Browsing Category

ଆଞ୍ଚଳିକ

ଚିତ୍ରକୋଣ୍ଡା କଂଗ୍ରେସ ପକ୍ଷରୁ ହାତସେ ହାତ୍ ଜୋଡ କାର୍ଯ୍ୟକ୍ରମର ବିଶାଳ ସମାବେଶ…

ଚିତ୍ରକୋଣ୍ଡା:(୧୭/୦୨/୨୦୨୩) ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଚିତ୍ରକୋଣ୍ଡା ହାଟପଦା ଠାରେ  ହାତ ସେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ସଭାପତି ବିଦେଶୀ…

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ (କସ୍ତୁରବା ଗାନ୍ଧୀ ବାଳିକା) ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଯୋଗ ଦେଇ ପ୍ରଦୀପ…

ଏମକେସିଜିର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ

ବ୍ରହ୍ମପୁର : ଏମକେସିଜି ମେଡିକାଲର କାଜୁଆଲିଟି ଓ ଟ୍ରୋମା କେୟାର ପରିଦର୍ଶନ କଲେ ମାନ୍ୟବର ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ସମ୍ପାଦକ ସମ୍ପାଦକ ସଞ୍ଜୟ ମିତ୍ତଲ । ସାରା ଦେଶରେ ଟ୍ରମା କେୟାର କୁ ସୁଚାରୁ ରୁପେ ପରିଚାଳନା ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବଢୁ ଥିବା…

ପ୍ରତ୍ୟେକ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ଫିରିଙ୍ଗିଆ : ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ(ଓଏସ୍ଇଏଫଡ଼ି) କନ୍ଧମାଳ ଜିଲ୍ଲା ଶାଖା…

ଆୟୁର୍ବେଦିକ ଆୱାରନେସ ପ୍ରୋଗ୍ରାମ

ଫୁଲବାଣୀ :- ଫୁଲବାଣୀ ନାରାୟଣୀ କଲ୍ୟାଣ ମଣ୍ଡପ ଠାରେ ଏକ ଆୟୁର୍ବେଦିକ ଆୱାରନେସ ପ୍ରୋଗ୍ରାମ ଆୟୋଜନ କରା ଯାଇଥିଲା l ଜିଲ୍ଲା ବରିଷ୍ଠ ନାଗରିକ ସଂଘକୁ ନେଇ ସମ୍ମାନିତ ଅତିଥି ପି. କେ. ମଣ୍ଡଳ, ନବୀନ କିଶୋର ପଣ୍ଡା, ବି. ନ. ପାଣିଗ୍ରାହୀ ଉପସ୍ଥିତ ଥିଲେ | ଏହି ପ୍ରୋଗ୍ରାମ ପ୍ରଧାନ ମଡ଼ର୍ଣ୍ଣ…

ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଶକ୍ତି କାଫେ’: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି…

ସୁନ୍ଦରଗଡ଼ (୧୭/୦୨) :  ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ…

ହାଇସ୍କୁଲ ଶିକ୍ଷକ ସଂଘ ତରଫରୁ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ମାଲକାନଗିରି (୧୭/୦୨) : ସରକାରୀ ହାଇସ୍କୁଲ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ମାଲକାନଗିରି ତରଫରୁ ଗଣଶିକ୍ଷା ସଚିବ ନିକଟ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଙ୍କ ଜରିଆରେ ଆଜି ଏକ ଦାବିପତ୍ର ପ୍ରଦାନ କରା ଯାଇଅଛି । ଦାବୀ ପତ୍ର ରେ ଉଲ୍ଲେଖ ରହି ଅଛି ଯେ ଓଡିଶାର ମାନ୍ୟବର…

ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମ୍ବର୍ଦ୍ଧନା

ମାଲକାନଗିରି (୧୭/୦୨) : ମାଲକାନଗିରି ଜିଲ୍ଲା ସଦର ମହକୁମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୁଲ୍ୟରେ ନବ ନିଯୁକ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଦେବବ୍ରତ ମହାରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲ। । ସେ ମାଲକାନଗିରିର ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାରଣା ଓ…

ଆଙ୍କୋରଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ହିଞ୍ଜିଳିକାଟୁ ୧୭।୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଙ୍କୋରଡା ରେ ଶୁକ୍ରବାର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।ଉତ୍ସବରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ…

୫ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୬ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅନଙ୍ଗ ନାୟକ ୬୭ ଙ୍କୁ ଦୋଷୀ…