Browsing Category

ଆଞ୍ଚଳିକ

ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ସମ୍ବିଧାନ ଆମକୁ ସମସ୍ତ ପ୍ରକାର ସ୍ବାଧୀନତା ଓ ସମତା ପ୍ରଦାନ କରିଛିଅସମାନତା ଦୂର କରି ଏକ ସୁନ୍ଦର ଓ ସମତାପୂର୍ଣ୍ଣ ଦେଶ ଗଢିବା ପାଇଁ ଯୁବପିଢିଙ୍କୁ ଆହ୍ବାନଛତ୍ରପୁର : ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା, ସାମାଜିକ ସମାନତା ଓ ନ୍ୟାୟର ସଂଗ୍ରାମୀ, ଅବହେଳିତଙ୍କ ଅଧିକାରର ସ୍ବର, ଶିକ୍ଷାର…

ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି

ବାଲିଗୁଡା : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା…

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ବାଲିଗୁଡା,ତା, ୧୪/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା ' ପାଟଖଣ୍ଡା ମନ୍ଦିର ପରିସରରେ ଥିବା,…

ବ୍ଲକ ପ୍ରଶାସନର ଚଢ଼ାଉ : ୪୫ ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅନ୍ତର୍ଗତ ପାଇକେରା ସାହି ଏବଂ ବେଙ୍ଗେଇ ସାହିରେ ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ୪୩ ଘରୋଇ ସିଲିଣ୍ଡର ସହିତ ୨ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ବେଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା…

ଚୋରା ଚାଲାଣ ବେଳେ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଜବତ

ନୟାଗଡ଼:ନୟାଗଡ଼ ଜିଲ୍ଲା କୋମଣ୍ଡ ରାଜସ୍ବ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଓଡ଼ଗାଁ ପୋଲିସ ମାଙ୍କଡ଼ା ପଥର ସହିତ ଗାଡ଼ିକୁ ଜବତ କରିଛି ।ବିଶେଷ ସୂତ୍ରରୁ ଖବର ପାଇ ଭୋର ପ୍ରାୟ ୩-୪ ଟା ମଧ୍ୟରେ ଓଡ଼ଗାଁ ପୋଲିସ କୋମଣ୍ଡ ଠାରୁ ଓଡ଼ି ୨୫ ଏମ ୪୫୪୯ ନମ୍ବର ବିଶିଷ୍ଟ ଟ୍ରାକ୍ଟର…

ଯୁବପିଢ଼ିଙ୍କୁ ଆମ୍ବେଦକରଙ୍କ ପୁସ୍ତକ ପଢିବାକୁ ଆହ୍ୱାନ ଦେଲେ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ,କୋରାପୁଟ ବିଧାୟକ ରଘୁରାମ ମାଛ,ଜିଲ୍ଲା ପରିଷଦ…

ବାଇକ୍ ଦୁର୍ଘଟଣାରେ ଜଣେ ମୃତ: ଗୋଟିଏ ସ୍ଥାନରେ ବାରମ୍ବାର ଘଟୁଛି ଦୁର୍ଘଟଣା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଗୋପାଳ ପ୍ରସାଦ ବୁଲାଣି ଠାରେ ପୁଣି ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଆଉ ଗୋଟିଏ ମୂଲ୍ୟବାନ ଜୀବନ ଚାଲି ଯାଇଛି । ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ଚୁପ୍ ବସିଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଲକ ରାଜିଙ୍ଗି ଗ୍ରାମର…

ସିଜିମାଳି ଆନ୍ଦୋଳନକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ଗଣଧାରଣା

ଖଣି ଖନନକୁ ତୁରନ୍ତ ବାତିଲ ଦାବି ବ୍ରହ୍ମପୁର : ବିଜେପି ସରକାରର କମ୍ପାନୀ ପ୍ରୀତି ନୀତିକୁ କାର୍ଯ୍ୟକାରୀ ପାଇଁ ନିରୀହ ଆଦିବାସି, ଦଳିତଙ୍କ ଉପରେ ଅମାନବୀୟ ଲାଠି ପ୍ରହାର ଓ ମିଥ୍ୟା କେସ ରେ ଗିରଫ ବିରୁଦ୍ଧରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ପାଳନ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ଛତ୍ରପୁର : ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଧ୍ୟ ଇଂରାଜୀ…

ମାଲକାନଗିରି ଜିଲ୍ଲାକୋର୍ଟ କୁ ଇ-ମେଲ୍ ଦ୍ବାରା ବୋମା ଧମକ ପରେ ବନ୍ଦ ହେଲା ଜିଲ୍ଲା କୋର୍ଟ

ମାଲକାନଗିରି : ଏକ ଅଜ୍ଞାତ ଇ-ମେଲ୍ ଜରିଆରେ ମାଲକାନଗିରି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମାଲକାନଗିରି ଜିଲ୍ଲାକୋର୍ଟ ପରିସରରେ ଆଜି ଦେଖିବାକୁ ମିଳିଛି ବୋମା ଆତଙ୍କ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ…