Browsing Category

ଆଞ୍ଚଳିକ

ବିନା ସୂଚନା ରେ ପାଚେରୀ ନିର୍ମାଣ କାର୍ଯ୍ୟ କୁ ତୀବ୍ର ବିରୋଧ…

ଛତ୍ରପୁର : ଗାଁ ଲୋକ ଏବଂ ପୋଲିସ ଧସ୍ତାଧସ୍ତି, ପୋଲିସ ପକ୍ଷରୁ ମୁଦୁ ଲାଠି ଚାଳନା ସହ ୨୫ ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ପୋଲିସ ଉଠାଇନେଲା , ଘଟଣା ସ୍ଥଳର ରେ ଉତେଜନା ଜାରି ଛତ୍ରପୁର,୧୫।୨: ଜିଲ୍ଲା ପ୍ରଶାସନ ପକ୍ଷରୁ କାଳୀପଲ୍ଲୀ ଅଂଚଳ ରେ ଡ଼ି ନୋଟିଫିକେସନ କୁ ସଠିକ ଭାବେ ସର୍ଭେ…

ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ଭାଜପା…

ଛତ୍ରପୁର : ରାଜ୍ୟରେ ଦୁର୍ନୀତି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା, ରାଜ୍ୟରେ ଅରାଜକତା ଓ ଜନସାଧାରଣଙ୍କ ଅସୁରକ୍ଷିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଥିପାଇଁ ଦାୟୀ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଓ ଘୁମୁସର ଜିଲ୍ଲା ଭାରତୀୟ…

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ସୁନ୍ଦରଗଡ଼ ବିଜେପିର ଗଣ ବିକ୍ଷୋଭ…

ସୁନ୍ଦରଗଡ଼ -୧୫/୦୨/୨୩ ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସୁନ୍ଦରଗଡ଼ ସ୍ଥିତ ବିବେକାନନ୍ଦ ଛକ ଠାରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ମିଳିବ ପ୍ରତିଶ୍ରୁତି ଦେଲେ ଭିଡିଓ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତର ଗଣ୍ଡାପଡ଼ା ଗ୍ରାମର ବସୁମତୀ ମଲ୍ଲିକ l ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା lତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି l କିନ୍ତୁ ଚାଉଳ ମିଳୁନି lଭିନ୍ନକ୍ଷମ ଯୋଗୁଁ କୌଣସି…

ସେଲଫି ନେଵା ହେଲା କାଳ : ଅକାଳରେ ଚାଲିଗଲା ଜୀଵନ…

କାଶୀପୁର (ଟିକିରି) : ରାୟଗଡା ଜିଲ୍ଲା ଭାଲୁମସ୍କା ଗ୍ରାମ କୁ ଏକ ବିବାହ ଘର କୁ ଯାଇଥିଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ ନିକଟସ୍ଥ ଥିବା ରେଳଷ୍ଟେସନ କୁ ଯାଇଥିଲେ ସେହି ସମୟ ରେ ସେଠାରେ ଏକ ମାଲବଝେଇ ରେଳ ଗାଡ଼ି ଠିଆ ହୋଇଥିବା ବେଳେ ତିନି ଜଣ ପିଲା ସେହି ଗାଡ଼ି ଉପରକୁ ଚଢ଼ି ସେଲଫି…

ନଦୀ ବୁଡ଼ି ଘଟଣା ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର…

ଚିତ୍ରକୋଣ୍ଡା:(୧୫/୦୨/୨୦୨୩) କୋଡିଏ ଘଣ୍ଟାର ବ୍ୟବଧାନ ଭିତରେ ବାଲିମେଳା ଜଳଭଣ୍ଡାର ମଧ୍ୟରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି l ସୂଚନା ଅନୁଯାଇ ଗତ କାଲି ଅପରାହ୍ନ ସମୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନର୍ଗତ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ…

ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ ଚିତ୍ରକୋଣ୍ଡା ତହସିଲ ତରଫରୁ କଟକଣା ଜାରି…

ଚିତ୍ରକୋଣ୍ଡା:(୧୪/୦୨/୨୦୨୩) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲ ପକ୍ଷରୁ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ରେ ରାସ୍ତା ପ୍ରଶସ୍ତ ଏବଂ ଟ୍ରାଫିକ ଜାମ ନିୟନ୍ତ୍ରଣ ନିମନ୍ତେ କଟକଣା ଜାରି କରାଯାଇଛି l ମିଳିଥିବା ସୂଚନା ଅନୁଯାଇ…

କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ : ୩ ମୃତ୍ୟୁ ୧୨ ଜଣ ଆହତ…

ବ୍ରହ୍ମପୁର : କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ…

ବ୍ଲକସ୍ତରୀୟ କୃଷକ ସାଥୀ ସଂଘର ବୈଠକ ଅନୁଷ୍ଠିତ…

 ଫିରିଙ୍ଗିଆ- ଫିରିଙ୍ଗିଆ ବ୍ଲକ ର  ମାଝୀପଢ଼ା ଠାରେ ବ୍ଲକସ୍ତରୀୟ କୃଷକ ସାଥୀ ସଂଘ   ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି  ଶ୍ରୀ ଯୁକ୍ତ ବିଶ୍ଵାମିତ୍ର ମହାକୁଡ଼ ଙ୍କ   ତତ୍ବାବଧାନରେ ୨୪ ଟି ପଞ୍ଚାୟତ ର ୪୮ ଜଣ କୃଷକ ସାଥୀ ଉପସ୍ଥିତ ରହି ବୈଠକ…

ଛାତ୍ର କଲ୍ୟାଣ ମୂଳଦୂଆ ପକ୍ଷରୁ ବ୍ଲାକ ଡେ ପାଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଛାତ୍ର କଲ୍ୟାଣ ମୁଳଦୂଆ ପକ୍ଷରୁ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ ପରିସରରେ ଛାତ୍ର କଲ୍ଯାଣ ମୁଳଦୂଆ ସଂଘର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଦେବାଶିଷ ସାହାଣୀଙ୍କ ତତ୍ତ୍ୱାବଧାନରେ ବ୍ଲାକ ଡେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ…