Browsing Category

ଆଞ୍ଚଳିକ

ସର୍ବଭାରତୀୟସ୍ତରରେ ଜାତୀୟ କଂଗ୍ରେସ ପଦବୀରେ ସୁଶ୍ରୀ ହରବତୀ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ସୁଶ୍ରୀ ହରବତୀ ଗଣ୍ଡ ଙ୍କୁ ମଙ୍ଗଳବାର ଦିନ ସର୍ବ ଭାରତୀୟ ସ୍ତରରେ ଜାତୀୟ କଂଗ୍ରେସର ପଦବୀରେ ପଦ ଅଳଙ୍କୃତ କରିବା ପାଇଁ ମନୋନୀତ ହୋଇଛନ୍ତି | ତାଙ୍କୁ ଏହି ପଦବୀ ମିଳିଥିବାରୁ ତାଙ୍କର ସମର୍ଥକମାନଙ୍କ ଭିତରେ ଖୁସିର ବାତାବରଣ ସହ ଆନନ୍ଦ…

ଠାକୁରାଣୀ ଯାତ୍ରା ଲାଗି ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର : ଆସନ୍ତା ମାସ ଏପ୍ରିଲ ୪ ତାରିଖ ରେ ବ୍ରହ୍ମପୁରର ବିଶ୍ବ ପ୍ରସିଦ୍ଧ ଦ୍ବିବାର୍ଷିକ ମା ବୁଢୀ ସାମନ୍ତାଣୀ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ପ୍ରତି ଦୁଇ ବର୍ଷ କୁ ଥରେ ଅନୁଷ୍ଠିତ ଏହି ଯାତ୍ରା ମା ଙ୍କ ବାପଘର ସ୍ଥାନୀୟ ଦେଶୀ ବେହେରା ସାହିକୁ ଆସିବେ। ଏଥି ନିମନ୍ତେ ଅସ୍ଥାୟୀ…

ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଉପଜିଲ୍ଲାପାଳ ଆଶୁତୋଷ କୁଳକରଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଯାତ୍ର ପରିଚାଳନା ମୁଖ୍ୟ ପି. ଦୁର୍ଗା ପ୍ରସାଦ ଦେଶିବେହେରା ଓ କମିଟି ସଭ୍ୟ ମାନେ ଅଂଶଗ୍ରହଣ କରିଥିଲେ।ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ…

ବାଇକକୁ ଧକ୍କା ଦେଲା କାର : ଜଣେ ମୃତ

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।ଏକ ବୁଲେଟ କୁ ଏକ ଡଷ୍ଟର କାର ଦେବା ଫୋଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ମାଇକଞ୍ଚ ପଞ୍ଚାୟତଅନ୍ତର୍ଗତ ପାଇକକୁପାଖାଲ ଗ୍ରାମର ଲକ୍ଷ୍ମଣ…

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ…

ସୁନ୍ଦରଗଡ଼: ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉଦଘାଟିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୋଷଣ ପକ୍ଷ କୁ ଉଦଘାଟନ କରିଥିଲେ Iଏହି ପୋଷଣ ପକ୍ଷ ଚଳିତ ମାର୍ଚ୍ଚ ମାସ 20 ତାରିଖ ରୁ ଆରମ୍ଭ ହୋଇ ଏପ୍ରିଲ…

ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ…

ହିଞ୍ଜିଳିକାଟୁ (୨୨।୩) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୁଲିସ୍‌ ଥାନା ଅଧୀନ ବଳରାମ ସାହୁ (୨୧)କୁ ଗିରଫ କରିଛି। ପୁଲିସ୍ ନାବାଳିକାର ଡାକ୍ତରୀମାଇନା କରାଇବା ସହ ଏନେଇ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।। ତେବେ ନାବାଳିକାଙ୍କୁ…

ପତ୍ନୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା…

ସୁନ୍ଦରଗଡ଼/ସବ୍‌ଡେଗା : ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାତଜନ୍ମ ପର୍ଯ୍ୟନ୍ତ ସାଥୀ କରି ରଖିବା ପ୍ରତିଜ୍ଞା ଭାସି ଯାଇଛି ପାରିବାରିକ ଅଶାନ୍ତିରେ।ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କରିଥିଲେ…

ବିଶ୍ଵ ବନଦିବସ : ଜିଲ୍ଲାସ୍ତରରେ ବଇଦପାଲି, ରାଜ୍ୟସ୍ତରରେ କୁଳିପୋଷ ଓ ଵଣାଇଁ ପୁରସ୍କୃତ

ସୁନ୍ଦରଗଡ଼ /ଵଣାଇଁଗଡ : ସାରା ବିଶ୍ବରେ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ଵନମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି…

ଦାରିଙ୍ଗବାଡି ଶିଶୁମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳନ

ଦାରିଙ୍ଗବାଡି,୨୨/୩ : ଦାରିଙ୍ଗବାଡି ଶିଶୁ ମନ୍ଦିରରେ ଠାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି। କୁନି କୁନି ଶିଶୁ ମାନେ ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇ ଏହି ରାଷ୍ଟ୍ରୀୟ ନବବର୍ଷକୁ ପାଳନ କରିଥିଲେ । ଶିଶୁ ମନ୍ଦିରରେ ପୂଜା ପାଠ ହେବା ସହ କୁନି କୁନି ପିଲା ମାନେ ଭିନ୍ନ ଭିନ୍ନ ବେଶରେ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ୩ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି,୨୨/୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଭାରତୀୟ ସମ୍ବିଧାନର ମୋୖଳିକ ଅଧିକାର ଧାରା ୨୧ ପ୍ରାବଧାନ ଅନୁସାରେ ସର୍ବନିମ୍ନ ଆବଶ୍ୟକତା ଯଥା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କୁ…