Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କରଚୁଲି ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ..
ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି ହିମାଂଶୁ ଶେଖର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ମୁଖ୍ୟ!-->…
ମାସାନ୍ତ ରବି ବାସରୀୟ ସାହିତ୍ୟ ଆସର
ଫୁଲବାଣୀ :-ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବି l ଅଜୟ ପଟ୍ଟନାୟକ!-->…
୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପିଏ ଆଇଟିଡିଏ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଟ୍ରେଜେରି କାର୍ଯ୍ୟାଳୟର ଅଧିକାରୀ ସୁଧାଂଶୁ!-->…
ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମର ଏକ ପୋଖରୀରେ ଜନୈକ ବୃଦ୍ଧ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ପୋଲସରା ଥାନା ଅଧିନସ୍ଥ ହାତୀପାଦପଲ୍ଲୀ ଗ୍ରାମର ନଟବର ପ୍ରଧାନ (୮୦) ।ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନ ସାଢେ ୨ଟା ବେଳେ!-->…
ମହୋତ୍ସବ ନାଁ’ ରେ ଦଳୀୟ ପ୍ରଚାର କରୁଛି ବିଜେଡି…!
ବ୍ରହ୍ମପୁର : ଗୋପାଲପୁର ବେଳାଭୂମି ମହୋତ୍ସବ ଆଳରେ ବିଜେଡି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରୁଛି। କୋଟି କୋଟି ରାଜସ୍ବ ବ୍ୟୟ କରି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଭିଭିଆଇପି ପାସ କରି ନିଦ୍ଧିଷ୍ଟ ଗୋଷ୍ଠୀଙ୍କୁ ଆପ୍ୟାୟିତ କରିବା ମୋହତ୍ସବର ପ୍ରକୃତ ଉଦ୍ଦେଶ୍ୟ ସାଧନ!-->…
ମଦ ପିଇ ବେପରୁଆ ଟ୍ରିପର ଟ୍ରକ ଡ୍ରାଇଭରଙ୍କ ପାଇଁ ଚାଲିଗଲା ପାଞ୍ଚଟି ବଳଦ ଓ ଜଣେ ମନୁଷ୍ୟର ଜୀବନ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ଦେଓବାରଣ ପ୍ରାଇମାରୀ ସ୍କୁଲ ମୁଖ୍ୟ ରାସ୍ତା ପାଖରେ ଦିନ ପ୍ରାୟ ତିନିଟା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଯାଇଛି l କୁଞ୍ଜମ ମାରକାମ ଦିନ ତିନିଟା ବେଳେ ନିଜ ଘରର ବଳଦ ପାଖରେ ଠିଆ ହୋଇ ଥିବା ସମୟରେ!-->…
ପାଟଣାସାହି ରେ ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହ ଵ୍ୟାପି ପ୍ରବଚନ…
ହିଞ୍ଜିଳିକାଟୁ ୨୫।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି!-->…
ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବଡ଼ଦିନ ପର୍ବ ପାଇଁ ଉତ୍ସବ ମୁଖର…
ଦାରିଙ୍ଗବାଡ଼ି,୨୫ /୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗିର୍ଜା ଘରେ ବଡ଼ ଦିନ ପର୍ବ ପାଳିତ ହୋଇ ଯାଇଅଛି। କୋରୋନା ସକାଶେ ପ୍ରାୟ ତିନି ବର୍ଷ ଧରି (ଏକ୍ସମାସ) ବଡ ଦିନରେ ଗୀର୍ଜା ଘର ଗୁଡ଼ିକ ଖାଁ ଖାଁ ରହିଥିବା ବେଳେ ଏହି ବର୍ଷ ପ୍ରତ୍ୟେକ ଗୀର୍ଯା ଘର ଗୁଡ଼ିକ ଆଲୋକ!-->…
ବାଲିଗୁଡା ରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଳିକ ଙ୍କ ସ୍ମୁତି ରେ ଶହୀଦ ଦିବସ ପାଳିତ…
ବାଲିଗୁଡା,: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି l ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରା ର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସ ର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।!-->…
ମୋଟର ସାଇକେଲରୁ ଖସିପଡ଼ି ମା’ଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଛୋଟ ଝିଅ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି ,ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ!-->…