Browsing Category

ଆଞ୍ଚଳିକ

ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତାର କାର୍ଯ୍ୟକାରିତାକୁ ଆଧାର କରି ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଫୁଲବାଣୀ : ଟିକାବାଲି ସ୍ଥିତ ଡି.ଆଇ.ଇ.ଟି ତରଫରୁ ମୌଳିକ ସଂଖ୍ୟାଜ୍ଞାନ ଓ ସାକ୍ଷରତା ର କାର୍ଯ୍ୟକାରିତା କୁ ଆଧାର କରି ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ମଞ୍ଚlସୀନ ଅତିଥି ମଧ୍ୟରେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ…

ସ୍କୁଲ ଶୌଚାଳୟରେ ଫସିରହିଲେ ଛାତ୍ର ଵାହାରେ ତାଲା ପକାଇ ପଳେଇଲେ ଶିକ୍ଷୟତ୍ରି, ଉଦ୍ଧାର କଲେ ଗ୍ରାମବାସୀ…

ହିଞ୍ଜିଳିକାଟୁ ୨୫।୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଛାତ୍ର ପାଇଖାନା ଭିତରେ ରହିଯାଇଥିବା ବେଳେ ସ୍କୁଲ ତାଲା ପକାଇଲେ ଶିକ୍ଷୟତ୍ରୀ ଚାଲିଯାଇଥିବା ଅଭିଯୋଗ ହୋଇଛି । ସଂଧ୍ୟା ପ୍ରାୟ ୫ଟାରେ ସ୍କୁଲ ରାସ୍ତା ଦେଇ…

ସାଧାରଣତନ୍ତ୍ର ଦିବସ ନେଇ ବ୍ଲକ ଅଞ୍ଚଳରେ ପୋଲିସର ଯାଞ୍ଚ…

ଦାରିଙ୍ଗବାଡି,୨୫/୧ : ସାଧାରଣତନ୍ତ୍ର ଦିବସକୁ ନଜର ରେ ରଖି ଦାରିଙ୍ଗବାଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ତତ୍ୱାବଧାନ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ ସମେତ ପୋଲିସ ଫୋର୍ସ ମୁତୟନ ହୋଇ ଯାଞ୍ଚ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଓ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବ୍ଲକ ବିଜେପିର ରାଲି ଓ ପ୍ରତିବାଦ ସଭା

ଦାରିଙ୍ଗବାଡ଼ି,୨୫/୧: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ଓ ଦୁର୍ନୀତି ବିରୋଧରେ ଆଜି ଦାରିଙ୍ଗବାଡ଼ି ବ୍ଳକର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶିବ ମନ୍ଦିରଛକ ଠାରୁ ଏକ ସଭାଯାତ୍ରରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପ୍ରଧାନ ମନ୍ତ୍ରୀ ଆବାସ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର ଅଭିଯୋଗ…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ ସହ ଗଣବଳାତ୍କାର କରାଯାଇଛି। ଗତ ରବିବାର ସନ୍ଧ୍ୟାରେ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ନ ଥିଲେ। କେତେଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଘରେ ପଶି ପ୍ରଥମେ ତାଙ୍କ କାରର…

କନ୍ଧମାଳ ଜିଲ୍ଲାର ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା…

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ବୁଧବାର ସ୍ଥାନୀୟ ନାରାୟଣୀ ମନ୍ଦିରରୁ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଲୋକକଳା ନୃତ୍ୟ…

ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ସଚେତନତା ଶିବିର…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ସେକ୍ସନ ବନବିଭାଗ ର ଆକର୍ଷଣ ନର୍ସରୀ ତେଲିମୁଣ୍ଡା ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ । ଫିରିଙ୍ଗିଆ ବନାଞ୍ଚଳ ବନ୍ଦଗଡ଼ ବନପାଳ ସରୋଜ କୁମାର ମିଶ୍ର ତତୂବଧାରେ କ ସଚେତନତା…

ଯୁବ ଭୋଟରଙ୍କ ପଞ୍ଜୀକରଣ ନିମନ୍ତେ ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଉପଜିଲ୍ଲପାଳ ତଥା ନିର୍ବାଚନ ଅଧିକାରୀ…

ମାଲକାନଗିରି : ଜାତୀୟ ମତଦାତା ଦିବସରେ ମାଲକାନାଗିରି ଜିଲ୍ଲା ରାଜ୍ୟ ସ୍ତରରେ ଦୁଇଟି ପୁରସ୍କାର ହାସଲ କରିଛି । ସ୍ୱତନ୍ତ୍ର ସଂକ୍ଷିପ୍ତ ଅଭିଯାନ କାର୍ଯ୍ୟକ୍ରମରେ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶ ଗ୍ରହଣ (ସ୍ଵିପ) ନିମନ୍ତେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ…

ଜିଲ୍ଲା ପରିଷଦର ୭୦ ତମ ବୈଠକ ଅନୁଷ୍ଠିତ : କ୍ଷେତ୍ର ଗସ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ…

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୭୦ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ଜିଲ୍ଲା ପରିଷଦ…

ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ : ମତଦାନର ନାହିଁ ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍ପ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟ ଭୋଟର ଦିବସରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରୀମତୀ ଖେସ୍ ନିଜ…