Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମଣ୍ଡଳ କାରାଗାର ଅନ୍ତେବାସୀଙ୍କ କୃତିତ୍ୱ…
ବ୍ରହ୍ମପୁର : ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରରେ କିଏ ହତ୍ୟା ଅଭିଯୋଗରେ ତ କିଏ ଆକ୍ରମଣ ଅଭିଯୋଗରେ ଜେଲ୍ରେ ବର୍ଷ ବର୍ଷ ହେଲା!-->…
ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ତାର ବୟାଳିଶତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳା ରୌପ୍ୟ ଜୟନ୍ତୀ ଅବସରରେ ବନକୁସୁମ ପ୍ରତିଷ୍ଠାନ, ବ୍ରହ୍ମପୁର ସୌଜନ୍ୟରେ ଶିଶୁ କିଶୋର କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳର ବିଶିଷ୍ଠ କବିଙ୍କ ସହ ଶିଶୁ କବିମାନେ ସ୍ୱରଚିତ!-->…
ଜିଲାସ୍ତରରେ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ପୁରସ୍କୃତ
ଦାରିଙ୍ଗବାଡ଼ି, ୧୧/୦୩ : ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଅଟେ। ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହି ବ୍ଲକର ୨୫ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବୁଡ଼ାଗୁଡା ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରୁସ୍କାର ମିଳିଛି। ଜିଲା ସ୍ତରୀୟ!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ବିଶ୍ୱ ମହିଳା ଦିବସ ର ଉଦଯାପନୀ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି ଜିଲ୍ଲା ପରିଷଦ!-->…
ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡ୍ରେସ କୋଡ଼ ବର୍ଜ୍ଜନ ସହ କଳା ବ୍ୟାଜ ପିନ୍ଧି ପ୍ରତିବାଦ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଜୁନିଅର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତିନି ଦଫା ଦାବି ନେଇ ଗତ ୧୦ ତାରିଖ ଦିନ ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ବିଭାଗକୁ ଏକ ଦାବି!-->…
ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ…
ଫୁଲବାଣୀ : ବିଗତ ଦିନରେ ରାଜ୍ୟ ସରକାର ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ତା ୦୬/୦୩/୨୩ ରିଖ ଠାରୁ ପୁଣିଥରେ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବାକୁ ଆଜି କନ୍ଧମାଳ ର ସମସ୍ତ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
ମାଟ୍ରିକ ପରୀକ୍ଷା : ପ୍ରଥମ ଦିବସରେ ୩୬ ପରୀକ୍ଷାର୍ଥୀ ଅନୁପସ୍ଥିତ
ହିଞ୍ଜିଳିକାଟୁ, ୧୦ା୩ : ଓଡିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସମେଟିଭ୍ ଏସେସମେଣ୍ଟ-୨ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ମାତୃଭାଷା ଓଡିଆ ବିଷୟ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଜଣାପଡିଛି । ହିଞ୍ଜିଳିକାଟୁ!-->!-->!-->…
ବ୍ଲକ କଂଗ୍ରେସର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଦାରିଙ୍ଗବାଡ଼ି,୧୦/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମା ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦା ମଲିକ ଙ୍କ!-->…
ମର୍ଣିଙ୍ଗ କ୍ରିକେଟ କ୍ଳବର ପଞ୍ଚଵାର୍ଷିକି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିସରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଗୋଟି ବଛା ବଛା ଦଳ ଭାଗ ନେଵେ। ଶୁକ୍ରବାର ସନ୍ଧ୍ୟାରେ ଦିବାରାତ୍ର!-->…
ପୂର୍ବତନ ବାୟୁସେନା କର୍ମଚାରୀଙ୍କ ଦେହାନ୍ତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପୂର୍ବତନ ବାୟୁସେନା କର୍ମଚାରୀ ତଥା ରାଜ୍ୟ ଦୁଃସାହସିକ ସଂଘ, ଓଡ଼ିଶାର କମାଣ୍ଡେଣ୍ଟ ତଥା ଆଇନଜିବୀ ଦୀପକ ରଥଙ୍କ ପିତା ସ୍ଵର୍ଗତ ଭଗବାନ ରଥଙ୍କ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି l ସେ ଜଣେ ଧର୍ମ ପରାୟଣ, ଦୟାବାନ,ମେଳାପି, ମିଷ୍ଟଭାଷୀ ବ୍ୟକ୍ତି ଥିଲେ l!-->…