Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୀର୍ଘ ଦୁଇମାସ ଶ୍ରମ ପରେ ଵି ମିଳିଲାନି ପାଉଣା, ଶ୍ରମ ଅଧିକାରୀ ଓ ଆରକ୍ଷୀ ଅଧିକାରୀ ଦ୍ୱାରସ୍ଥ ହେଲେ…
ମାଲକାନଗିରି, ୨୭।୩ : ଦାଦନ ପାଇଁ ବାହାର ରାଜ୍ୟକୁ ଯାଇ ଦୁଇମାସ ଖଟିବା ପରେ ମଧ୍ୟ ମିଳିଲାନି ପ୍ରାପ୍ୟ, ଅଖିଆ ଅପିଆ ଫେରିଲେ ଅନେକ ଯୁବକ ଯୁବତୀ ଓ ନାବାଳକ ଶ୍ରମିକ । ନ୍ୟାୟ ଆସାରେ ହେଲେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚାଲାଣଗୁଡା!-->…
ଵିଜୟ ନାୟକଙ୍କୁ ପୁନର୍ବାର ମିଳିଲା କନ୍ଧମାଳର ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ
ଫୁଲବାଣୀ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୁନର୍ବାର ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି l ବିଜୁ ଜନତା ଦଳ ପକ୍ଷରୁ କନ୍ଧମାଳ ଜିଲ୍ଲା ପ୍ରତି ଥିବା ତାଙ୍କର!-->…
ବିଶ୍ୱ ନାଟକ ଦିବସ ଅବସରରେ କଳାକାରଙ୍କ ଶୋଭାଯାତ୍ରା
ବ୍ରହ୍ମପୁର : ୨୩ମାର୍ଚ୍ଚ ବିଶ୍ୱ ନାଟକ ଦିବସ ଅବସରରେ ସଂସ୍କୃତି ଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ କଳାକାର ଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ରାଲି ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶେଷରେ ଗଞ୍ଜାମ କଳା ପରିଷଦ ଠାରେ!-->…
ନାବାର୍ଡ ଓ ସେବକର ମିଳିତ ଆନୁକୁଲ୍ୟରେ ଗ୍ରାମୀଣ ବଜାରର ଶୁଭ ଉଦଘାଟନ
ସୁନ୍ଦରଗଡ଼/ ରାଉରକେଲା : ସ୍ୱେଚ୍ଛାସେବୀ ସଂସ୍ଥା ସେବକ, ସୁନ୍ଦରଗଡ଼ ଓ ନାବାର୍ଡ ସହାୟତାରେ ରାଉରକେଲାର ଗଜପତି ମାର୍କେଟ ଆମବଗାନ ଦୋକାନ ନଂ.୯୪,୯୫ ଠାରେ ଏକ ରୁରାଲ ମାର୍ଟ/ ଗ୍ରାମୀଣ ବଜାରର ଶୁଭ ଉଦଘାଟନ ହୋଇ ଯାଇଛି । ଏହାକୁ ଡ଼ିଡ଼ିଏମ ନାବାର୍ଡ ସୁନ୍ଦରଗଡ଼ ଶ୍ରୀଯୁକ୍ତ ତାପସ ବେହେରା ଉଦଘାଟନ!-->…
ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି…
ବ୍ରହ୍ମପୁର : ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମାସିକ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ଗଞ୍ଜାମ ଜିଲ୍ଲା ପିଡ଼ି ଡିଆର ଡିଏ ଭି. କୀର୍ତ୍ତି ଭାସନ ଯୋଗଦେଇ ୬୪ ଗୋଟି ମାମାଳା ର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୬୨ ଗୋଟି ଵ୍ୟଵକ୍ତିଗତ ରହିଥିବା ବେଳେ, ଦୁଇଟି ଗ୍ରାମଉପକଣ୍ଠ ସମ୍ବନ୍ଧୀୟ ସମସ୍ୟା!-->…
ଅସହାୟ ବିଧବା ନା ପାଉଛନ୍ତି ବିଧବା ଭତ୍ତା ନା ପାଇଛନ୍ତି ଆବାସ ଯୋଜନାରେ ଖଣ୍ଡେ ଘର…
ପ୍ରଶାସନ କେବଳ ତେଲିଆ ମୁଣ୍ଡରେ ତେଲ ମାରି ଚାଲିଛି
ଦାରିଙ୍ଗବାଡ଼ି(୨୭/୦୩) : ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅଧିନସ୍ତ ଗୋବରକୁଟୀ ଗ୍ରାମର ଜଣେ ନିଃସହାୟ ଆଦିବାସୀ ବିଧବା ମହିଳା ନାମ ତାଙ୍କ କୁମାରୀ ମାଝୀ। ଗତ ୨୦୨୧ ସାଲରେର ତାଙ୍କ ସ୍ଵାମୀ ସୁନାପୁର ମାଝୀଙ୍କ!-->!-->!-->…
ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସମବାୟ ସମିତି ପରିସର ରେ ବାଲିଗୁଡା ସମବାୟ ସମିତି ସମୁହର ତିନୋଟି ପଞ୍ଚାୟତ ରେବିଙ୍ଗିଆ,ବାରଖମା,ସୁଡ୍ରାର ମହିଳା/ପୁରୁଷ ଓ ଚାଷୀ ସମୁହ କୁ ନେଇ ସମବାୟ ବ୍ୟାଙ୍କ ସେବା ଓ କୃଷିଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି।!-->…
ବିଶ୍ଵ ନାଟ୍ୟ ଦିବସ କଳାକାରଙ୍କ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର (୨୭/୦୩) : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସମ୍ମିଳନୀ କକ୍ଷ ଠାରେ 'ବିଶ୍ଵ ନାଟ୍ୟ ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ!-->…
ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ଛତ୍ରପୁର : ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ମହା ସମାରୋହରେ ପାଳନ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ!-->…
ରାମସା-ଗୋପାଳଗୁଡାର କୌପିନଧାରୀ ମହିମା ମଣ୍ଡଳୀର ଆମ ନୁଆଁଖିଆ ପର୍ବ ପାଳିତ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଳିଆ ପଂଚାୟତ ଅନ୍ତର୍ଗତ ଗୋପାଳଗୁଡା ଗ୍ରାମ ସ୍ଥିତ ମହିମାଟୁଙ୍ଗି ଠାରେ ଆଜି ରାମସା -ଗୋପାଳଗୁଡ଼ାର କୌପିନଧାରୀ ଭକ୍ତ ମାନଙ୍କ ଦ୍ୱାରା ଆମ ନୁଆଁଖିଆ ପର୍ବ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବ୍ରହ୍ମ ଅବଧୂତ ପୀତବାସ ବାବା, ବ୍ରହ୍ମ ଅବଧୂତ!-->…