମଣ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗାଁରେ ଘଟିଛି ଏଭଳି ଘଟଣା । ଆହତ ଯୁବକ , ସେହି ଗାଁର କୁନା ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ…

ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛି। ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ମହିଳା ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ମାଡ ଡିଭିଜନ୍‌ର ନକ୍ସଲ ଜାଟଲୁର ଏଲଓଏସ୍‌ ସଦସ୍ୟ ତଥା ମରାମେଟା ଥାନା ଅନ୍ତର୍ଗତ ତାକୀଲୋଡ ହାଲ ନିବାସୀ…

ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା/ବଡ଼ମାଳ: ସଇଁନ୍ତଲା ଥାନା ଅଧୀନସ୍ଥ ଟିକ୍ରାପଡ଼ା ଫାଣ୍ଡି ସାଇମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଯୋଗୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତି ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ସାଇମରା ଗାଁର ଅର୍ଜୁନ ଧରୁଆଙ୍କ ଘରକୁ…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ

ବଲାଙ୍ଗୀର, ୧୨/୧୦: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ । ସୁରେଶ ଚନ୍ଦ୍ର ମେହେର ନାମକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟରେ…

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ

ନିଆଳି: ନବଜାତ ଶିଶୁର ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦାୟୀ କଲେ ସ୍ଥାନୀୟ ଲୋକେ । ଚିକିତ୍ସା ଅବହେଳାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ନବଜାତ ଶିଶୁର ମୃତ୍ୟୁକୁ ନେଇ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଥିଲା ଉତ୍ତେଜନା । ପୁରୀ ଜିଲ୍ଲା…

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ଲାଗି ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ଦୀର୍ଘ ୪ ମାସ ପରେ ନଭେମ୍ବର ୧ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଜୁନ୍ ୧୫ରୁ ମୌସୁମୀ ଋତୁ ଆରମ୍ଭରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଭେମ୍ବର ପହିଲାରୁ ପର୍ଯ୍ୟଟକ ଜଶୀପୁର ଓ ପିଠାବଟା…

ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା

ଭୁବନେଶ୍ୱର: ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ନିର୍ବାଚିତ ହେବା ପରେ ଏହି କମିଟିରେ ଭାରତ ସଭାପତି ପଦ ହାସଲ କରିଛି। ଆଉ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଏହି ପଦ…

ଧାମନଗର ଉପ-ନିର୍ବାଚନ: ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୧୨/୧୦: ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ପାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ସୂଚନା ମିଳିଛି । ଅବନ୍ତୀଙ୍କ ପାର୍ଥୀତ୍ୱକୁ ବିଜେଡି ସୁପ୍ରିମୋ ନବୀନ୍‌ ପଟ୍ଟନାୟକ ମୋହର ମାରିଛନ୍ତି । ଅବନ୍ତୀ ବର୍ତ୍ତମାନ ତିହିଡ଼ି ବ୍ଲକ୍‌ର…

କଳାହାଣ୍ଡିରେ ପୁଣି ଡାଇରିଆ ଆତଙ୍କ, ୨୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ଗଲାଣି ୪ ଜଣଙ୍କ ଜୀବନ

ଧର୍ମଗଡ: କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ l ଗୋଟିଏ ବ୍ଲକ ପରେ ଆଉ ଗୋଟିଏ ବ୍ଲକକୁ ବ୍ୟାପିବାରେ ଲାଗିଛି ଡାଇରିଆl ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ଆଉ ଏବେ ପୁଣି ଜୟପଟଣା ବ୍ଲକ ବଡ଼କର୍ଲାକୋଟ ଗାଁରେ ଡାଇରିଆରେ ୨୦ ରୁ ଉର୍ଦ୍ଧ୍ଵ ଲୋକ…

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

ଭୁବନେଶ୍ୱର, ୧୨/୧୦: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି । କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲ ଗୁଡ଼ିକର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏହି ମହାମାରୀକୁ ପ୍ରତିହତ କରିପାରିଛି ବୋଲି…