Browsing Category

ଆଞ୍ଚଳିକ

ଉତ୍କଳ ଆଲୁମିନାରେ ଉଜ୍ଜ୍ଵଳ ଉତ୍କଳ ମହିଳା କ୍ଲବ୍ ପକ୍ଷରୁ ‘ପୁଷ୍ପ ପ୍ରଦର୍ଶନୀ’

ଟିକିରି : ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ମୂଳ ନିରନ୍ତର ବିକାଶ ପ୍ରୟାସସମୂହ ହେଉଛି ଜୈବବିବିଧତାକୁ ବଜାୟ ରଖୁବା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କରିବା । ଏହା ଉଦ୍ୟାନକୃଷିକୁ ସମର୍ଥନ ଏବଂ ଏହାର କାରଖାନା…

ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର…

ଦାରିଙ୍ଗବାଡ଼ି,୨୧/୦୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଟ୍ରାକଟର ଦୁର୍ଘଟଣାରେ ଜଣେ ମୃତ । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅଧିନସ୍ତ ସୋନପୁର ଗ୍ରାମ ପଞ୍ଚାୟତ ଦବେଡ଼ି ଗ୍ରାମର ରବି ମୁଠାମାଝୀଙ୍କ ପୁଅ ସୀତାରାମ ମୁଠାମାଝୀ(୩୫)।…

“ଏସଏସଭିଏମ” ଫୁଲବାଣୀ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ (ବି ଇ ଓ, ଫୁଲବାଣୀ) ରଞ୍ଜନ କୁମାର କହଁର ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ l ତତ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା…

ସରଫଗଡ଼ ପ୍ରକୃତି ନିବାସରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ପ୍ରାକୃତିକ ଶିବିର…

ସୁନ୍ଦରଗଡ଼ -:ସୁନ୍ଦରଗଡ଼,ସରଫଗଡ଼ ପ୍ରକୃତି ପର୍ଯ୍ୟଟନ ନିବାସରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଇକୋ କ୍ଲବ୍‌ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରାକୃତିକ ଶିବିର ଗତକାଲି ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସାମିଲ…

ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ରେଭେନ୍ୟୁ କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ୨୯ତମ ବାର୍ଷିକ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦୁର୍ଗାମାଧବ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଝାରସୁଗୁଡ଼ା ବରିଷ୍ଠ ନାଗରିକ…

ବାଇକ୍ ଦୂର୍ଘଟଣାରେ ୨ ଜଣ ଗୁରୁତର ଆହତ…

ନବରଙ୍ଗପୁର //କୋଷାଗୁମୁଣ୍ଡା : ବ୍ଲକ ଭାଟିଗାଁ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଗୁରୁତର ଭାଵେ ଆହତ ହୋଇଛନ୍ତି ।ଘଟଣାରୁ ଜଣାଯାଇଛି ଯେ ବାଇକ ଚାଳକ ଜଣକ ଗାଦବାଗୁଡା ଗ୍ରାମର ପ୍ରବାସ ମାଝି ନିଜ ବ୍ୟକ୍ତିଗତ କାମରେ ରାସ୍ତା ରେ ଯାଉଥିବା ବେଳେ ହଠାତ ଭାଟିଗାଁ ନିକଟସ୍ଥ ଜଣେ…

ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର : ମହିଳା ଓ ଶିଶୁ ସୁରକ୍ଷା ଦିଗରେ ସଠିକ୍ ସଚେତନତା ହିଁ ଏକମାତ୍ର ମାଧ୍ୟମ…

ଛତ୍ରପୁର : ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଋଷିକୂଲ୍ୟା ସମ୍ମିଳନୀ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା ସଚେତନତା କର୍ମଶାଳାରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ,…

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର…

କୁଆଁରମୁଣ୍ଡା : କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ମସଜିଦ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ପ୍ରକାଶ ଯେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ନାଗରାଟୋଲି ମସଜିଦ ସମ୍ମୁଖ ଦେଇ ଯାଇଥିବା ରାସ୍ତାରେ ବେଦବ୍ୟାସ ଦେଇ…

ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ…

ଫୁଲବାଣୀ : କାମଧାନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ | ଗାଁରେ ଶୋକାକୁଳ ପରିବେଶ | ଗାଁ କୁ ଶବ ଆଣିବା ପାଇଁ ପ୍ରଶାସନ ପାଖରେ ନେହୁରା ହେଲେ ପରିବାର ଲୋକେ | କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ ବାହାର ରାଜ୍ୟକୁ ଦାଦନ…