Browsing Category

ଆଞ୍ଚଳିକ

ହତ୍ୟାକାରୀକୁ ଦଶବର୍ଷ କାରାଦଣ୍ଡ…

ସୁନ୍ଦରଗଡ଼ : ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ ଶ୍ରୀ ଶୁଭଦର୍ଶୀ ପଟନାୟକ ସୁନ୍ଦରଗଡ଼ ଏସ.ଟି କେଶ୍ ନମ୍ୱର୍ ୯୪/୨୦୧୮ ରେ ଏକ ହତ୍ୟା ଘଟଣାରେ ଜଣେ ଅପରାଧୀ ଭ୍ରମର କୁଅଁରକୁ ଆଇ.ପି.ସି ର ଦଫା ୩୦୪(୧) ରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା…

ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା…

ହିଞ୍ଜିଳିକାଟୁ ୨୮।୨ : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ପ୍ରଥମେ ହିଞ୍ଜିଳିକାଟୁ ପୌରପରିଷଦ ନୁତନ ବସଟର୍ମୀନାଲ ପରିସରକୁ ଲାଗି ଚାଲିଥିବା ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ ର…

ସମାଜସେବୀ ଅଶୋକ ପରିଡା ସମ୍ବର୍ଦ୍ଧିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ୱଛାସେବୀ ଅନୁଷ୍ଠାନ ସେନସଭଲର ବାର୍ଷିକ ଉତ୍ସବ ଟିକାବାଲିର ଦାସାଗୁଡା ଠାରେ ଅନୁଷ୍ଠିତ ହୋଇଛି । ସେନସଭଲର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ୨୩ ତମ ବାର୍ଷିକ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ବିବରଣୀ ପାଠ…

ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ସରକାରଙ୍କ ତରଫରୁ ଜମି ପଟ୍ଟା ପ୍ରଦାନ…

ବୀରମିତପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ ଅନ୍ତର୍ଗତ କାଦୋବାହାଲ ପଂଚାୟତ ଅନ୍ତର୍ଗତ ଘୋଘର ଗ୍ରାମର ବିପିନ ଖେଶଙ୍କ ପୁତ୍ର ନିଲମ ସଜ୍ଜିତ ଜଣେ ଆନ୍ତର୍ଜାତିକ ହକି ତଥା ଭାରତୀୟ ଦଳର ଜଣେ ଖେଳାଳି ଭାବେ ଘରେ ଘରେ ପରିଚିତ। କିନ୍ତୁ ଦୁର୍ଭାଗ୍ଯ ର ବିଷୟ ଯେ, ତାଙ୍କର ଜମି ବୋଲି…

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଛତ୍ରପୁର : ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି ନେଇ ମଙ୍ଗଳବାର ଆମ ଆଦମି ପାର୍ଟିି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ…

ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ…

କୁଆଁର ମୁଣ୍ଡା -କୁଆଁର ମୁଣ୍ଡା ପଂଚାୟତ ସମିତି ସଭାଗୃହ ମଧ୍ଯ ରେ ଦିତୀୟ ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଦାଲତ କୁ ରାଉରକେଲାର ଆଞ୍ଚଳିକ ଅଧିକାରୀ ଗୋପାଳିନୀ ନାଗ ଓ କୁମାରୀ ଶିଖା କଂ ଉପସ୍ଥିତ ରେ କୁଆଁର ମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀମତୀ ତୃପ୍ତି…

ମନରେଗା ଯୋଜନା ଅର୍ଥ ଆତ୍ମସାତ ଘଟଣା : ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ, ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା

ଫୁଲବାଣୀ : ମନରେଗା ଯୋଜନାର ଅର୍ଥ ଆତ୍ମସାତ ଅଭିଯୋଗରେ ଆଜି ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା ବେଳେ ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା ଦେଇଛନ୍ତି ଭିଜିଲାନ୍ସ ଅଦାଲତ…

ପଞ୍ଚୁଦଣ୍ଡ ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ଭାବେ ମଦନ ମୋହନ ପାଢୀ, ସହ…

୮ କୁଇଣ୍ଟାଲ ୨୫ କେଜି ଗଂଜେଇ ଜବତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଂଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରେ ଏକ କୁଡ଼ିଆ ଘର ଉପରେ ଚଢ଼ାଉ କରି ୮ କୁଇଣ୍ଟାଲ ୨୫ କେଜି ଗଂଜେଇ ଜବତ କରିଛି ଫିରିଙ୍ଗିଆ ପୋଲିସ l ଯାହା ସୂଚନା ରହିଛି ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ…