Browsing Category

ଆଞ୍ଚଳିକ

କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ…

ମାଲକାନଗିରି : ଜିଲ୍ଲାରେ କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରଯାଇଛି। ଏହାକୁ ମାନ୍ୟବର ହାଇକୋର୍ଟର ପ୍ରଧାନ ବିଚାରପତି ଡଃ ଏସ୍ ମୁରଲୀଧର ପ୍ରଥମ ଥର ପାଇଁ ଆଭାସି ମାଧ୍ୟମରେ ଉଦଘାଟନ କରିଛନ୍ତି। ମାନ୍ୟବର ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ…

ଖବର ପ୍ରସାରଣ ପରେ ଅସୁରକ୍ଷିତ ମୁକ ମହିଳାଙ୍କୁ ଉଦ୍ଧାର କଲା ପ୍ରଶାସନ…

ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ଵ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଯାତ୍ରୀ ବିଶ୍ରାମାଗାର ଠାରେ ଆଜକୁ ପ୍ରାୟ ଦୁଇ ମାସ ହେଲା ପଡି ରହିଥିବା ଜଣେ ଅସହାୟ ମହିଳାଙ୍କୁୁ ଖବର ପ୍ରସାରଣ ପରେ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ…

ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ନୀଳମାଧବ ଭୋଇ…

ଛତ୍ରପୁର : ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସିଥିଲେ । ତାଙ୍କ ବଦଳି ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର…

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ତାମ୍ପରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ…

ଛତ୍ରପୁର : ଫେବୃଆରୀ ୨ ତଥା ଆଜି ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ଛତ୍ରପୁର ଉପକଣ୍ଠର ତାମ୍ପରା ରାମସର 2489 ଆଦ୍ରଭୂମି ଠାରେ ବନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସିଏଫ ଡ଼. ରୁଦ୍ର ପ୍ରସାଦ ରଥ ଓ ଏ. ମାଧବୀ ଲତା, ବ୍ରହ୍ମପୁର ରେଞ୍ଜ ଅଫିସର ରଜତ…

ବିଜୁ ଜନତା ଦଳ କନ୍ଧମାଳର ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି…

ଫୁଲବାଣୀ :- ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ନବ ଦାସଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ବିଜେଡି ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସମ୍ପାଦକ ତଥା ସ୍ଵର୍ଗତ…

MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା : ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ…

ବ୍ରହ୍ମପୁର : MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ସ୍କୁଟି-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର । ତେବେ ଏମାନେ ସ୍କୁଟିରେ ଘରକୁ…

ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

ବ୍ରହ୍ମପୁର : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ର ପଦରବାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଯୋଗଦେଇ ଛାତ୍ର…

ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ହାସଲ କଲା ରାଷ୍ଟ୍ରୀୟ ନବନିର୍ମାଣ ପାର୍ଟି…

ବ୍ରହ୍ମପୁର : ରାଷ୍ଟ୍ରିୟ ନବନିର୍ମାଣ ପାର୍ଟିର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ଦର୍ଶାଇଛନ୍ତି ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟ । ଏନେଇ ଉତ୍କଳ ଆଶ୍ରମ ସଭା ଗୃହ ଠାରେ ଆୟୋଜିତ ସାମ୍ବାଦ୍ଖଳ ସମ୍ମିଳନୀରେ ପାର୍ଟିର ମୁଖ୍ୟ ଶ୍ରୀହରୀ…

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ରଥର ଜିଲ୍ଲା ପରିଭ୍ରମଣ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପତାକା ଦେଖାଇ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଥିଲେ । ଏହି ପାଣି ପଞ୍ଚାୟତ ରଥ ଜିଲ୍ଲାର…

ମା ରାମଚଣ୍ଡୀଙ୍କ ପୀଠରେ ୫୦ହଜାର ଲି. ପାଣି ଟାଙ୍କି ବିଧାୟକ ଦ୍ଵାରା ଉଦଘାଟିତ

ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ମା ରାମଚଣ୍ଡୀ ଙ୍କ ପୀଠରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ 50ହଜାର ଲିଟର ପିଇବା ପାଣି ଗଛିତ ଟାଙ୍କି କୁ ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି l ଉଦଘାଟନ ସମୟ ରେ ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଗଞ୍ଜାମ ବ୍ଲକ…