Browsing Category

ଆଞ୍ଚଳିକ

ମହା ଆଡମ୍ବରରେ ସମାପନ ହେଲା ଉମରକୋଟ ରଥଯାତ୍ରା

ଉମରକୋଟ (୨୦/୦୬) : ଉମରେକାଟ ଠାରେ ଉମରକୋଟ ଜଗନ୍ନାଥ ମନ୍ଦିର କମିଟି ତତ୍ତାବଧାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ସମାପନ ହୋଇଛି | ଏଥିରେ ଉମରକୋଟ ସହରର ସମସ୍ତ ପ୍ରଶାସନ ବିଭାଗ ଠାରୁ ଆରମ୍ଭ କରି ସାଧାରଣ ଜନତା ସହଯୋଗ କରିଛନ୍ତି | ବିଭିନ୍ନ

ରଥରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

କାଶିପୁର (୨୦/୬) : ରାୟଗଡା ଜିଲ୍ଲା କାଶିପୁର ଓ ଟିକିରି ରେ ଆଜି ପବିତ୍ର ରଥଯାତ୍ରା ପାଳିତହୋଇଯାଇଛି। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଭୋଗ ପରେ ରଥ

ହିଞ୍ଜିଳିକାଟୁ : ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହି, ହିଞ୍ଜିଳିକାଟୁ ପୌରପରିଷଦ ବଡ ରଙ୍ଗୁଣି ସାହି ଓ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସକାଶେ ହିଞ୍ଜିଳିକାଟୁ ସହର ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉଙ୍କ ନୀତିକାନ୍ତି ଭୋର ୪

ବିଦ୍ୟୁତ୍ ଆଘାତରେ ମହିଳା ମୃତ

ହିଞ୍ଜିଳିକାଟୁ (୨୦।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ସାହି ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାମ ସାହୁଙ୍କ ପତ୍ନୀ ମାଣିକଲତା ସାହୁ ୩୬ ।ପ୍ରକାଶ ଥାଉକି ମୃତ ମାଣିକଲତା

ରାମଚନ୍ଦ୍ରପୁର ପଞ୍ଚାୟତରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଚିକିଟୀ : ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାହିନୀପତି କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବରିଷ୍ଠ ବିଜେଡି ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳଙ୍କ ପଞ୍ଚାବନ ତମ ପୁଣ୍ୟ ଜନ୍ମ ତିଥିରେ ଏମ କେ ସି ଜି ରକ୍ତ ଭଣ୍ଡାର ସହଯୋଗ ରେ ଏହି

ବିଭତ୍ସ ଅବସ୍ଥାରେ ୫୭ ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର : ଜଣେ ଅଟକ

ମାଲକାନଗିରି/ବାଲିମେଳା : ସାମ୍ପ୍ରତିକ ସମୟରେ ଅଧିକ ସଂଖ୍ୟକ ଅସ୍ବାଭାବିକ ମୃତ୍ୟୁ ସାମ୍ନାକୁ ଆସୁଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାର ଚିତାପାରୀ - ୩ ପଞ୍ଚାୟତ ଅନ୍ତର୍ଗତ ସୀତାଗନ୍ଧି ଗାଆଁରୁ ସାମ୍ନାକୁ ଆସିଛି । ଉକ୍ତ ଅଂଚଳରୁ ସନ୍ଦେହଜନକ ଅବସ୍ଥାରେ ଗତକାଲି ବିଳମ୍ୱିତ

ତୈଳିକ ସମାଜର କେନ୍ଦ୍ରୀୟ କର୍ମକର୍ତ୍ତା ଚୟନ…

ସଭାପତି-ଦଣ୍ଡାସି ସମ୍ପାଦକ-ତ୍ରିପତି ଅଧିକାରୀ ହେଲେ -ଧର୍ମା ସାହୁ ଚିକିଟୀ-ଚିକିଟୀ ଖେମୁଣ୍ଡୀ ହଳଦିଆ ତୈଳିକ ବୈଶ୍ୟ ସମାଜର ଦୀର୍ଘ ତିନିମାସ ଧରି ଚାଲିଥିବା ନିର୍ବାଚନ ପକ୍ରିୟା ଶେଷ ହୋଇ ସମସ୍ତ ଗ୍ରାମ୍ୟ ପରିଷଦ ର ନୂତନ କର୍ମକର୍ତ୍ତା ଗଠନ କରାଯାଇ ରବିବାର କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ

ସମ୍ପତ୍ତି ହାତେଇବା ବିଫଳ ପରେ ମାଆଙ୍କୁ ପୁଅ ଓ ବୋହୂଙ୍କ ଆକ୍ରମଣ

ହିଞ୍ଜିଳିକାଟୁ (୧୯।୬): ପିତୃ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଜାଲିଆତି କରି ପୁଅ ନିଜ ନାମରେ ସମ୍ପତ୍ତି ହାତେଇବା ବିଫଳ ପରେ ନିଜ ମାଆକୁ ପତ୍ନୀ ଙ୍କ ସହ ମିଶି ଗୁରୁତର ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗରୁ ପ୍ରକାଶ ଯେ,

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ବ୍ୟବସାୟୀ ଅଟକ

ଭଦ୍ରକ : ଭଦ୍ରକରୁ ପୁଣି ନକଲି ଜର୍ଦ୍ଦା ଜବତ, ଜଣେ ଅଟକ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ଜବତ ହୋଇଛି । ପୁରୁଣାବଜାର ଥାନା ଅଧିନ ହେଲାସାହି ନିକଟରୁ ଏହି ଜର୍ଦ୍ଦା ଜବତ ହୋଇଛି ୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ଜର୍ଦ୍ଦା | ସେକ୍ ଇଲିଆଜ ନାମକ ଜଣେ ଯୁବକ ଗିରଫ

ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଦୈନିକ ଖବର କାଗଜ ସମାଜର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଫେଇ କାର୍ଯକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ଅନୁଷ୍ଟିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଜିଲ୍ଲା