Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଓ କର୍ମଚାରି ଙ୍କ ଦରମା ବନ୍ଦ ନିର୍ଦେଶ ଦେଲେ…
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶନି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀ ଚିକିତ୍ସା ଅବହେଳା ଯୋଗୁ ବାଉଁଶନି ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସୂଚନା ଅନୁସାରେ ବାଉଁଶନି ଡାକ୍ତରଖାନା ରସ୍ୱାସ୍ଥ୍ୟ ସେବା ରେ!-->!-->!-->…
ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲର୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ସନ୍ଦେହ…!
ପରିବାର ପକ୍ଷରୁ ହତ୍ୟା ଅଭିଯୋଗ଼ ନେଇ ଥାନାରେ ଲିଖିତ ଅଭିଯୋଗ
ଦାରିଙ୍ଗବାଡ଼ି,୧୨/୦୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର ମୃତ୍ୟକୁ ନେଇଁ!-->!-->!-->…
“ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା” ଲୋକନୃତ୍ୟ ଗୀତରେ ଝୁମିଲେ ଦର୍ଶକ…
ଫୁଲବାଣୀ //ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ ସଂଗୀତ ଉପସ୍ଥିତ!-->…
ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କସ୍ମାରକୀ ଡାକ-ଲଫାଫା ଉନ୍ମୋଚିତ…
ଛତ୍ରପୁର : ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଦିବସ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ଆନୁକୂଲ୍ୟରେ ଏକ ଡାକ-ଲଫାଫା ଗୁରୁବାର ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ମୁଖ୍ୟଡାକଘର କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର!-->…
ଉପାନ୍ତ ଅଞ୍ଚଳ ଚିତ୍ରକୋଣ୍ଡାବାସୀ ଦେଖୁଛନ୍ତି ହକି ବିଶ୍ୱକପର ଉଦଘାଟନି ଉତ୍ସବ…
ଚିତ୍ରକୋଣ୍ଡା: ଓଡିଶାରେ ଲେଖା ହେଵ ବିଶ୍ଵ କପ୍ ହକି କାହାଣୀର ନୂଆ ଅଧ୍ୟାୟ । ଆଜି ପୁରୁଷ ବିଶ୍ୱକପ ହକି ୨୦୨୩ ଉଦଘାଟନି ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରୁ ସିଧାପ୍ରସାରଣ ହେଉଥିବା ଉତ୍ସବରୁ କେହି ହେଲେ ବାଦ ନ ପଡିବା ନିମନ୍ତେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ!-->…
ଆଭାସୀ ପଢିଆ ରଚିଲା ଫୁଲବାଣୀ ଶିଳ୍ପ ତାଲିମ ଅନୁଷ୍ଠାନ…
ଫୁଲବାଣୀ :- ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ଆୟୋଜିତ ହେଉଥିବା ହକିର ମହାକୁମ୍ଭ ପୁରୁଷ ହକି ବିଶ୍ୱ କପ ଆଜି ଐତିହାସିକ ବାରବାଟୀ ଷ୍ଟାଡିଅମ ରେ ଉଦଘାଟିତ ହୋଇଯାଇଛି l ସାରା ବିଶ୍ୱରେ ପ୍ରଧାନମନ୍ତୀ ମାନନୀୟ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ଆଜି ଖେଳ!-->!-->!-->…
ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ…
ଫୁଲବାଣୀ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭାରତ ସରକାର ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ,୨୦୦୮ କନ୍ଧମାଳ ଦ୍ଵାରା ୨ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଫୁଲବାଣୀ ବି ଏଡ କଲେଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ମୁଖ୍ୟ!-->…
ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୧୯୯୭-୯୮ ବ୍ୟାଚ ଛାତ୍ରମାନଙ୍କର ବନ୍ଧୁମିଳନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟର 1997-98 ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ସମ୍ବେପଦର ଘାଇ ନିକଟରେ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ମାନେ ନିଜର ପିଲା ଦିନର ଗୁରୁ!-->…
ନୂତନ ବର୍ଷ ଉପଲକ୍ଷେ ଏକ ଶୃଙ୍ଖଳିତ ଭାଇଚାରା ବୈଠକ ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଏବଂ ରୁଗୁଡ଼ି ସାହି ବସ୍ତିର ଶୃଙ୍ଖଳିତ ସଦସ୍ୟଙ୍କୁ ନେଇଁ ଆଜି 2023 ନୂତନ ବର୍ଷ ଉପଲକ୍ଷେ ଏକ ଶୃଙ୍ଖଳିତ ଭାଇଚାରା ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ରାଜ୍ୟ!-->…
ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା…
ହିଞ୍ଜିଳିକାଟୁ ୧୧।୧ : ହିଞ୍ଜିଳିକାଟୁ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡା ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୭୪ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥଲେ । ଦୌଡ,ମ୍ୟୁଜିକ୍ ଚେୟାର,ହ୍ବିଲ୍ ଚେୟାର ଦୌଡ, ଆଳୁ!-->…