Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ୨ୟ ପ୍ରସ୍ତୁତି ବୈଠକ…
ଦାରିଙ୍ଗବାଡି,୩୧/୧୨ : ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଜାନୁଆରୀ ୭ ତାରିଖ ଠାରୁ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କ୍ରମେ ଏହି!-->…
ବ୍ଲକସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ…
ଦାରିଙ୍ଗବାଡି,୩୧/୧୨ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ପ୍ରଶାସନ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ପ୍ରେମ ଅନୁଷ୍ଠାନର ସହଯୋଗରେ ଟାସ୍କ ଫୋର୍ସ ବ୍ଲକ ସ୍ତରୀୟ କମିଟି ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଛି। ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଦାରିଙ୍ଗବାଡି ବିଡ଼ିଓ!-->…
ସୋସିଆଲ ମିଡ଼ିଆ ପ୍ରଭାବରେ ଗ୍ରୀଟିଙ୍ଗ୍ସ କାର୍ଡ ହୋଇଛି ଅଲୋଡା…
ବୁଗୁଡ଼ା : ସଂପ୍ରତି ସୋସିଆଲ ମିଡିଆର ପ୍ରଭାବରେ ଗ୍ରୀଟିଙ୍ଗ୍ସ କାର୍ଡ ଅଲୋଡା ହୋଇ ପଡିଛି । ଏଇ କେତେ ବର୍ଷ ଆଗରୁ ଗ୍ରାମୀଣ ଓ ସହରୀ ପିଲାଙ୍କ ମଧ୍ୟରେ ଗ୍ରୀଟିଙ୍ଗ୍ସକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିଲା। ଶୀତ ଛୁଟି ହେବା ପୂର୍ବରୁ ନିଜ ନିଜର ବନ୍ଧୁବାନ୍ଧବଙ୍କ ମଧ୍ୟରେ!-->…
ତିନିଜଣ ଏନ୍ଏସି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା…
ବୁଗୁଡା : ବୁଗୁଡା ଏନ୍ଏସିରେ କାର୍ଯ୍ୟରତ ତିନି ଜଣ କର୍ମଚାରୀଙ୍କୁ ଶନିବାର ଦିନ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ ଦାସଙ୍କ ଉପସ୍ଥିତିରେ କୋଦଳା ଏନ୍ଏସିକୁ ବଦଳି ହୋଇଥିବା!-->…
ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନିର୍ବାଚନ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ସ୍ଥିତ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନିଖିଳ ଉତ୍କଳ ଚତୃର୍ଥ ଶ୍ରେଣୀ ସରକାରୀ ସଂଘର ବାର୍ଷିକ ସମ୍ମିଳନୀ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀରେ ବାଲିଗୁଡା ଉପଖଣ୍ଡର ୯ଟି ବ୍ଲକ ନୂଆଗାଁ,!-->…
ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ…
ମାଲକାନଗିରି : ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ୱକପ୍ ଟ୍ରଫି ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ୍ ଟ୍ରଫିକୁ ଦିଆଯାଇଛି ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା। ଦେଶପ୍ରେମରେ ଉଦବୁଦ୍ଧ ହୋଇ ଟ୍ରଫିକୁ!-->…
ଶତନାମ ଧର୍ମ ପ୍ରବର୍ତ୍ତକ ସନ୍ତ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ ୨୬୬ ତମ ଜୟନ୍ତୀ ପାଳିତ…
ଉମରକୋଟ : ଗ୍ରାମର ମାଟି, ପାଣି, ପଵନ ଓ ଦାଣ୍ଡର ଧୂଳିରେ ଏକ ନିଆରା ପଣ ଥାଏ l ସେହି ନିଆରା ପଣରେ ମହା ଧୁମଧାମରେ ପାଳିତ ହେଲା ସତନାମ ଧର୍ମର ପ୍ରବର୍ତ୍ତକ ପରମପୂଜ୍ୟ ସନ୍ତ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ 266 ତମ ଜୟନ୍ତୀ l ଏମିତି ବିରଳ ଏକ ଜୟନ୍ତୀ ଉତ୍ସବ ଦେଖିବାକୁ ମିଳିଲା!-->…
ଗଞ୍ଜାମ ଜିଲ୍ଲା ବିଜେପି ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଉକ୍ତ ସାଙ୍ଗଠନିକ!-->…
ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ମଣିଷର ଲଢେଇ..
ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ରବ୍ରହ୍ମପୁର : ଦୀର୍ଘ 47ଦିନରୁ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇ ଲାଞ୍ଜିପଲ୍ଲୀ ରାମ ନଗର ରେଳବାଇ କଲୋନୀଠାରେ ପଡିରହିଥିବା ଗୋଟିଏ ଗର୍ଭବତୀ ଗାଈଟିର ଚିକିତ୍ସା ସେବାପାଇଁ ସ୍ଥାନୀୟ ଅଂଚଳବାସୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ!-->…
ମାଟିଭାଷା ସମାଜସେବା ସମ୍ମାନ ପାଇଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର…
ଫୁଲବାଣୀ :- କନ୍ଧମାଳର ଅତି ପରିଚିତ ସମାଜ ସେବୀ, ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମାଟିଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶ୍ୱରରେ ଜୟଦେବ ଭବନ ପରିସରରେ ଆୟୋଜିତ ତାର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ତଥା ରାଜ୍ୟସ୍ତରୀୟ!-->…