Browsing Category

ଆଞ୍ଚଳିକ

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବାଲିଗୁଡାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ମେଳା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏ ନେଇ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ଜଗତର ଜଗନ୍ନାଥଙ୍କ ନିକଟରେ ଦୀପ ଧୂପ

୨୨ତମ ରାଜ୍ୟସ୍ତରୀୟ ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସର ମ୍ୟାଚରେ ଟ୍ରାଏ ବ୍ରେକରରେ ପପୁଲାର କ୍ଲବ…

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସର ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର

ଗ୍ରୀଷ୍ମ ଆରମ୍ଭରୁ ଆରମ୍ଭ ହେଲାଣି ଘରେ ଘରେ ପାଣି ବୋତଲ କାରଖାନା :ପାଣିର ଶୁଦ୍ଧତା ନେଇ ପ୍ରଶ୍ନବାଚି.. !

ସରକାରୀ କାଗଜ କଲମରେ ପାଉଚ ପାଣି ବନ୍ଦ, କିନ୍ତୁ ଅବାଧ ରେ ହେଉଛି ବିକ୍ରି…..!ବ୍ରହ୍ମପୁର : ମାତ୍ର ୧୦ ଟଙ୍କାରେ ବଜାରରେ ମିଳୁଛି ପାଣି ବୋତଲ । ତାହା ମଧ୍ୟ ଅନାମଧେୟ ନାମରେ । ଯିଏ ଯେଉଁ ନାମ ଦେଲା ସେହି ନାମରେ ମାର୍କେଟିଂ କରି ବଜାରରେ ପାଣି ବୋତଲ ବିକ୍ରି ହେଉଛି । ସଂପୃକ୍ତ ପାଣି

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୋଭାଯାତ୍ରା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋରାପୁଟ /କୋଟପାଡ଼ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୋରାପୁଟ ଜ଼ିଲ୍ଲା କୋଟପାଡ଼ଠାରେ ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୋଟପାଡ଼ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଛନ୍ତି lଯୁଧିଷ୍ଠିର

ଜଙ୍ଗଲି ବାରହା ଆକ୍ରମଣରେ ଦମକଳ ବାହିନୀର ଜଣେ ସଦସ୍ୟ ଗୁରୁତର

ନୟାଗଡ଼ (ନିସର୍ତ୍ତ) : ଖାଦ୍ୟ ଅଭାବରୁ ସହର ଓ ଗାଁ ମୁଖା ହେଉଛନ୍ତି ଜଙ୍ଗଲି ଜନ୍ତୁ। ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନବିଭାଗ ଅଧିନସ୍ଥ ଚାନ୍ଦପୁର ଅରୁଣ କ୍ଳଥ ଷ୍ଟୋର ଖୋଲିବା ସମୟରେ ଏକ ଜଙ୍ଗଲି ବାରହା ଦୋକାନରେ ଅକସ୍ମାତ ପ୍ରବେଶ କରିଥିଲା । ବାରହାକୁ ଦେଖି ସ୍ଥାନୀୟ

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ନୟାଗଡ଼,୦୭/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନରେ ଥିବା ରଣପୁର ରେଞ୍ଜ ଅଞ୍ଚଳରେ କିଛିଦିନ ହେଲା ୧୯ ଟିକିଆ ହାତୀପଲ ବିଭିନ୍ନ ସ୍ଥାନରେ ଘୂରି ବଲୁ ଥିବାର ଜଣା ପଡ଼ିଛି। ଏମାନଙ୍କ ମଧ୍ୟରୁ ଏକ ଦନ୍ତାହାତୀ ହାତୀପଲରୁ ଫିଟି ଆସି ବିଭିନ୍ନ ଗାଁରେ ଉତ୍ପାତ କରୁ ଥିବାର 

ରାଜସୁନାଖଳାରେ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୟାଗଡ଼ ୭/୨ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଶନିବାର ଦିନ ଫ୍ରେଣ୍ଡସ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ – ତୃତୀୟ କ୍ଵାଟର ଫାଇନାଲରେ ବରଗଡ଼ ବିଜୟୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଚତୁର୍ଥ ଦିନ ତଥା ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ୟୁଏସସି ଟିମ - ବରଗଡ଼, ଏଫପିଏସଏ ଟିମ -ଜଟଣୀ ର

ପାଇକସାହି ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

ନୟାଗଡ଼ (ନିସର୍ତ୍ତ) :ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ପଟିଆ ଗ୍ରାମପଞ୍ଚାୟତ ସ୍ଥିତ ପାଇକସାହି ସେବାଶ୍ରମ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି I  ଏହି ଉତ୍ସବରେ

ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜବରଦଖଲ ଉଛେଦ

କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସରକାରୀ ସ୍ଥାନରେ ବେଆଇନ ଜବରଦଖଲକାରିଙ୍କ ଉଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି l ଜ଼ିଲ୍ଲାପାଳଙ୍କ କଡା ନିର୍ଦ୍ଦେଶକୁ ପାଳନ କରି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରକାଶ କରିଛନ୍ତି କୋଟପାଡ଼