Browsing Category

ଆଞ୍ଚଳିକ

୫-ଟି ଅନ୍ତର୍ଗତ ୧୩ ଚିକିତ୍ସାଳୟର ରୂପରେଖ ବଦଳିବ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରୀତକରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ବ ଦେଇଛନ୍ତି । ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ବେଳକୁ ଯେମିତି ସମସ୍ତ ୧୩ ଗୋଟି ଚିକିତ୍ସାଳୟ

ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ସିଟ୍ ବୃଦ୍ଧି ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ଫୁଲବାଣୀ : ଚଳିତ ବର୍ଷ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ନାମ ଲେଖା ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥାଭାବ ହେଉ ବା ଆବଶ୍ୟକତାରୁ କମ୍ ନମ୍ବର ରଖିଥିବା ହେତୁ ମହାବିଦ୍ୟାଳୟରେ

ହିଂଜିଳିକାଟୁ ଡ଼ାକ୍ତରଖାନା ସଂପ୍ରସାରଣ ନିର୍ମାଣସ୍ଥଳରେ ପ୍ରତିନିଧି ଦଳଙ୍କ ପରିଦର୍ଶନ

ହିଂଜିଳିକାଟୁ,(୨୪ା୪) : ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣ ଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ ସଂପ୍ରସରଣ ଓ ଆଧୁନିକ ସୁବିଧା ନିମନ୍ତେ ଶୁକ୍ରବାର ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ଡ଼ାକ୍ତରଖାନା ପରିଦର୍ଶନ କରିଛନ୍ତି । ଏହି ପ୍ରତିନିଧି ଦଳରେ

ମୋ ଘର ଯୋଜନା-୨୦୨୩ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ଯାପନ ପାଇଁ ନିଜର ବାସଗୃହଟିଏ ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଆସୁଛନ୍ତି । ସମସ୍ତଙ୍କ ପାଇଁ ପକ୍କା ଘର-ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି । ୨୦୧୪-୧୫ ଆର୍ଥିକ ବର୍ଷରୁ ଏ

ବାଲିଶଙ୍କରା ବ୍ଲକରେ ମାଣ୍ଡିଆ ଅମଳ ଉତ୍ସବ ପାଳନ

ସୁନ୍ଦରଗଡ : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଚାଲୁଥିବା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ପୁଷ୍ଟିଶସ୍ୟର ବହୁଳ ବ୍ୟବହାର ତଥା ଘରେ ଘରେ ପ୍ରତ୍ୟକ ଖାଦ୍ୟଥାଳିରେ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରୟାସ କରାଯାଉଛି। ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ

ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ବାଲିଆଖଡା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଆମ୍ବ ଗଛରେ ଏକ ଝୁଲନ୍ତାମୃତଦେହ ଦେଖିବାକୁ ମିଳିଛି । ମୃତବ୍ୟକ୍ତି ଜଣକ ହେଉଛନ୍ତି ପଡାପାଡି ପଞ୍ଚାୟତଅନ୍ତର୍ଗତ କଂସାରିଗୁଡା ଗ୍ରାମର

ସାମ୍ୱାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ରଘୁନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ସାମ୍ବାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଏକାଦଶର ଅଧିନାୟକ

ଏନ ୱାଇ କେ ପକ୍ଷରୁ ମିଶନ ଲାଇଫ କାର୍ଯକ୍ରମ…

ଫୁଲବାଣୀ :ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳା ଶ୍ରମ ଫୁଲବାଣୀ ଠାରେ ମିଶନ ଲାଇଫ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ପ୍ରଫେସର ପ୍ରସନ୍ନ କୁମାର ବିଶୋଇ ଯୋଗ ଦେଇ ଥିବା ବେଳେ

ବୋନସ କାହାରି ଦୟା ନୁହେଁ ବୋନସ ଆମର ହକ: ସରୋଜ କର୍ଣ୍ଣ…

ଫୁଲବାଣୀ ୨/୬/୨୩: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତି ଙ୍କ ଆହ୍ଵାନ କ୍ରମେ ଆଜି ଫୁଲବାଣୀ ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରା କୋର୍ଟ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲପାଳଙ୍କୁ ଦାବୀ ପତ୍ର ପ୍ରଦାନ