Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମହୁମାଛି ଆକ୍ରମଣରେ ୬ ଜଣ ଲହୁଲୁହାଣ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ୬ ଜଣଙ୍କ ମଧ୍ୟରୁ ୪ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଆଉ ଜଣେ ପିଅନ ଥିବା ଜଣା!-->…
ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳର ପ୍ରଥମ ବୈଠକ
ଫୁଲବାଣୀ : ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ କନ୍ଧମାଳର ପ୍ରଥମ ବୈଠକ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ମଲ୍ଲିକ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଲକ୍ଷ୍ୟ ଉଦ୍ଦେଶ୍ଯ ସମ୍ପର୍କରେ ବୁଝାଇ ଥିଲେ l ଉକ୍ତ ବୈଠରେ କନ୍ଧମାଳ ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉର୍ଣ୍ଣୟନ!-->…
ରାମନବମୀକୁ ନେଇ ରାଏବୋଗା ଥାନା ପରିସରରେ ଶାନ୍ତି କମିଟି ବୈଠକ…
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ପରିସରରେ ବୀରମିତ୍ରପୁର ପୋଲିସ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଏବୋଗା ଥାନା ଅଧିକାରୀ ସୁର୍ଯ୍ୟକାନ୍ତୀ ଦାସଙ୍କ ଉପସ୍ଥିତିରେ ରାମନବମୀ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳନ କରାଯିବ ତାକୁ ନେଇ ଏକ!-->…
ବୋହୂଙ୍କୁ ଶଶୁରଙ୍କ ବଳତ୍କାର ଉଦ୍ୟମ…
ହିଞ୍ଜିଳିକାଟୁ, ୨୯ା୩ : ମଦ ନିଶାରେ ଚୂର ହୋଇ ବୋହୂଙ୍କୁ ଶଶୁର ବଳତ୍କାର ଉଦ୍ୟମ କରିଥିବା ନେଇ ଗଂଜାମ ଜିଲା ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତ ରବିବାର ଦିନ ଘଟିଥିବା ବେଳେ ମଙ୍ଗଳବାର ଏଥି ନେଇ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ବୋହୂ ରହୁଥିବା ଘରେ ବଳପୂର୍ବକ ଶଶୁର ମଦ!-->…
ଗଞ୍ଜାମ ଓକିଲ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…
ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ସଙ୍ଘ ସଭାପତି କପିଳେଶ୍ୱର ପଟ୍ଟନାୟକ, ଉପସଭାପତି ପ୍ରକାଶ ଦାସ, ସମ୍ପାଦକ ସୁଶୀଲ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦୁର୍ଗା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ନବ!-->…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨୪ତମ ସମାବର୍ତ୍ତନ ଉତ୍ସବ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଗୀତାଞ୍ଜଳୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଓଡିଶା ରାଜ୍ୟପାଳ ଗଣେଶି ଲାଲ ଯୋଗଦେଇ ସମାଵର୍ତନ ଉତ୍ସବ ଶୁଭାରମ୍ଭ କରିବା ସହିତ ସଭକାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଓଡିଶା ମାନବ ଅଧିକାର କମିଶନ ଅଧକ୍ଷ!-->…
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମରେ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଜଣେ 17 ବର୍ଷିଆ ଶାରିରୀକ ଅକ୍ଷମ ନାବାଳିକାର ଦୁଷ୍କର୍ମ ଉଦ୍ୟମ ମାମଲା ର ୧୨ଜଣ ସାକ୍ଷୀ ବୟାନ ଆଧାର ରେ ଵିଚାର କରି ବଶିଷ୍ଠ ଦିଗାଲ ୩୫ ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ!-->!-->!-->…
ତେନ୍ତୁଳିଖୁଣ୍ଟି ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକଠାରେ ସହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦିବସ ସହ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗୃପର ୩ୟ ଜନ୍ମ ଜୟନ୍ତୀ ପାଳନ କରା ଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ପ୍ରଥମେ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି!-->…
ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ପାଳିତ…
ବ୍ରହ୍ମପୁର : ଆଜି ସକାଳ ୮ ଘଣ୍ଟା ରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ୮୧ତମ ସହିଦ ଦିବସ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ମଣ୍ଡଳ କାରାଗାର ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ,!-->!-->!-->…
ବିପଦର ବନ୍ଧୁ ସାଜିଲେ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ରାଜ କୁମାର ବେହେରା ଏବଂ ପରାମର୍ଶ ଦାତା ତଥା ସାମ୍ବାଦିକ କୁନା ଦିଗାଲ ଙ୍କ ବାପାଙ୍କର ଗତ ୧୯ ତାରିଖ ଦିନ ଅକାଳ ବିୟୋଗ ହୋଇଥିଲା। ଆଜି ତାଙ୍କର ଦଶାହ କାର୍ଯ୍ୟରେ ମାନବାଧିକାର ମିସନ କର୍ମକର୍ତ୍ତା ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ!-->…