Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କଣ୍ଟାମାଳ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ କୋର୍ଟ ପରିସରରେ ଆଜି ଶନିବାର ସକାଳ 10 ଘଣ୍ଟା ସମୟ ରେ ତାଲୁକ ଆଇନ ସେବା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଣ୍ଟାମାଲ ଜେ ଏମ ଏସି ବୋଥ ର ମାଜିଷ୍ଟ୍ରେଟ ସତ୍ୟନାରାୟଣ ସାହୁ ଙ୍କ ଉପସ୍ଥିତ ରେ ବୋଥ!-->…
ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ଦ୍ଵାଦଶ ବାର୍ଷିକୀ ଉତ୍ସବ……
ଚିକିଟି : ଚିକିଟି ଶ୍ରୀ ବଲାଜୀ ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତିର ଦ୍ଵାଦଶ ବାର୍ଷିକୀ ଉତ୍ସବ ମହା ସମାରୋହ ରେ ପାଳନ ହୋଇଯାଇଛି। ସଭାପତି ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଙ୍କ ସଭାପତିତ୍ବ ରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ କୃଷ୍ଣ ଚନ୍ଦ୍ର ବାତ୍ରା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ!-->…
ଗୁଣି ସନ୍ଦେହରେ ଘାଟିରେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ…
ପାରଳାଖେମୁଣ୍ଡି : ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଯୁବକ। ଆଜି ଏପରି ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଛି। ଯୁବକଙ୍କୁ ଉଦ୍ଧାର କରାଯାଇ ମୋହନା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ଘୋଡ଼ାପଙ୍କା ଗାଁର!-->!-->!-->!-->!-->…
ପିଜି ପ୍ରଥମ ସେମିଷ୍ଟର ସ୍ଥଗିତ ; ଧାରଣାରୁ ଓହରିଲେ ଛାତ୍ରଛାତ୍ରୀ…
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ଥଗିତ ରହିଲା ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷଙ୍କ ପକ୍ଷରୁ ନୋଟିସ ଜାରିକରାଯାଇଛି। ପରବର୍ତୀ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିବ ବୋଲି!-->…
ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକଉତ୍ସବ ପାଳିତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଷ୍ଟେଟ୍ ବ୍ୟାଙ୍କ ଛକରେ ଥିବା ତ୍ରିନାଥ ମନ୍ଦିରର ମଣ୍ଡପରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗତ ଦୁଇବର୍ଷ କରୋନା ମହାମାରୀ ଥିବା ଯୋଗୁଁ ନିରାଡମ୍ବର ସହକାରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବା!-->…
ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ କୋର୍ଟ ପରିସରରେ ପ୍ରଥମ ଲୋକ ଅଦାଲତ…
ବ୍ରହ୍ମପୁର : ଜାତୀୟ ଆଇନ ସେବା ପ୍ରାଧିକରଣ ର ନିର୍ଦେଶ କ୍ରମେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ଆଜି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଙ୍କ ଅତିରିକ୍ତ ଦାୟିତ୍ୱ ରେ ଥିବା ପ୍ରଥମ ଏ ଡି ଜେ ସଂଘମିତ୍ରା ଶର୍ମାଙ୍କ ତତ୍ୱବାଧାନରେ ଆୟୋଜିତ ରାଷ୍ଟ୍ରୀୟ!-->…
ଟିକିରି ସହକାରୀ ଉଚ୍ଚ ବିଦ୍ୟାଳୟରେ ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…
କାଶୀପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଛି । ମୁଖ୍ୟଅତିଥିଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ମୁଖ୍ୟବକ୍ତା ଭାବେ ଅନୁସୟା ମାଝି ସଭାପତି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ଼ା, ସମ୍ମାନୀତ ଅତିଥି ଭାବେ!-->…
ଡ. ଦିନଦୟାଲ ଉପାଧ୍ୟୟଙ୍କ ୫୫ତମ ବଳିଦାନ ଦିବସ ପାଳିତ…
ବ୍ରହ୍ମପୁର : ଡ. ଦିନଦୟାଲ ଉପାଧ୍ୟୟ ଙ୍କ ୫୫ତମ ବଳିଦାନ ଦିବସ କୋର୍ଟପେଟା ଜଗନ୍ନାଥ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳନ କରାଯାଇଥିଲ l ଏହି ଅବସରରେ ଯିବନି ଉପରେ ଆଲୋଚନା କରାଯଇଥିଲା l ଆକ୍ଟମକ ମାନବବାଦ ଚିନ୍ତାଧାରା ରେ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି ଯାହା କି!-->…
ଜିଲାରେ ୫୯,୪୪୪ ପିଲା ଖାଇବେ କୃମି ନାଶକ ବଟିକା…
ବ୍ରହ୍ମପୁର : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ କୃମି ନାଶକ ଦିବସ ଶୁଭାରମ୍ଭ କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିକାଶ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ!-->…
ଏମକେସିଜି ମେଡିକାଲକୁ ଶରୀର ଓ ଚକ୍ଷୁ ଦାନ…
ବ୍ରହ୍ମପୁର: ମୃତ୍ୟୁ ପରେ ଭଞ୍ଜନଗର ବାସିନ୍ଦା ନବୀନଚନ୍ଦ୍ର ସାହୁ (୬୭)ଙ୍କ ଚକ୍ଷୁ ଓ ଶରୀରକୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲକୁ ଦାନ କରିଛନ୍ତି । ସ୍ବର୍ଗତ ସାହୁ କିଛି ଦିନ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ଏମକେସିଜିରେ ଚିକିତ୍ସିତ!-->…