Browsing Category

ଆଞ୍ଚଳିକ

ମାଲକାନଗିରି ଜିଲ୍ଲାରେ ନୂତନ ଏସଡିସି ଅଧକ୍ଷଙ୍କ ଦାୟିତ୍ଵ ଗ୍ରହଣ

ମାଲକାନଗିରି, ୨୦।୪ ମାଲକାନଗିରି ଜିଲ୍ଲାରେ ଆଜି ନୂତନ ଏସଡିସି ତଥା ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଗଙ୍ଗାଧର ସୋଡି। ତାଙ୍କ ସହ ଏସଡିସି ଉପଧକ୍ଷା ସାବିତ୍ରୀ ପଡିଆମୀ ମଧ୍ୟ ଦାୟିତ୍ଵ ଗ୍ରହଣ କରିଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ଏହି…

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ୨୦୨୬-୨୭

ଭଞ୍ଜନଗର, ୨୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଣାକୁନ୍ଦସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ 'କୃଷକ ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ…

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: କୋଟପାଡ଼ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ କୃଷକ ଦିବସ

କୋଟପାଡ଼ (ବସନ୍ତ ପେଗଡ଼): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋରାପୁଟ ଜିଲ୍ଲା କୋଟପାଡ଼ସ୍ଥିତ ସରକାରୀ କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ 'କୃଷକ ଦିବସ' ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା କୋରାପୁଟ ଜିଲ୍ଲା…

ଗଞ୍ଜାମରେ ୩ ଦିନ ପାଇଁ ସ୍କୁଲ ଛୁଟି : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି

ବ୍ରହ୍ମପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଆସନ୍ତା ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ…

ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା: ଶିକ୍ଷାଧିକାରୀଙ୍କ ନୀତିକୁ ନେଇ ଅଭିଭାବକଙ୍କ କ୍ଷୋଭ

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ରବିବାର…

ସମ୍ମିଳିତ ପ୍ରୟାସରେ ସଫଳ କୃଷି ଶୁଭାରମ୍ଭ : ବରଡ଼ିହି ଠାରେ ସେବକ ତରଫରୁ ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ସରଫଗଡ଼ ଗ୍ରାମ ପଞ୍ଚାୟତର ବରଡିହି ଗ୍ରାମରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ’ ପକ୍ଷରୁ ଏକ ସୁସଂଗଠିତ ଓ ଉତ୍ସାହଭରା ସମ୍ମିଳିତ କୃଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ…

ଓଡ଼ିଆ ଓ ବଙ୍ଗଳା ସାହିତ୍ୟର ସେତୁବନ୍ଧ: ଉମରକୋଟରେ ଦ୍ୱିଭାଷୀ ପତ୍ରିକା ‘ଦଣ୍ଡକ ସାଥୀ’ ଉନ୍ମୋଚିତ

ଉମରକୋଟ (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ୨ନଂ ବଡକୁମାରୀ ଗ୍ରାମଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଦ୍ୱିଭାଷୀ ସାହିତ୍ୟ ପତ୍ରିକା (ଓଡ଼ିଆ ଓ ବଙ୍ଗଳା) ‘ଦଣ୍ଡକ ସାଥୀ’ର ଉନ୍ମୋଚନ, କବି ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର…

କୂଅ ଭିତରୁ ଯୁବକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋୁକୋଣ୍ଡା ବ୍ଲକ ଅନ୍ତର୍ଗତ ମା ମାଉଳି ଛକ ନିକଟରେ ଥିବା ଏକ କୂଅ ଭିତରୁ ଜଣେ ଯୁବକକୁ ଅଗ୍ନିସମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ କୋରକୁଣ୍ଡା ଗ୍ରାମର କାହୁଁ ପୁଜାରୀ ନାମକ ଜଣେ ଯୁବକ ଗ୍ରାମ ଛକ ନିକଟରେ ଥିବା ଏକ କୂଅ ଉପରେ ବସିଥିବା…

ପୋଲସରାରେ ଭାଇକୁ ଅପହରଣ କରି ହତ୍ୟା କଲା ଭାଇ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରାରେ ଚାଞ୍ଚଲ୍ୟ ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା କରିଥିବା ଘଟଣା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ…

ଧରାକୋଟ ବ୍ଲକ ନନ୍ଦୀ ଘୋର ଠାରେ ବେଆଇନ ବାଲି ଘାଟ ଉପରେ ଗାଁ ଲୋକଙ୍କ ଚଢ଼ାଉ ବାଲି ମାଫିଆ ଗାଁ ଲୋକେ ମୁହାଁମୁହିଁ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦୀଘୋର ଠାରେ ଥିବା ବେଆଇନ ବାଲି ଘାଟ ଉପରେ ଆଜି ସନ୍ଧ୍ୟାରେ ଗାଁ ଲୋକେ ମେଳି ବାନ୍ଧି ଚଢ଼ାଉ କରିଛନ୍ତି। ଗାଁ ଲୋକଙ୍କ ସହ ବାଲି ମାଫିଆ ମାନଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଛି। ପୋଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝା ସୁଝା…