Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କରମରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ପାଳନ…
ଉମରକୋଟ/ଝୋରୀଗାଁ, (୦୪/୦୪/୨୦୨୬):ନବରଙ୍ଗପୁର ଜିଲ୍ଲାର ଝୋରୀଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରମରୀରେ ଆଜି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଏସ୍.ଏନ୍. ଦାସ ଯୋଗ ଦେଇଥିବା!-->…
ମାଲକାନଗିରିରେ ଓଡ଼ିଆ ନାମ ଫଳକ ଲେଖା ଅଭିଯାନ: ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ…
ମାଲକାନଗିରି, ୪/୪/୨୬: ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଏକ ସଚେତନତା ଶୋଭାଯାତ୍ରା ଓ ଓଡ଼ିଆ ନାମ ଫଳକ ଲେଖା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଡିଏନକେ ଖେଳ ପଡିଆ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପତାକା ଦେଖାଇ!-->…
ସ୍କୁଲ ପିଣ୍ଡି ନିର୍ମାଣରେ ଅନିୟମିତତା ଅଭିଯୋଗ : ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ
ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ପିଣ୍ଡି ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ସ୍ୱୟଂ!-->!-->!-->…
ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା : ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ
ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଏମକେସିଜି ମେଡ଼ିକାଲରେ ରେଡ଼ିଓଲୋଜି ବିଭାଗରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଥିପାଇଁ ରୋଗୀମାନେ ଦୀର୍ଘ ସମୟ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ,!-->!-->!-->…
ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ : ଆମ୍ବୁଲାନ୍ସ ସହିତ ଗଞ୍ଜେଇ ଜବତ, ୨ ଗିରଫ
ବାଲିଗୁଡା, ତା, ୦୩/୦୪ : ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା!-->…
ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷକୁ ବିକଶିତ ହେବାରେ ସହାୟକ ହୋଇଥାଏ
ମହାନ୍ ସଂଘ୍ ପକ୍ଷ ରୁ "ଯୋଗ ମହୋତ୍ସବ - ୨୬" ଅନୁଷ୍ଠିତବ୍ରହ୍ମପୁର : ଯୋଗ ସୁସ୍ଥ ମସ୍ତିଷ୍କ ଗଠନ ସହ,ମଣିଷ କୁ ବିକଶିତ ହେବାରେ ସହାୟକ ହୋଇଥାଏ।ବର୍ତ୍ତମାନ ସମାଜରେ ଯେପରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ବଢ଼ିବାରେ ଲାଗିଛି, ସେଥିରୁ ମୁକ୍ତି ନିମନ୍ତେ ଯୋଗ ଅଭ୍ୟାସ ଏକ ମାତ୍ର ରାସ୍ତା।!-->…
ନିଖୋଜ ନାବାଳକ ଉଦ୍ଧାର : ପରିବାରକୁ ହସ୍ତାନ୍ତର କଲେ ଓଡ଼ଗାଁ ପୋଲିସ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସାକେରୀ ଗାଁର ଜଣେ ନିଖୋଜ ବାଳକକୁ ଓଡ଼ଗାଁ ପୋଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ଓଡ଼ଗାଁ ପୋଲିସ। ନାବାଳକ ଜଣକ ନିଖୋଜ ଥିବା ନେଇ ଗତ ମାର୍ଚ୍ଚ ୨୭ ତାରିଖରେ ଅଭିଯୋଗ ହୋଇଥିଲା ।ଓଡ଼ଗାଁ ପୋଲିସ ମାମଲା ରୁଜ୍ଜୁ କରି ନାବାଳକକୁ!-->…
ଶାରୀରିକ ଅକ୍ଷମତା ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆନ୍ତ୍ରଜାତୀୟ ବିକଳାଙ୍ଗ ଦିବସ ଅଭିଷ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ଏଲି ପାଢ଼ୀ , ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ଭୁବନେଶ୍ୱର ଏବଂ ଏନ ଏ ସି ରଣପୁର ମିଳିତ!-->…
ମା ବ୍ରାହ୍ମଣୀ ଦେବୀଙ୍କ ୧୬ତମ ବାର୍ଷିକ ଉତ୍ସବ ଉଦଯାପିତ
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ରଘନାଥପୁର ଗ୍ରାମର ଆରାଧ୍ୟା ଦେବୀ ମା ବ୍ରାହ୍ମଣୀ ଦେବୀଙ୍କ ୧୬ତମ ବାର୍ଷିକ ଉତ୍ସବ ସମାଜସେବୀ ନରୋତ୍ତମ ନାୟକ (ବାବୁଲି)ଙ୍କ ଆବାହକତ୍ୱରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଗୁରୁ ବାର ଦିନ ଏକ!-->…
“ଆମ ପୋଷାକ ଆମ ପରିଚୟ” ଦିବସ ପାଳିତ
ଛତ୍ରପୁର : ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଗଞ୍ଜାମ ଜିଲ୍ଲାର ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି "ଆମ ପୋଷାକ ଆମ ପରିଚୟ" ଅଭିଯାନରେ ସାମିଲ ହୋଇଛନ୍ତି।
ଗଞ୍ଜାମ ଜ଼ିଲ୍ଲାପାଳଙ୍କ!-->!-->!-->…