Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଉଦ୍ଯାପିତ…
ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ତଥା ବୃହତ୍ତମ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର!-->…
କେବେ ବିକାଶ ଦେଖିବ ତୋହରା ପଞ୍ଚାୟତ… ?
ଉମରକୋଟ : ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, କିନ୍ତୁ କେତେଦୂର କାର୍ଯକାରୀ ହେଉଛି ସେଗୁରିକ ତଦାରଖ କରିବାର ଅଭାବ ରହି ଯାଉଛି ସରକାରଙ୍କର | ଏହାର ଏକ ଉଦାହରଣ ହେଲା ତୋହରା ପଞ୍ଚାୟତ | ଉମରକୋଟ ବ୍ଲକଅନ୍ତର୍ଗତ ତୋହରା ପଞ୍ଚାୟତ ଘୋଷଣା ହେବାର ଦୀର୍ଘ ସାତ ବର୍ଷ ହୋଇଗଲାଣି, କିନ୍ତୁ ଏ!-->…
ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ମେଳା…
ଛତ୍ରପୁର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ପାଳନ ଦିବସ ମାର୍ଚ୍ଚ ୫ ତାରିଖ ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏ ସମ୍ପର୍କରେ ଜିଲ୍ଲା!-->…
ବାଇକ୍ରେ ପ୍ରେମିକଙ୍କ ସହ ଯାଉଥିଲେ : ବାଟରେ ଘଟିଲା ଦୁର୍ଘଟଣା
ବ୍ରହ୍ମପୁର : ବାଇକରେ ପ୍ରେମିକ ପ୍ରେମିକା ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି | ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଯୁବତୀଙ୍କ ଏମ୍କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଥାନା ଅଞ୍ଚଳର ପୁଷ୍ପିତା ମହାରଣା(୨୦)।
ପୁଷ୍ପିତା ତାଙ୍କ!-->!-->!-->!-->!-->…
ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ…
ବ୍ରହ୍ମପୁର : ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି. ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ କମାପଲ୍ଲୀ ଛକ ନିକଟରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅର୍. ଡି. ସି., ବ୍ରହ୍ମପୁରଙ୍କ ଜରିଆରେ!-->…
ବାଣେଶ୍ୱର ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରସ୍ତୁତି ବୈଠକ…
ବଣାଇଁଗଡ : ଵଣାଇଁ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୦୭ ତାରିଖ ପବିତ୍ର ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିବର୍ଷ ଏଠାରେ ଦୋଳ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଉତ୍ସବ!-->…
କୈବଲ୍ୟ ରତ୍ନବେଦୀ ସମ୍ମାନ
ଚିକିଟୀ : ବାହୁଦା ସାହିତ୍ୟ ସଂସଦର ସମ୍ପାଦିକା ସଂହିତା ମହାନ୍ତି ଙ୍କୁ କୈବଲ୍ୟ ସାହିତ୍ୟ ସଂସଦ, କଟକ ଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଓ କିମ୍ବଦନ୍ତୀ କଥନ -୨୦୨୩ ତରଫରୁ କୈବଲ୍ୟ ରତ୍ନବେଦୀ ସମ୍ମାନ ରେ ସମ୍ମାନୀତ କରାଯାଇଛି l କୈବଲ୍ଯ ସାହିତ୍ୟ ସଂସଦ,କଟକ ର!-->…
ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ଅନୁଷ୍ଠିତ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ କଳବାଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳା ସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଅଭିଭାବକ ଦିବସ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଲି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ!-->…
ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା
ଦାରିଙ୍ଗବାଡି, ୦୨/୦୩ : ଦାରିଙ୍ଗବାଡି ବ୍ଲକଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁ ପାଷ୍ଟରେଟରେ ୬୨ତମ ଗସିସଭା ପାଳନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉତ୍ତର ମଣ୍ଡଳୀର ମଡ଼େଟର ବିଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଗୁଜୁରାଟ ଡାଇସେସର ବିଷପ ସିଲଭାନସ!-->…
ନିଶାମୁକ୍ତ ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ
ମାଲକାନଗିରି (୦୨/୦୩) : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ସ୍ବେଚ୍ଛାସେବୀମାନଙ୍କୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ!-->…