Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ଜାଗରମେଳା…
ରାଉରକେଲା // କୁଆଁରମୁଣ୍ଡା : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା!-->…
ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ…
ଫିରିଙ୍ଗିଆ ୧୮/୦୨ : ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ!-->…
ଫିରିଙ୍ଗିଆର ବିଭିନ୍ନ ଶୈବପୀଠରେ ଜାଗରଯାତ୍ରା
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଶୈବ ପୀଠ ମାନଙ୍କରେ ଧୁମ୍ ଧାମରେ ପାଳିତ ହେଉଛି ଜାଗର ଯାତ୍ରା । ଫିରିଙ୍ଗିଆ ବ୍ଲକ ପୁରାତନ ଶୈବପୀଠ ରତଙ୍ଗ, ଫିରିଙ୍ଗିଆ ଶିବ ମନ୍ଦିର,ନୂଆପଦର ଶୈବପୀଠ, ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଶୈବପୀଠ ଓ ଗାଁ ଗାଁ ରେ ଜାଗର ଯାତ୍ରା ହୋଇ!-->…
ଫୁଲବାଣୀସ୍ଥିତ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉର୍ଦ୍ଧ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ଼!-->…
ଭାରସାମ୍ୟ ହରାଇ ଭାଲିଆ ମଞ୍ଜି ଟ୍ରକ ଓଲଟି ଦୁଇ ଆହତ…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିର ଏକ ବୁଲାଣିରେ ଭାଲିଆ ମଞ୍ଜି ଟ୍ରକ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଦୁଇ ଜଣ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଠାରୁ ଭାଲିଆ ମଞ୍ଜି ଧରି ଏକ ଟ୍ରକ ନମ୍ୱର ସିଜି ୦୪- ଏନଡବ୍ଲୁ!-->…
ଜାଗର ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ଶୈବପୀଠ
ବୌଦ୍ଧ : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ, ଏବଂ କଣ୍ଟାମାଲ ବ୍ଲକ ରେ ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଛି l ଜିଲାରେ 100 ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି l ଜିଲ୍ଲାର ସହରରେ ଥିବା!-->!-->!-->…
ସୀମନବାଡ଼ିରେ ଜାଗର ପାଇଁ ଅଷ୍ଟପ୍ରହର ନାମଯଜ୍ଞ
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସୀମନବାଡ଼ି ସ୍ଥିତ ଯୁଡ଼ାବାଡି ଶିବ ମନ୍ଦିର ପରିସର ମଧ୍ୟରେ ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ଅଷ୍ଟପ୍ରହର ନାମ, ଘୃତ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞ ଶନିବାର ଦିନ ଆରମ୍ଭ ହୋଇ ରବିବାର ଦିନ ପୂର୍ଣ୍ଣାହୁତି ହେବ । ଏହି!-->…
ଦେୟମୁକ୍ତ ହେଲା ସୁଲଭ ଶୌଚାଳୟ…
ବ୍ରହ୍ମପୁର : ରାଜ୍ୟର ସମସ୍ତ ସହରରେ ଥିବା ଶୌଚାଳୟ ସାଧାରଣ ଲୋକ ମାଗଣାରେ ବ୍ୟବହାର କରିପାରିବେ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ମ୍ୟୁନିସିପାଲିଟିକୁ ଏ ନେଇ ଚିଠି କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ!-->…
ଉପାନ୍ତ ଇଲାକା ବୁଡୁମୁଣ୍ଡି ଗ୍ରାମରେ ବିଧାୟକ ପହଁଚି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ…
ଦାରିଙ୍ଗବାଡ଼ି, ୧୮/୦୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଉପାନ୍ତ ଇଲାକାରେ ଥିବା ବୁଡୁମୁଣ୍ଡି ଗ୍ରାମରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଗ୍ରାମ ବାସୀଙ୍କ ସମସ୍ୟା ବୁଝି ଅତି ଶୀଘ୍ର ସମସ୍ୟାର ସମାଧାନ କରିବା ନେଇଁ!-->…
ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ କ୍ରୀଡା ପ୍ରତିଭାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତ ରେ ଭାଗ ନେଇ ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରଥିବା ଜଣେ ଛାତ୍ରଙ୍କୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀ କମଳୁ ହ୍ୱନ୍ତାଳ, ବ୍ଲକ ଶିକ୍ଷା ଅଧିକାରୀ ଓ ଗ୍ରାମବାସୀଙ୍କ ପକ୍ଷରୁ!-->!-->!-->…