Browsing Category

ଆଞ୍ଚଳିକ

କୁଆରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ଛାତିରେ ଲୁହାରଡ ପଶିଗଲା

କୁଆଁରମୁଣ୍ଡା : ରାଏବଗା ଥାନା ଅଣ୍ଡାଳି ପଂଚାୟତ ଅର୍ନ୍ତଗତ ମଝାପଡା ପତ୍ରାଟୋଲି ଗ୍ରାମର ଜନୈକ ଯୁବକ ମାରିୟାନୁସ ସୋରେନ (୩୬ ) ପିତା ଦେଓନିସ ସୋରେନ ଗତକିଛିଦିନ ହେଲା କୁଆଁରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି ସଂଧ୍ୟାରେ କାରଖାନାରେ କାର୍ଯ୍ୟରତ

ସାଙ୍ଗର ବେକକୁ ବ୍ଲେଡରେ କାଟିଲା ସାଙ୍ଗ

ଭଦ୍ରକ : ସାଙ୍ଗର ବେକକୁ ବ୍ଲେଡ କାଟିଲା ସାଙ୍ଗ | ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଭୈରବପୁର ସ୍ଥିତ ଗମେଇ ନଦୀ ପୋଲ ନିକଟରେ | ଗୁରୁତର ଯୁବକ ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କରିଛନ୍ତି | ଗୁରୁତର ଯୁବକ ବାଲିନଗର ଗ୍ରାମର ଗୟାଧର ମଲ୍ଲିକ

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗଲେ ବଣ୍ଡା ଜନଜାତି ଓ ଡିଡାଇ ଜନଜାତିର ୪୦ ଯୁବକ ଯୁବତୀ

ମାଲକାନଗିରି(୮।୬) : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗଲେ ଆଦିମ ଜନ ଜାତି ବଣ୍ଡା ଜନଜାତି ଓ ଡିଡାଇ ଜନଜାତିର ୪୦ଜଣ ଯୁବକ ଯୁବତୀ । ସୂଚନା ଅନୁଯାୟୀ ମାଲାକନଗିରି ଜିଲାର ୨୦ ଜଣ ବଣ୍ଡା ଯୁବକ ଯୁବତୀ ଓ ଡିଡାଇ ଜନଜାତିର ୨୦ ଯୁବକ ଯୁବତୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ

ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ

ମାଲକାନଗିରି (୦୮/୦୬) : ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାଣୀଧନ ମେଳା ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି 7 ଗ୍ରାମର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଗତ ଦୁଇଦିନଧରି ଅନୁଷ୍ଠିତ ହୋଇ ଯାଇଛି । ୦୭ ତାରିଖରେ ୧୦୦ ଗୋ ଛେଳି କୁକୁଡ଼ା ଚାଷୀ ଏବଂ ବୈଜ୍ଞାନିକ ସହ ଆଲୋଚନା ଚକ୍ରରେ ଅନେକ ସମସ୍ୟା

କାଶୀପୁରରେ ୫ ଟି ସଚିବ, କାଶୀପୁରରେ ହେବ ଡିଗ୍ରି କଲେଜ।ବୁଲିଦେଖିଲେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର…

କାଶିପୁର : ୫-ଟି ସଚିବ ଭି. କେ ପାଣ୍ଡିଆନ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। କାଶୀପୁରରେ ହେବ ଡିଗ୍ରୀ କଲେଜ । ଖୁବଶୀଘ୍ର ଖୁସିଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିବା ସହ ଏହି ବଡ଼

ଜିଲ୍ଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ…

ମାଲକାନଗିରି: ୮/୬/୨୩ : ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ରଥ ର ଶୁଭାରମ୍ଭ ହୋଇଛି। ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା

କରେଣ୍ଟ ଲାଗି ପ୍ଳାମ୍ଵର ମିସ୍ତ୍ରୀ ମୃତ…

ହିଞ୍ଜିଳିକାଟୁ ୭।୬ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ପ୍ଳାମ୍ଵର ମିସ୍ତ୍ରୀ ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରାହ୍ମଣଛାଇ ଗ୍ରାମର ଗୋଲା ରାଉତ ଙ୍କ ପୁଅ ସୁର୍ଯ୍ୟ ରାଉତ। ଘଟଣାରୁ ପ୍ରକାଶ ଯେ,ହିଞ୍ଜିଳି ଥାନା ଅନ୍ତର୍ଗତ

ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଙ୍କ ସୁନ୍ଦର ଗଡ ଗସ୍ତ
ଆରଜିଏଚ ଓ ଲାଠିକଟା ବ୍ଲକ କଲେ ପରିଦର୍ଶନ

ରାଉରକେଲା ୭/୬/୨୩: ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ମାନ୍ୟବର ଅଧ୍ଯକ୍ଷ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ସାହୁ

ଜିଲ୍ଲାସ୍ତରୀୟ ମୋ ଘର ପ୍ରଶିକ୍ଷଣ କର୍ମଶାଳା

ମାଲକାନଗିରି : ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ମୋ ଘର' ଯୋଜନା କରାଯାଇଛି । ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ 'ମୋ ଘର' ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା

ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଭା ଗୃହ ପରିସରରେ ବିଡିଓ ଶଶାଙ୍କ ଶେଖର ପାତ୍ରଙ୍କ ସଭାପତିତ୍ୱରେ ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷା ନିଶାବତୀ ମଲିକ, ଜିଲ୍ଲାପରିଷଦ