Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ମାଲକାନଗିରି ୦୮/୦୪ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ ବୈଠକ ପାଇଁ ଏକ ଦିବାସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜଳବାୟୁ ପରିବର୍ତ୍ତନ ସମ୍ୱନ୍ଧୀୟ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜବାହାର ନବୋଦୟ ବିଦ୍ୟାଳୟ ର!-->!-->!-->…
ଜାତୀୟପଞ୍ଚାୟତପୁରସ୍କାର୨୦୨୩ ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ
ହିଞ୍ଜିଳିକାଟୁ : ଦେଶରେ ଗଞ୍ଜାମ ଜିଲ୍ଲା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦେଶରେ ୬୬୧୨ ଵ୍ଳକ ମଧ୍ୟରୁ ହିଞ୍ଜିଳିକାଟୁ ବ୍ଲକ୍ ଶ୍ରେଷ୍ଠ ଘୋଷିତ ହୋଇଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ପଞ୍ଚାୟତ ପୁରଷ୍କାର ୨୦୨୩ ବିଜ୍ଞପ୍ତି ପ୍ରକାଶ!-->…
ବରିଷ୍ଠ ନାଗରିକଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ଦାବୀ
ବ୍ରହ୍ମପୁର : ବରିଷ୍ଠ ନାଗରିକ ଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗେଇ ଦେବା ଦାବୀ ରେ ଆଜି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ୫ ଦଫା ଦାବି ରେ ଆଗାମୀ ଏପ୍ରିଲ୨୫ ତାରିଖରେ ଡିଆରଏମ କାର୍ଯ୍ୟଳୟ ଘେରିବ ବରିଷ୍ଠ ନାଗରିକ ମଞ୍ଚ । ମଞ୍ଚ ସଭାପତି!-->…
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ବାସ୍ଥ୍ୟ ଦିବସ-୨୦୨୩ ପାଳିତ
ମାଲକାନଗିରି (୭।୪) : ଆଜି ହେଉଛି ବିଶ୍ଵ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩ ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.!-->…
ରାଜ୍ୟର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଫଳକ ବାଧ୍ୟତାମୂଳକ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର : ରାଜ୍ୟ ସରକାର ଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ରେ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ।ଅଧିନିୟମ୧୯୫୬ରେ ସରକାର ଆବଶ୍ୟକୀୟ ସଂଶୋଧନ କରିଛନ୍ତି।ଏଯାବତ ରାଜ୍ୟରେ ରହିଥିବା ୫୨ ହଜାର ପଞ୍ଜିକୃତ ପ୍ରତିଷ୍ଠାନ ମଧ୍ୟରୁ ୪୭ ହଜାର ଦୋକାନରେ!-->…
ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼ (୦୭.୦୬) : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ,ଭୋଜପୁର ଠାରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିରକୁ ମୁଖ୍ୟ!-->…
ରାଜ୍ୟ ସରକାରଙ୍କ ମାତ୍ର ୧୨ ଟଙ୍କା ଦୈନିକ ମଜୁରୀ ବୃଦ୍ଧି ଶ୍ରମିକ ସମାଜ ପ୍ରତି ଉପହାସ : ଟି.ୟୁ.ସି.ଆଇ
ଭୁବନେଶ୍ୱର, ୦୭/୦୪. ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ହୋଇ ହୋଇ ଚାଲିଥିବା ସମୟରେ ନବୀନ ସରକାରଙ୍କ ଗୁରୁ ଦାୟିତ୍ବ ଥିଲା ଯେ, ଶ୍ରମିକମାନଙ୍କ ଉପରୁ ଦରଦାମ୍ ବୃଦ୍ଧି କୁ ହାଲକା କରିବା ପାଇଁ ସମୟୋପଯୋଗୀ ଦୈନିକ ମଜୁରୀ ବୃଦ୍ଧି କରିବା ନବୀନ ସରକାରଙ୍କ ଏକ!-->…
ସହଯୋଗର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପାଙ୍କର ପାଖ୍ୟାଘାତ ରୋଗର ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି l ଏଭଳି ଦୁଖଃଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ!-->!-->!-->…
ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡିଗଲେ ଶାକିନାକା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା…
ହିଞ୍ଜିଳିକାଟୁ ୭।୪ ନିଜ ଘର ଆଗରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାଣିରେ ପହଁରିବା ବେଳେ ଆଉ ଫେରି ପାଳିଲେନି କୂଳକୁ । ଫଳରେ ପୋଖରୀ ପାଣିରେ ବୁଡିଯାଇ ମହାରାଷ୍ଟ୍ର ଶାକିନାକା ଜଗନ୍ନାଥ ମନ୍ଦିର ସଭାପତି ଙ୍କ ପ୍ରାଣହାନୀ ଘଟିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ରାଉଳ ସାହି!-->…
ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ” ପାଳିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ "ନାଦବ୍ରହ୍ମ" ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ!-->…