Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଓଡ଼ିଶାରେ ଖାଲିପଡ଼ିଥିବା ୩ଟି ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ୍ ୧୦ ତାରିଖରେ ରାଜ୍ୟରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମେ' ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀ ମେ' ୩୧ ତାରିଖ!-->…
ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ, ରଥଖଳାରେ ଚାଲିଛି ଚକ ପ୍ରସ୍ତୁତି
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରୁ ଆସିଥିବା ଖବର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ଏହି ଦିନ ତିନିରଥର ୬ଟି ଚକ ଡେରାଯିବ । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତମାନେ ଜୋରସୋରରେ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ
ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ଅବୈଧ ଖନନ ଓ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଦାବି କରିବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସଂଯୋଜକ ବିନୟ କୁମାର ଭୁୟାଁ ଆଜି ଏକ ସାମ୍ବାଦିକ!-->…
କଟକରୁ ମୋବାଇଲ ଲୁଟେରା ଗିରଫ, ୪୯ ମୋବାଇଲ୍ ଫୋନ୍ ଜବତ
କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ ।
!-->!-->!-->…
ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ କିଶୋରଙ୍କ ପ୍ରଚାର ଆରମ୍ଭ
ଝାରସୁଗୁଡ଼ା: ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୧୨ ତାରିଖ ଗୁରୁବାର ନାମାଙ୍କନପତ୍ର ଯାଞ୍ଚ ଚାଲିଥିବା ବେଳେ ୧୭ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଛି । ହେଲେ ପ୍ରାର୍ଥୀମାନେ!-->…
ମାଓବାଦୀଙ୍କ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ବିଜାପୁର ଜିଲ୍ଲାର ପୋମାମଲା ଥାନା ଅନ୍ତର୍ଗତ ଫୁଣ୍ଡୁରୀ ଗ୍ରାମ ନିକଟ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ!-->…
ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା ପରେ ନିଜେ ବିଷ ପିଇ ଦେଲା ସ୍ୱାମୀ
ପାଟଣାଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିବା ପରେ ସ୍ୱାମୀର ହାରିଲା ଜୀବନ। ଏଭଳି ଅଭାବନୀୟ ଘଟଣା ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲେଇ ଗାଁରେ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଦୁଃଖର ବାତାବରଣ ଦେଖିବାକୁ ମିଳିଛି। ଏସମ୍ପର୍କରେ ଲରମ୍ଭା ପୋଲିସ!-->…
ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ଯ କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ!-->…
ଆସନ୍ତାକାଲିଠୁ ବିଜେପିର ଦୁଇଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର : ଆସନ୍ତାକାଲି ଏବଂ ମେ ୧୪ ତାରିଖରେ ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । କୋର କମିଟି ବୈଠକ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ, ପଦାଧିକାରୀ ମାନଙ୍କର ବୈଠକ ଦୁଇ ଦିନ ଧରି ହେବ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ!-->…
ଏଣିକି ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ : ବିଏମ୍ସି କମିଶନର
ଭୁବନେଶ୍ବର: ଏଣିକି BMCରେ ଅନଲାଇନ ହୋଲ୍ଡିଂ ଟିକସ ଦିଆଯିବ । କେବଳ ଅନଲାଇନରେ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ । ଭୁବନେଶ୍ୱର ଡଟ. ମି ଆପ ଜରିଆରେ ଅନଲାଇନରେ ଏକାଧିକ ସେବା ଯୋଗାଇଆସୁଛି BMC । ଭୁବନେଶ୍ୱରବାସୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଫଳରେ ଏଣିକି ହୋଲ୍ଡିଂ ଟ୍ୟାକ୍ସ ଅଫଲାଇନ ବଦଳରେ!-->…