Browsing Category

ଆଞ୍ଚଳିକ

ପୋଲିସ୍ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

ବ୍ରହ୍ମପୁର : ଆଜି ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଛକ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପୋଲିସ୍ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଗତକାଲି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ତରଫରୁ ବିଧାନସଭା ଘେରାଉ…

ମାନସିକ ବିକାରଗ୍ରସ୍ତ ବିଧବା ମହିଳା ଓ ତାଙ୍କର ଶିଶୁପୁତ୍ରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଥଇଥାନ

ସୁନ୍ଦରଗଡ଼ (୦୧/୦୩) : ଗତ ୨୭ ଫେବୃଆରୀ ତାରିଖ, ସୋମବାର ଦିନ ସୋନପୁର ଜିଲ୍ଲା ନିବାସୀ ଗୀତା ଭୁକ୍ତାଙ୍କ ଆବେଦନ କ୍ରମେ ତାଙ୍କର ମାନସିକ ବିକାରଗ୍ରସ୍ତ ଭଉଣୀ ଓ ତାଙ୍କ ଶିଶୁପୁତ୍ରକୁ ଯଥାକ୍ରମେ ସ୍ଥାନୀୟ ଆସ୍ଥା ଗୃହ ଏବଂ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ପ୍ରାପ୍ତ ସୂଚନା…

ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ ଶିବିର

ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବୁଧବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ଶିକ୍ଷକମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ…

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଗଠନ ତରଫରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଏକ୍ସ ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ | ରାଜ୍ୟ…

ମା’ ଛେଉଣ୍ଡ ୩ପିଲା ଭିକ୍ଷା ବୃତ୍ତିକରି ଆଣୁଥିଲେ ଟଙ୍କା, ମଦ ପିଉଥିଲେ ବାପା…

ବ୍ରହ୍ମପୁର : ମା’ ଛେଉଣ୍ଡ ୩ ପିଲାଙ୍କୁ ଭିକ୍ଷା ବୃଦ୍ଧିରେ ଲଗାଇ ସେହି ଟଙ୍କାରେ ମଦ ପିଉଛନ୍ତି ବାପା। କିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା କୋଦଳା ଥାନା କୋଦଳା ଏନ୍‌ଏସି ଅଞ୍ଚଳରେ। ପ୍ରଶାସନ ହସ୍ତକ୍ଷେପ କରି ୩ ଛୁଆଙ୍କୁ ଉଦ୍ଧାର କରିଛି ।ସୂଚନାଯୋଗ୍ୟ, ରଞ୍ଜନ ରଣାଙ୍କ…

ଦଖଲ ଘର ଓ ଜମିର ପଟ୍ଟା ଗ୍ରାମବାସୀଙ୍କ ନାମରେ କରିବା ଦାବୀ ନେଇ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର…

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡପୁଟି ଗ୍ରାମରେ ଦଖଲ ଘର ଓ ଜମିର ପଟ୍ଟା ଗ୍ରାମବାସୀଙ୍କ ନାମରେ କରିବା ଦାବୀ ନେଇ ବୁଧବାର ଅଖିଳ ଉତ୍କଳ ଅଗ୍ନିକୂଳ କ୍ଷତ୍ରିୟ ସଂଘ , ବଡପୁଟି ଗ୍ରାମ କୂଳ ସଂଘ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ…

ଆରମ୍ଭ ହେଲା +୨ ବାର୍ଷିକ ପରୀକ୍ଷା : ଦକ୍ଷିଣାଞ୍ଚଳରେ ୭୨, ୫୭୨ ପରୀକ୍ଷାର୍ଥୀ…

ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨୦୨୩ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଛି l ପୂର୍ବାହ୍ଣ ୧୦ଟାରେ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ପ୍ରଥମ ସିଟିଂରେ ସରୁଥିବା ରାଜ୍ୟର…

ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ : ଆଗକୁ ଗ୍ରୀଷ୍ମ ଋତୁ…

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନିବିଲି ବୃହତ୍‌ ପ୍ରକଳ୍ପ ନିମନ୍ତେ ନୂତନ ପଦକ୍ଷେପ ନିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ହୋଇ ନ ଥିବା ବେଳେ ସହରରେ…

ସରକାରୀ ସହାୟତାରୁ ବଞ୍ଚିତ ନୀରାଶ୍ରୟା…

ଦାରିଙ୍ଗବାଡ଼ି,୦୧/୦୩ : ସରକାର ଅସହାୟ, ବୃଦ୍ଧା, ବିଧବା ଙ୍କ ସୁବିଧା କରିବାକୁ ଯାଇ ବିଭିନ୍ନ ଯୋଜନା ମାନ କରି ଛନ୍ତି ସତ ହେଲେ ସରକାରୀ ବାବୁ ମାନଙ୍କ ଖାମଖିଆଲ ମନ ଭାବରୁ ବହୁ ଯୋଜନା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରି ଗ୍ରାମର ବିଧବା ମା…

ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୌନ୍ଦର୍ଯ୍ୟକରଣ ଲାଗି କୋରାପୁଟ ଜିଲ୍ଲାପାଳଙ୍କ ଭିତ୍ତିଭୂମି…

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲାପାଳ ଅବୁଦୁଲ ଅବତାର ଆଜି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଭିତ୍ତି ଭୁୁୁୁମି ତର୍ଜମା କରି ଭାରପ୍ରାପ୍ତ ଡାକ୍ତର ନବ କିଶୋର କୁଣ୍ଡୁଙ୍କ ସହ ଆଲୋଚନା କରି କରିଥିଲେ । କିଛି ଦିନ ତଳେ ରାଜ୍ୟ ସରକାର ଫାଇଭ ଟି ଜରିଆରେ ମୋ ହସ୍ପିଟାଲ…