Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆପୋଲୋ ହସ୍ପିଟାଲର ମହାଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କରେ ସି.ବି.ଆଇ. ଦ୍ୱାରା ଯାଞ୍ଚ କରିବା ପାଇଁ ଭାରତୀୟ ମଜଦୁର…
କଟକ : ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ କୋଭିଡ୍ ୧୯ ଏବଂ ବିଭିନ୍ନ ସମୟରେ ମିଥ୍ୟା ବିଲ୍ ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ ହେଉଛି ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ସେହିଭଳି କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କର ଅର୍ଥକୁ ମିଥ୍ୟା ବିଲ୍ କରି ବିପୁଳ!-->!-->!-->…
ସାପ କାମୁଡ଼ାରେ ଯୁବକ ଗୁରୁତର
ଚିକିଟୀ : କରବାଲୁଆ ସତ୍ୟନଗର ନିକଟ ଖେଳ ପଡ଼ିଆରେ କ୍ରିକେଟ ଖେଳ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ରେ ବୁଢ଼ାସାପ ଉପରେ ଗୋଡ଼ ପଡି ସୀମାଞ୍ଚଳ ବେହେରା ନାମକ ଯୁବକ (୨୩)ଆହତ ହୋଇଥିବା ଜଣାପଡିଛି।ଯୁବକ ଜଣକ କରବାଲୁଆ ନୂଆ ସାହି ସ୍ଥିତ ଲଡୁ ବେହେରାଙ୍କ ପୁଅ ବୋଲି ଜଣାପଡିଛି।ସୂଚନା!-->…
ସୁନ୍ଦରଗଡ଼ରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, (୧୮/୦୬) : ସୁନ୍ଦରଗଡ଼ ସହରରେ ଚଳିତ ରଥଯାତ୍ରା ନିମନ୍ତେ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଦର ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଏହି ବୈଠକରେ ରାଜବାଟି ରଥଯାତ୍ରା କମିଟି, ଭାଗବତ ମନ୍ଦିର,!-->…
ବାତ୍ୟା ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ହିଂଜିଳିକାଟୁ (୧୮ା୬) : ବର୍ଷା ଋତୁ ପୂର୍ବରୁ ସାମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହିଂଜିଳିକାଟୁ ବ୍ଳକ ପରିସରରେ ରବିବାର ଆୟୋଜିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ହିଂଜିଳିକାଟୁ ପୌର କାର୍ଯ୍ୟନିର୍ବାହୀ!-->…
କଛପଗତିରେ ନିର୍ମାଣଚାଲିଛି ଟିପିସର ନାଳ : ଆସ୍କା ସହରବାସୀ ଅସନ୍ତୋଷ
ଆସ୍କା (୧୭/୬) : ଆସ୍କାସହରର କେନ୍ଦ୍ରସ୍ଥଳି ରେ ଥିବା ଟିପିସର ନାଳ ର ପୁନରୁଦ୍ଧାର କାର୍ଯ୍ୟ ଜୁନ ମାସ ୨୪ ତାରିଖ ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏବେ କଛପ ଗତିରେ ଚାଲିଥିବା ଯୋଗୁଁ ସହର ବାସୀ ତଥା ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଆସ୍କା ସହର ଗଂଜାମ ଜିଲ୍ଲାର ଏକ ବ୍ୟବସାୟ ର!-->…
ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ
ମାଲକାନଗିରି (୧୮.୦୬) : ଜିଲ୍ଲା ପ୍ରଶାସନ ଏବଂ ଲୋକ ସେବକ ମଣ୍ଡଳ ତଥା ସମାଜ ପକ୍ଷରୁ ଆଜି ଜିଲ୍ଲାରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା!-->…
ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ସଚେତନ କରାଇବା ନେଇ ଟେବୁଲ ଟପ୍ ଅଭ୍ୟାସ ବୈଠକ
ମାଲକାନଗିରି (୧୮.୦୬) : ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ସମସ୍ତ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରାକପ୍ରସ୍ତୁତି ବିଷୟରେ ସର୍ବସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ଟେବୁଲ ଟପ୍ ଏକ୍ସର୍ସାଇଜ ସଦର ମହକୁମା, ୭ ଟି ବ୍ଲକ ଓ ୨ ଟି!-->…
ଦାବି ପୂରଣ ପ୍ରତିଶ୍ରୁତି ପରେ ଅମଲା ସଙ୍ଘ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧି଼ମାନଙ୍କୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଡାକରାରେ ସଙ୍ଗଠିତ ହୋଇଥିବା ଆନ୍ଦୋଲନର ପ୍ରତିଟି ଖବର ଗଣ ମାଧ୍ୟମ ଜରିଆରେ ପ୍ରଚାର ଓ!-->…
ଜି ୨୦ କୃଷି ମନ୍ତ୍ରୀ ମାନଙ୍କର ବୈଠକରେ ପ୍ରଶଂସିତ ହେଲା ସ୍ଵାଭିମାନ ଅଞ୍ଚଳର ହଳଦୀ
ସ୍ଵାଭିମାନ ହଳଦୀ କିଣିଲେ ସାତଟି ରାଷ୍ଟ୍ରର କୃଷି ମନ୍ତ୍ରୀ, ଜୈବିକ ହଳଦୀ ଗୁଣ୍ଡକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ
ମାଲକାନଗିରି (୧୮.୦୬) : ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଖୁସିର ବିଷୟ। ସ୍ଵାଭିମାନ ଅଞ୍ଚଳର ହଳଦୀ ଚାଷ ଦେଶ ବିଦେଶରେ ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର!-->!-->!-->…
ଦାବି ଜଣାଇବା ଲାଗି ବେଲଗୁଣ୍ଠା ବ୍ଲକ୍ ବରିଷ୍ଠ କଳାକାର ସଂଘର ସଜବାଜ
ଗୋବରା(ବେଲଗୁଣ୍ଠା)୧୮/୦୬ : ସ୍ଥାନୀୟ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପ୍ରାନ୍ତରରେ କଳା ଓ କଳାକାର ହିତୈଷୀ ମହାମଂଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ବ୍ଲକ୍ ଶାଖା' ପକ୍ଷରୁ କିଛି କଳାକାର ହିତୈଷୀ ଦାବି ନେଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ!-->…