Browsing Category

ଆଞ୍ଚଳିକ

ଗାଁ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ…

ହିଞ୍ଜିଳିକାଟୁ ୪/୨: ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ଗାଁ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଅମଳ ପାଇଁ ଥିବା ଧାନ ବିଡା ସହ ପାଳଗଦା ଜଣାଯାଇଛି। ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ ହୋଇଗଲା। ଖଳାରେ କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା…

ଘରୋଇ ବିଦ୍ୟାଳୟ ବିସ୍ପୋରଣ ଘଟଣାର ତଦନ୍ତ ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଏବିଭିପି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଘରୋଇ ଶିକ୍ଷାନୁଷ୍ଟନ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଘଟିଥିବା ବିସ୍ପୋରଣ ଘଟଣା ରେ ଆଜି ଏବିଭିପି ତରଫରୁ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି lବିସ୍ପୋରଣରେ ଗୁରୁତର ଆହତ ହୋଇ କଟକ ଏସସିବିରେ…

କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର : କର୍କଟ ରୋଗ ଏବେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆଜି ବ୍ରହ୍ମପୁର କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଓ ଜନସଚେତନତା ରାଲି ଖଲ୍ଲିକୋଟ ପଡିଆ ରୁ ବାହାରି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଅନପୂଣ୍ଣ ମାର୍କେଟ…

କାୟା ବଢ଼ାଉଛି କର୍କଟ: ଏମ୍‌କେସିଜିରେ ମାସକୁ ହଜାରେ ରୋଗୀ…

ବ୍ରହ୍ମପୁର : କର୍କଟ ରୋଗ ଲୋକଙ୍କ ମନରେ ଭୟର ବସା ବାନ୍ଧିଛି। ଏହାର ମୁକାବିଲା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଆବଶ୍ୟକ ସଚେତନତା ଅଭାବରୁ ରୋଗୀଙ୍କ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ମେଡିକାଲ…

ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନୀ ସଭା…

ବଲାଙ୍ଗୀର : ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶାର ସମସ୍ତ ତିନି ଗୋଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର…

ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଋଷିମାଳ ଯୁକ୍ତ ତିନି ମହାବିଦ୍ୟାଳର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ…

ଦାରିଙ୍ଗବାଡ଼ି, ୦୩/୦୨: ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣଗାଁ ସ୍ଥିତ ୠଷି ମାଳ ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟ ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ମିଳିତ ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଋଷିମାଳ ଡ଼ିଗ୍ରୀ…

ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା ଜାରୀ…

ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ପରେ ବ୍ରହ୍ମପୁର ରେ ଗତ ୪ ଦିନ ହେବ କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା ଜାରୀ ରହିଥିବା ବେଳେ ଆଜି ଓଏସ ଆର୍ଟି ବସ କର୍ମଚାରୀ ଙ୍କୁ ଜେରା କରାଯାଇଛି।ତେବେ ଗୋପାଳଙ୍କ ଲିଙ୍କରେ ଥିବା ସମସ୍ତ ତଥ୍ୟ କୁ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ।…

ଓଡିଶା ହାଇକୋର୍ଟର ଭରଚ୍ୟୁଆଲ୍ ହାଇକୋର୍ଟ ବ୍ରହ୍ମପୁର ଜିଲ୍ଳା ଦୌରାଜଜ କୋର୍ଟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି

ବ୍ରହ୍ମପୁର : ଏଥିରେ ଆଭାସି ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ସର୍ବଚ୍ଚୋ ନ୍ୟାୟଳୟର ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼ ଯୋଗଦେଇ ଏହାର ଶୁଭଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଶା ଉଚ୍ଚନ୍ୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୂରଲୀ ଧର, ଜଷ୍ଟିସ୍ ଡ. ବିଆର୍‌. ଷଡ଼ଙ୍ଗି, ପ୍ରମୁଖ…

ବିଜୁ ଛାତ୍ରଜନତା ଦଳ ସମ୍ବଲପୁର ଜୋନ ପକ୍ଷରୁ ସ୍ବର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି…

ସମ୍ବଲପୁର : ଆଜି ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ପକ୍ଷରୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଫାଟକ ସମ୍ମଖରେ କ୍ୟାଣ୍ଡଲ ଜଲାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ମିଲନ ହୋତା ଙ୍କ ନେତୃତ୍ବ ରେ ଅନୁଷ୍ଠତ ଶ୍ରଦ୍ଧାଞ୍ଜଳି ସଭା ରେ…

ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ…

ଫୁଲବାଣୀ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନୁର୍ଗତ ବଇଡା ଦିନାର ସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିବ l ଏହି ଅବସରରେ କନ୍ଧମାଳ…